Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-09-2021
Share:

By Village Missionary Movement

Monday, 06-Sep-2021

ଆଜିର ବାକ୍ୟ (Oriya) 06-09-2021

 

ଜୀବନଯାପନ କରି ଦେଖାଇବା ହିଁ ଖ୍ରୀଷ୍ଟିଆନ 

 

“ସେହିପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତକର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ମହିମା କୀର୍ତ୍ତନ କରିବେ !” - ମାଥିଉ 5:16

 

ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ ।ଆମ୍ଭମାନଙ୍କର ପୂର୍ବ ପୁରୁଷ ଆଦି ଖ୍ରୀଷ୍ଟିଆନ ବଂଶୀୟମାନେ ଖ୍ରୀଷ୍ଟିଆନ ବୋଲି ନାମିତ ହେଲେ !ଆଜି ଆମ୍ଭମାନଙ୍କୁ ରହିଥିବା ସତ୍ୟ, ବେଦ,ଶିକ୍ଷା, ପ୍ରଚାର, ସହଯୋଗ, ଆରାଧନା ସେହି ଦିନରେ ସେମାନଙ୍କୁ ନ ଥିଲା !କିନ୍ତୁ ସେମାନଙ୍କ ଠାରେ ଦେଖା ଦେଇ ଥିବା ପ୍ରଭୁଙ୍କ ପ୍ରେମ,,ବିନୟ, ଅନ୍ୟକୁ ସାହାଯ୍ୟ କରିବା ମନ, ସହାନୁଭୂତି, ରହିଥିବା ସଂରକ୍ଷଣ, ସତ୍ୟତା, ନ୍ୟାୟପରାୟଣତା, ମନୁଷ୍ୟତ୍ଵ, ଏହି ଉତ୍ତମ ଗୁଣ ଦ୍ଵାରା ବିଚିତ୍ର ଭାବେ, ଉଜ୍ୱଳତ୍ତମ ଦେଖା ଯାଉଥିବା ଖ୍ରୀଷ୍ଟିଆନ ବୋଲି ନାମିତ ହେଲେ !ଉତ୍ତମ ଗୁଣରେ ଭରପୂର ଆତ୍ମୀୟ ବରଦାନ ହିଁ ସେମାନେ ଜାଣିଥାନ୍ତି !ପ୍ରଭୁଯୀଶୁଖ୍ରୀଷ୍ଟ ପୃଥିବୀ ସାରା ଉପକୃତ କରି, କରୁଣା କରି, ଅନ୍ଧାରରେ ଥିବା ଲୋକଙ୍କୁ ଆଲୋକକୁ କଢାଇ ନେଲେ !ହେଲେ ମଧ୍ୟ, ଜଗତରେ ଅନେକ ପ୍ରକାର ପାପର ଅନ୍ଧାର, ହତ୍ୟା, ଚୋର, ଠକ, ବ୍ୟବିଚାର, ବ୍ୟବହାର ଅଧିକ ରୂପେ ଦେଖା ଦେଉଛି !ସୀମା ବାହାରେ କେତେକ ଖ୍ରୀଷ୍ଟିଆନମାନେ ଏହିପରି ପାପରେ ଲିପ୍ତ ହୋଇ, ଖ୍ରୀଷ୍ଟଙ୍କୁ ଭୁଲି ଯାଇ ଜୀବନଯାପନ କରୁଛନ୍ତି !ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭ ଠାରେ ନ୍ୟାୟ ନାମକ ଉଜ୍ଜଳତା ନ ଥିଲେ, ଆମ୍ଭେ କିପରି ଜଗତରେ ଯାଜ୍ଜଲ୍ୟ ହୋଇ ଜୀବନଯାପନ କରିପାରିବା ? 

 

ପାପର ଅନ୍ଧାରରେ, ଅଜ୍ଞାନରେ, ଅନ୍ଧବିଶ୍ୱାସରେ ଜୀବନଯାପନ କରୁଥିବା ମନୁଷ୍ୟକୁ ଯୀଶୁଙ୍କୁ ଦର୍ଶନ କରାଇବା ପ୍ରତିନିଧି ଭାବେ ଜୀବନଯାପନ କରିବାକୁ ଅଛି ବୋଲି ସଦାପ୍ରଭୁ ଆମ୍ଭଙ୍କୁ ମନୋନୀତ କଲେ !ଲୋକମାନେ ଆମ୍ଭ ଠାରେ ଯୀଶୁଙ୍କ ଗୁଣ ଗୁଡିକ, ଉତ୍ତମ ଗୁଣର ଆଲୋକ ଦେଖିବାକୁ ହେବ !ସଦାପ୍ରଭୁ ପରମେଶ୍ୱର ସ୍ୱାର୍ଥ, ଅହଂକାର, ଆଧିପତ୍ୟ, ଅଜାଗ୍ରତ ଗୁଣ ଗୁଡିକୁ ଘୃଣା କରନ୍ତି !ଆଫ୍ରିକା ଲୋକଙ୍କ ମଧ୍ୟରେ ସେବା କରି ଆସିଥିବା, ଡେଭିଡ ଲିଭିଙ୍ଗଷ୍ଟନକୁ ଦେଖିବା ନିମନ୍ତେ ଷ୍ଟାଲିନ ନାମକ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଗଲେ !ନାମମାତ୍ରକେ ଖ୍ରୀଷ୍ଟିଆନ ହୋଇଥିବା ଷ୍ଟାଲିନକୁ ଡେଭିଡଙ୍କ ମନୁଷ୍ୟତ୍ଵ, ଅତ୍ମୀୟତା ଜୀବନ, ପ୍ରାର୍ଥନାର ଜୀବନ, ସେହି ମୂର୍ଖାମୀ ଲୋକଙ୍କ ମଧ୍ୟରେ ସେ ଦେଖେଇ ଥିବା ପ୍ରେମ, ପ୍ରେମରେ କରୁଥିବା ସେବା ବହୁତ ହୃଦୟ ସ୍ବର୍ସ ହେଲା !ସେ ଦେଖାଇ ଥିବା ପ୍ରଭୁଙ୍କର ପ୍ରେମ ଷ୍ଟାଲିନକୁ ଯୀଶୁଙ୍କୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବାକୁ ବାଧ୍ୟ କଲା !

 

ହେ ମୋର ପ୍ରିୟ ବନ୍ଧୁଗଣ, ଆମ ମଧ୍ୟରେ ଜୀବନଯାପନ କରି, ଦେଖାଇ, ଖ୍ରୀଷ୍ଟଙ୍କର ଆଲୋକକୁ ଉଜ୍ଜଳତା କରିଥିବା ଏମିକାରମିକାଲ, ଆନ୍ନାଇ ଟେରେସା, ଡାକ୍ତର ଆଇଦାଶ କେଢ଼େର, ଵିଲିଏମ କେରି ଏହିଁ ସମସ୍ତଙ୍କୁ ଆମ ଦୃଷ୍ଟିକୁ ଆଣିବା !ଆଜି ଆମ୍ଭର ସେବା, ସାକ୍ଷୀ ଜୀବନ କିପରି ଅଛି ? ଆମ୍ଭେମାନେ ନିଜକୁ ନିଜେ ସଜାଡ଼ିବା !ଯୀଶୁଙ୍କର ଆଲୋକକୁ ଜଗତକୁ ଦେଖାଇ, ଅନ୍ଧାରକୁ ତୋଡ଼ି ଦେବାକୁ ପ୍ରାର୍ଥନାରେ ଚେଷ୍ଟା କରିବା !

- ଶ୍ରୀମତୀ ସାରୋଜା ମୋହନ ଦାଶ 

 

ପ୍ରାର୍ଥନାର ଅଂଶ :-

ହଜାର ଗ୍ରାମରେ ସୁସମାଚାର ପ୍ରକାଶ କରିବାକୁ ଆବଶ୍ୟକ ହେଉଥିବା, ଖାଦ୍ୟ, ବାସସ୍ଥାନ, ଯାହାନବାହନ ଏହିପରି ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet