By Village Missionary Movement
Friday, 10-Sep-2021ଆଜିର ବାକ୍ୟ (Oriya) 10-09-2021
ଉର୍ନତ ଗୌରବ
“କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇ ପାରେ ।“ - ଫିଲିପ୍ପୀୟ 3:11
ସାଇବେରି ନାମକ ବିଖ୍ୟାତ ନ୍ୟାୟାଧୀଶ !ସେ ଚାଳିଶି ବର୍ଷ ବୟସ ପର୍ଯ୍ୟନ୍ତ ବିଜାତୀୟ ଥିଲେ !ସେରିଭିଆସ ନାମକ ଖ୍ରୀଷ୍ଟିଆନ ବନ୍ଧୁଙ୍କ ଦ୍ଵାରା ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ସଂଗେ ସଂଗେ ବାପ୍ତିସ୍ମ ନେଲା !ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାରକ ହୋଇ ବଦଳିଲା !ତାର ଘରକୁ ବିକ୍ରୟ କରି ଦରିଦ୍ର ଓ ଅନାଥ ଲୋକଙ୍କୁ ସାହାଯ୍ୟ କଲା !ସେ ରହିଥିବା ଅଞ୍ଚଳରେ ମହାମାରି ରୋଗ ବ୍ୟାପିବାରୁ ଅନେକ ଲୋକ ତାଙ୍କ ଜନ୍ମ ସନ୍ତାନରୁ ଦୂରେଇ ଗଲେ !ବହୁତ ପିଲାମାନେ ତାଙ୍କ ପିତାମାତାଙ୍କୁ ହରାଇଲେ !କେବଳ ସେତିକି ନୁହେଁ ସେଠାରେ ଦୂରଭିକ୍ଷ ସୃଷ୍ଟି ହେଲା !ସାଇବେରିଆନ ଅନେକକୁ ସାହାଯ୍ୟ କଲା !ସେଥିପାଇଁ ଅନେକ ଲୋକ ଜୀବନ ପାଇ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ !ସେତେବେଳେ ସେହି ଅଞ୍ଚଳକୁ ଶାସନ କରୁଥିବା ରୋମିଓ ଚକ୍ରବର୍ତ୍ତି ୱାଲେରିଆନ ସାଇବେରିଆନ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରିବା ଦ୍ଵାରା ତାଙ୍କୁ ବନ୍ଦୀ କରି, ମରଣ ଦଣ୍ଡ ଆଜ୍ଞା ଦେଲେ !ପବିତ୍ର ବାଇବଲରେ ପ୍ରେରିତ ପାଉଲ ତାଙ୍କ ବିଷୟରେ କହିବା ବେଳେ, ମୁଁ ଇଶ୍ରାଏଲ ବଂଶଧର, ଏବ୍ରିୟ,ଫରାସିୟମାନଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାରେ ମଣ୍ଡଳୀକୁ ହିଂସା କରିବାକୁ ଅଧିକାର ପାଇ ଥିବା ଲୋକ !ଏହିପରି ଅନେକ ଅହଂକାର ଥିବା ବେଳେ ପ୍ରଭୁଙ୍କ ସମୁଖରେ ଏହି ସମସ୍ତ ବ୍ୟର୍ଥ !ଖ୍ରୀଷ୍ଟ ମୋ ଜୀବନରେ ପ୍ରାଣ ଠାରୁ ଅଧିକ !ତାହା ସମୁଖରେ ମୋତେ ରହିଥିବା ଏହି ଗର୍ବ ଶୂନ୍ୟତା !ସେଥିପାଇଁ ଏହାକୁ ଲାଭରେ ପସନ୍ଦ ନ କରି ଅଳିଆ ଗଦା ବା ନଷ୍ଟରେ ପସନ୍ଦ କଲି !ଯୀଶୁଖ୍ରୀଷ୍ଟଙ୍କର ଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ !ସେହି ଜ୍ଞାନ ହିଁ ମୋର ଅନନ୍ତ ଜୀବନ ଦେଲା !ଖ୍ରୀଷ୍ଟଙ୍କ ଠାରେ ପ୍ରାଣ ମହାନ ନୁହେଁ ବୋଲି ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ସୁସମାଚାରକୁ ଅନେକ ଅଞ୍ଚଳକୁ ନେଇ ପ୍ରକାଶ କରି ତାଙ୍କ ନିମନ୍ତେ ମୃତ୍ୟୁବରଣ କଲେ !
ପ୍ରିୟ ବନ୍ଧୁଗଣ, ସାଇବେରିଆନ କିଛି ନ ଥିବା ବ୍ୟକ୍ତି ନୁହେଁ !ସେ ଜଣେ ନ୍ୟାୟାଧୀଶ !ଗୁରୁତ୍ୱପୂର୍ଣ ଲୋକ !ଜ୍ଞାନରେ ପରିପୂର୍ଣ୍ଣ ଵ୍ୟକ୍ତି !ସେ ଖ୍ରୀଷ୍ଟଙ୍କୁ ଜାଣି ତାଙ୍କ ପଦବୀକୁ ପରିତ୍ୟାଗ କରି ପ୍ରଭୁଙ୍କର ସୁସମାଚାରକୁ ମହାନ ବୋଲି ଭାବି, ତାଙ୍କ ଜୀବନ ସାରା ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନଯାପନ କରି, ତାଙ୍କରି ନିମନ୍ତେ ହିଁ ମୃତ୍ୟୁବରଣ କଲା !ପବିତ୍ର ଗ୍ରନ୍ଥରେ ପାଉଲ ମଧ୍ୟ ଏହିପରି ଜୀବନ ଯାପନ କଲା !ତାଙ୍କୁ ରହିଥିବା ସମସ୍ତ ଅଳିଆ ଗଦାର ସହ ସମାନ ଭାବେ ପସନ୍ଦ କଲି ବୋଲି କହିଲା !ତୁମ୍ଭେ ତୁମ୍ଭ ଜୀବନରେ କାହାକୁ ମହାନ ବୋଲି ପସନ୍ଦ କରୁଛ !ଜାଗତିକୁ ଜ୍ଞାନ, ସମ୍ପତି, ଗୌରବ, ପଦବୀ ବୋଲି ଭାବୁଛ କି ? ଏଥିପାଇଁ ଖ୍ରୀଷ୍ଟଙ୍କୁ ତ୍ୟାଗ କଲ କି ? ଗୋଟିଏ ମିନଟ ଆଲୋଚନା କରିବା !ଖ୍ରୀଷ୍ଟଙ୍କ ସହତ ମିଶି ରହିବା !ପାଉଲଙ୍କ ସଦୃଶ୍ୟ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ଉପଯୋଗ କରି ତାଙ୍କ ନିମନ୍ତେ ଜୀବନଯାପନ କରିବା !ଖ୍ରୀଷ୍ଟଙ୍କ ନିମନ୍ତେ ଯାହାବି ଛାଡି ପାରିବା !କିନ୍ତୁ କିଛିପାଇଁ ଖ୍ରୀଷ୍ଟଙ୍କୁ ଛାଡିବାକୁ ହେବ ନାହଁ !
- ଭାଇ ଡ଼ି.ଆଲଵିନ ଜାକବ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.