Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-08-2021
Share:

By Village Missionary Movement

Friday, 13-Aug-2021

ଆଜିର ବାକ୍ୟ (Oriya) 13-08-2021

 

ସମସ୍ତ ଉତ୍ତମ କାର୍ଯ୍ୟ ଅଟେ

 

"ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର..." - ଉପଦେଶକ 9:10

 

ଜଣେ ପାଳକ ଏକ ପରିବାର ସହ ସାକ୍ଷାତ କରିବାକୁ ଯାଇଥିଲା !ଜଣେ ଯୁବକଙ୍କ ସହିତ ସାକ୍ଷାତ କଲେ !ପାଳକ ତାଙ୍କୁ ପଚାରିଲା, ଭାଇ ତୁମେ କଣ କାମ କରୁଛ ? ସେ କହିଲା, ମୁଁ ଜଣେ ଇଞ୍ଜିନିୟର ଅଟେ, ମୁଁ ଅନେକ ସ୍ଥାନକୁ କାର୍ଯ୍ୟ ନିମନ୍ତେ ଆବେଦନ କରିଅଛି !କିନ୍ତୁ କାର୍ଯ୍ୟ ମିଳିବା ପର୍ଯ୍ୟନ୍ତ ଘର ନିର୍ମାଣ କରୁଥିବା ଜଣେ ଛୋଟ କନଟ୍ରକଟର ସହ ସାହାଯ୍ୟକାରି ହୋଇ କାର୍ଯ୍ୟ କରୁଅଛି !ମୋର ଦରମା ବହୁତ କମ ଅଟେ !ମୋତେ ପାଠ ପଢାଇ ଥିବା ପିତାମାତାଙ୍କୁ ମୁଁ ବୋଝ ହୋଇ ରହିବାକୁ ଇଚ୍ଛାକରୁ ନାହିଁ !ସେଥିପାଇଁ ମିଳିଥିବା କାମକୁ କରୁଅଛି !ତାଙ୍କର ଉତ୍ତରରେ ଖୁସି ହୋଇ ଥିବା ପାଳକ ତାଙ୍କୁ ଉଚ୍ଚାହିତ କରି, ଆଶୀର୍ବାଦ କରି ପ୍ରାର୍ଥନା କରି ଚାଲିଗଲେ !ଅଳ୍ପ ମାସ ମଧ୍ୟରେ ତାଙ୍କୁ ଉତ୍ତମ କାର୍ଯ୍ୟ ମିଳିଲା !

 

ଚପଲ ପ୍ରସ୍ତୁତ କରୁଥିବା କମ୍ପାନୀରେ କାର୍ଯ୍ୟ କରୁଥିବା ବିଲ୍ଲଏମ କେରୀ ମିଶିନାରୀ ଭାବେ ଭାରତକୁ ଆସି,ଅନେକ ଭାରତ ଭାଷାରେ ବାଇବଲ ପ୍ରସ୍ତୁତ କରିବାର କାରକ ହେଲେ !ଭାରତର ଅଧିକାଂଶ ଆଞ୍ଚଳିକ ଭାଷାରେ ଅନୁବାଦ କରି ଅଦଭୂତ ସେବା କରି ଶେଷ କଲେ !ଆମ୍ଭେ କରୁଥିବା କାର୍ଯ୍ୟ ଯାହା ହେଉନା କାହିଁକି ତାହାକୁ ଆମ୍ଭେ ବିଶ୍ୱାସର ସହିତ କଲେ ପରମେଶ୍ୱର ଉଚ୍ଚସ୍ଥାନକୁ ନେଇ ଆମ୍ଭମାନଂକୁ ଅନ୍ୟକୁ ଆଶୀର୍ବାଦ ଯୁକ୍ତ କରି ରଖିବା ନୀଚୀତ !

 

ପବିତ୍ର ବାଇବଲରେ ଯୋଶେଫଙ୍କୁ ମିସରକୁ ନିଆ ଗଲା !କ୍ରିତଦାସ ହୋଇ ଥିବା ଯୋଶେଫ ତାଙ୍କୁ ଦିଆ ଯାଇଥିବା ସମସ୍ତ କାର୍ଯ୍ୟ ଉତ୍ତମ ରୂପେ କଲା !ପରମେଶ୍ୱର ଯୋଶେଫଙ୍କ ସହିତ ମଧ୍ୟ ଅଛନ୍ତି !ତାଙ୍କ କାର୍ଯ୍ୟରେ ଆଶୀର୍ବାଦ କଲେ !ଅନେକ ଚେଷ୍ଟା ପରେ ସେ ଅଧିକାରୀ ରୂପେ ଉର୍ନତ ହେଲେ !

 

ଏହା ଶ୍ରବଣ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ମୋର ପାଠ ଅନୁସାରେ ମୋତେ କାର୍ଯ୍ୟ ମିଳିଲା ନାହିଁ ବୋଲି ବିଚଳିତ ହେଉଛ କି ? ମିଳିଥିବା କାର୍ଯ୍ୟକୁ କରିବା !କାର୍ଯ୍ୟ କରିବାକୁ ସିଦ୍ଧ ହୋଇ ଥିଲେ କେଉଁଠି ମଧ୍ୟ କାର୍ଯ୍ୟ କରିପାରିବା !ଗୋଟିଏ କାମ ମଧ୍ୟ ନ କରି ରହିବା ହିଁ ସ୍ୱଚ୍ଛତା କମି ଯିବାର ସ୍ଥିତି ବୋଲି ଜାଣିବାକୁ ହେବ !ଦୁଷ୍ଟାମୀ କାର୍ଯ୍ୟ ପ୍ରଭୁଙ୍କର ଇଚ୍ଛା ନ ଥିବା ଚୋରି କରିବା, ହତ୍ୟା କରିବା ଓ ଠକିବା ସଦୃଶ୍ୟ !ଯେକୌଣସି କାର୍ଯ୍ୟ ହେଉନା ଉତ୍ତମ !କାରକୁ ବୁଲାଇ ପାରିବା କିନ୍ତୁ ଠିଆ ହୋଇ ଥିବା କାରକୁ ବୁଲାଇ ପାରିବା ନାହିଁ !ଯୋଶେଫଙ୍କ ସଦୃଶ୍ୟ ଦିଆ ଯାଇ ଥିବା କାର୍ଯ୍ୟକୁ ବିଶ୍ୱସ୍ତର ସହିତ କଲେ, ସଦାପ୍ରଭୁ ଆମ୍ଭର ସହବର୍ତ୍ତୀ ହୋଇ ଉର୍ନତ କରିବା ନିଁଛିତ !

- ଏଲ. ଆଲାଗାର ସ୍ୱାମୀ 

 

ପ୍ରାର୍ଥନାର ଅଂଶ :-

ଗେତସମନି କ୍ୟାମ୍ପସରେ କୋଠାଗୁଡିକ ନିର୍ମାଣ କରାଯାଉଥିବା କାର୍ଯ୍ୟକୁ ଆବଶ୍ୟକ ହେଉଥିବା ଆର୍ଥିକ ଓ ଶୀଘ୍ର ନିର୍ମାଣ କରି ଶେଷ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice