Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-08-2021
Share:

By Village Missionary Movement

Monday, 16-Aug-2021

ଆଜିର ବାକ୍ୟ (Oriya) 16-08-2021

 

ଉତକ୍ରୋଶ ପକ୍ଷୀର ସମାନତା 

 

"ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ;...” - ଯିଶାଇୟ 40:31

 

ପକ୍ଷୀମାନଙ୍କ ମଧ୍ୟରେ ଉତକ୍ରୋଶ ପକ୍ଷୀ ଶାଗୁଣାର କାହାଣୀ ସର୍ବଦା ଶୋଭନିୟ ଅଟେ !ଏହି ପକ୍ଷୀଟି ବହୁ ବର୍ଷ ବଞ୍ଚଇ !ଏହା ସତୁରି ବର୍ଷରୁ ଅଧିକା ବଞ୍ଚି ପାରେ !କିନ୍ତୁ ସେ ସେହି ସତୁରି ବର୍ଷ ଅତିକ୍ରମ କରିବାକୁ ହେଲେ କିଛି ଅତ୍ୟନ୍ତ କଠିନ ଜାଗ୍ରତ ନେବାକୁ ପଡିଥାଏ !ଉତକ୍ରୋଶ ପକ୍ଷୀ ସେ ତାଙ୍କର ଚାଳିଶି ବର୍ଷକୁ ପହଂଚିଲା ପରେ ସେ ତାର ନଖ ଦ୍ଵାରା ପଥରକୁ ଖୁମ୍ପି ଖାଦ୍ୟ ନେଇ ପାରେ ନାହିଁ !ତାହାର ନଖର ଲମ୍ବା ଯୋଗୁ ମୁନଟି ଦୁର୍ବଳ ହୋଇ ବଙ୍କା ହୋଇ ଯାଏ !ବୟସ ହେଉ ଥିବା ଯୋଗୁ ତାର ବଡ଼ ବଡ଼ ଲମ୍ବା ଡେଣା ତଳକୁ ଲମ୍ବି ଯାଇ ସେ ଉଡିବାକୁ ଅସୁବିଧା ହୁଏ !ଏହିପରି ପରିସ୍ଥିତିରେ ତାକୁ କେବଳ ଦୁଇଟି ମାର୍ଗ, ପ୍ରଥମ, ସେମିତି ରହି ମୃତ୍ୟୁବରଣ କରିବା ଓ ଦ୍ୱିତୀୟ, ଏକ ଶହ ପଚାଶ ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ କଠିନତାର ଜୀବନକୁ ଲଢେଇ କରି ଯିବକୁ ହେବ !ସେଥିପାଇଁ ସେହି ପକ୍ଷୀ ଗୁଡିକ ପର୍ବତର ଉଚ୍ଚ ସ୍ଥାନରେ ସେମାନେ ନିର୍ମାଣ କରିଥିବା ବସାଗୁଡିକ ରହିଥାଏ !ତାହାର ପାଦ ଦ୍ଵାରା ପଥରକୁ ଖୁମ୍ପି ଖୁମ୍ପି, ଡେଣାର ପକ୍ଷକୁ ଛଡାଇ, ତାଙ୍କୁ ନୂତନ ଡେଣା ଆସିବା ପର୍ଯ୍ୟନ୍ତ ଯୋଗି ରହିଥାଏ !

 

ପବିତ୍ର ବାଇବଲରେ ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ; ସେମାନେ ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ ଉଠିବେ; ବୋଲି ଲେଖା ହୋଇଛି !ଏହି ଉତକ୍ରୋଶ ପକ୍ଷୀ ସଦୃଶ୍ୟ ଆମ୍ଭେ ଡେଣାକୁ ଉଡ଼ାଇବାକୁ ହେଲେ, ଜାଗି ରହିବାକୁ ହେବ !ଉତକ୍ରୋଶ ପକ୍ଷୀ ସଦୃଶ୍ୟ ବଞ୍ଚିବା ଶିଖିବାକୁ ହେବ !

 

ଏହା ଶ୍ରବଣ କରୁଥିବା ମୋର ପ୍ରଭୁଙ୍କର ସନ୍ତାନଗଣ, କିଛି ସମୟରେ ପରିବର୍ତ୍ତନ ଆମକୁ ଆବଶ୍ୟକ !କିଛି ସମୟରେ ଆମେ ପୁନଃଜୀବନ ପାଇ ବଂଚିବାକୁ କିଛି ପରିବର୍ତ୍ତନ କରିବାକୁ ଅଛି !ଆଜିର ଦିନରେ ଆମେ ଦେଖିବା ପରି ହେଲେ,ଆମ୍ଭେ ବଂଚିବାକୁ ହେଲେ ନିତ୍ୟାନ୍ତ ପରିବର୍ତ୍ତନ "ମାସ୍କ"!ତେଣୁ ପୁରୁଣା ଜୀବନର ଅଭ୍ୟାସ, ପୁରୁଣା ଅନ୍ଧବିଶ୍ୱାସ, ଆଉ ଅଧିକା ପରିତ୍ୟାଗ କରିବାର ଅଛି !ମାସ ମାସ ଧରି ରହିବା ଏହି ଦିନରେ ଉତକ୍ରୋଶ ପକ୍ଷୀ ସଦୃଶ୍ୟ ଆମ୍ଭଙ୍କୁ ନୂତନ କରିବା ଦିନ ପରି, ସଦାପ୍ରଭୁଙ୍କ ସକାଶେ ଅପେକ୍ଷାରେ ଥିବା ଦିନ ପରି ପରିବର୍ତ୍ତନ କରାଇବା !ତେବେ ଉତକ୍ରୋଶ ପକ୍ଷୀ ସହ ସମାନତାରେ ଉପରକୁ ଉଡି ପାରିବା !ଜଗତକୁ ବିଜୟୀ ହୋଇପାରିବା !ଆମେନ୍ !

- ଶ୍ରୀ ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଗୋଟିଏ ଗ୍ରାମକୁ ଦୁଇ ହଜାର ଟଙ୍କା ଦେଇ ପୋଷ୍ୟ ନେବା ପରିବାର ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler matbet matbet giriş matbet güncel giriş betsat betsat giriş betsat güncel giriş perabet perabet giriş perabet güncel giriş kingroyal kingroyal giriş kingroyal güncel giriş vaycasino vaycasino giriş vaycasino güncel giriş jojobet superbetin matbet jojobet deneme bonusu deneme bonusu veren siteler holiganbet holiganbet giriş Superbetin superbetin giriş superbetin güncel giriş süperbetin aresbet aresbet giriş perabet perabet giriş milanbahis milanbahis giriş milanbahis milanbahis giriş holiganbet holiganbet giriş holiganbet holiganbet giriş jojobet jojobet giriş alobet alobet giriş casibom casibom giriş