Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-08-2021
Share:

By Village Missionary Movement

Thursday, 12-Aug-2021

ଆଜିର ବାକ୍ୟ (Oriya) 12-08-2021

 

ଦୀନହୀନ 

 

“ଯେଉଁ ଜନ ଦୀନହୀନଙ୍କୁ ତତ୍ତ୍ୱାବଧାନ କରେ, ସେ ଧନ୍ୟ; ସଦାପ୍ରଭୁ ଦୁର୍ଦ୍ଦଶା ଦିନରେ ତାହାକୁ ଉଦ୍ଧାର କରିବେ।“ - ଗୀତସଂହିତା 41:1

 

ସିଏମସର ମାତା ବୋଲି ନାମିତ ହୋଇଥିବା ଇଂଗ୍ରୀଡ କାଉସିଲ ଜରମାନି ଠାରୁ ଭାରତକୁ ଆସିଲେ !ଇଏ ସିଏମସ ସଂସ୍ଥାକୁ ସ୍ଥାପନ କରିଥିବା ଡାକ୍ତର ହାସ କାଉସିଲର ସ୍ତ୍ରୀ ଅଟନ୍ତି !ଅନାଥ ଓ ଆଦରଣ ନ ଥିବା ପିଲାମାନଙ୍କୁ ନିର୍ବାହ କରିଥିବା ସଂସ୍ଥାନ ହିଁ ସିଏମସ !ଇଏ ସବୁବେଳେ ଗରିବ, ମଧ୍ୟବିତ, ଆଦରଣ ନ ଥିବା ଏବଂ ଅନାଥ ପିଲାଙ୍କ ଆବଶ୍ୟକତା ପୂର୍ଣ୍ଣ କରିବାକୁ, ସେମାନଙ୍କ ସହ ସହଯୋଗ କରିବାକୁ ତାଙ୍କ ଜୀବନ ସମର୍ପଣ କରିଥିଲା !ଏହି ପିଲାମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଯୋଗାଇ, ସ୍ଥାନୀୟ ବିଦ୍ୟାଳୟ ଦ୍ଵାରା ପାଠ ପଢାଇଲା !ଆଧ୍ୟାତ୍ମୀକ ଜୀବନ ପାଇଁ ସାନଢ଼େ ସ୍କୁଲ ନିର୍ମିତ କଲେ !ଗୋଟିଏ ଦିନ ଜଣେ ଛୋଟ ପିଲା ପୀଡିତ ଥିଲା !ତେବେ ଇଂଗ୍ରୀଡ଼ି ସେହି ଛୋଟ ପିଲାଙ୍କୁ ସଂରକ୍ଷଣ କରିବାରେ ହିଁ ତାଙ୍କ ସମସ୍ତ ସମୟ ବିତାଇଲେ !ଆଉ ସେ ଛୋଟ ପିଲା ବାନ୍ତି କରିବାରୁ ଇଂଗ୍ରୀଡ଼ି ସେହି ବାନ୍ତିକୁ ହାତରେ ଉଠାଇଲେ !ତାଙ୍କୁ ସଫା କରି ତାଙ୍କ ରୁମାଲ ଦ୍ଵାରା ପୁଚିକି ଆଲିଙ୍ଗନ କଲା !ଦରିଦ୍ରମାନଙ୍କ ପ୍ରତି ଥିବା ତାଙ୍କର ପ୍ରେମ ହିଁ ଆଜି ପର୍ଯ୍ୟନ୍ତ ତାଙ୍କୁ ମନେ ପକାଇବାର କାରଣ ଅଟେ !

 

ଯୀଶୁଖ୍ରୀଷ୍ଟ ଯିରିଖୀୟ ସହରକୁ ଯିବାବେଳେ ଅନେକ ଲୋକ ତାଙ୍କ ସହ ଗଲେ !ସେତେବେଳେ ଦ୍ଵାର ନିକଟରେ ବସି ଥିବା ଦୁଇ ଜଣ ଅନ୍ଧ "ହେ ଦାଉଦ ସନ୍ତାନ ଆମ୍ଭଙ୍କୁ ଦୟା କରନ୍ତୁ "ବୋଲି ଡାକିଲେ !ସେମାନେ ଯୀଶୁଙ୍କ ଆଡକୁ ଚାହିଁ ଡାକିବା ବେଳେ ଜନତା ତାଙ୍କୁ ଗର୍ଜନ କଲେ !ମାତ୍ର ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଡାକି ସେମାନଙ୍କ ସହିତ କଥା ହେଲେ !ଯୀଶୁ ପଚାରିଲେ, ମୁଁ ତୁମ୍ଭ ସକାଶେ କଣ କରିବି ? ଯୀଶୁ ଜାଣିଛନ୍ତି, ସେମାନଙ୍କର ଦୃଷ୍ଟି ଶକ୍ତିର ପାଇବାର ଆଶା !ହେଲେମଧ୍ୟ ସେମାନଙ୍କ ସହ କଥା ହୋଇ ତାଙ୍କ ଆଶାକୁ ପୂର୍ଣ୍ଣ କଲେ !

 

ହେ ମୋର ପ୍ରିୟ ବନ୍ଧୁଗଣ, ମୁଁ ମଧ୍ୟ ଦରିଦ୍ରତାରେ, ଅବହେଳିତ ପରିସ୍ଥିତିରେ ରହିଅଛି ବୋଲି ଭାବୁଛ କି ? ମୋର ପରିସ୍ଥିତିକୁ କାହାରି ଠାରେ କହିବି,କିଏ ମୋତେ ସାହାଯ୍ୟ କରିବ ବୋଲି ଭାବୁଛ କି ? ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ଯୀଶୁଖ୍ରୀଷ୍ଟ ଅଛନ୍ତି !ତୁମ୍ଭ ରବକୁ ସଂଗେ ସଂଗେ ତାଙ୍କର କର୍ଣ୍ଣ ଡେରି, ତୁମ୍ଭଙ୍କୁ ସାହାଯ୍ୟ କରିବେ !ଭୁଲି ଯାଆନ୍ତୁ ନାହିଁ !ସେହି ସମୟରେ ବିଶ୍ୱାସର ତାଙ୍କରି ସନ୍ତାନ ଆମ୍ଭେ ଦୀନହୀନ ବୋଲି ଆଲୋଚନା ନ କରି ରହିବା କି ? ଦୀନହୀନମାନଙ୍କ ସହ ଯୋଗାଯୋଗ କରିବା, ପରମପିତାଙ୍କ ସନ୍ତାନ ସଦୃଶ୍ୟ ଧନ୍ୟ ହୋଇ ରହିବା !

 

ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ 

ପ୍ରାର୍ଥନାର ଅଂଶ :-ଆମ୍ଭ ମୋକ୍ଷ ପ୍ରାୟାନାମର ପ୍ରତିଦିନ ଧ୍ୟାନକୁ ସାହାଯ୍ୟ କରି ଆଠଟି ଭାଷାରେ ଅନୁବାଦ କରି ପଠାଉ ଥିବା ଅନୁବାଦକମାନଙ୍କୁ ସଦାପ୍ରଭୁ ଆଶୀର୍ବାଦ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice