Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-08-2021
Share:

By Village Missionary Movement

Saturday, 07-Aug-2021

ଆଜିର ବାକ୍ୟ (Oriya) 07-08-2021

 

ବିଜୟୀ ଦେବା ପରମେଶ୍ୱର 

 

"...ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?” - ରୋମୀୟ 8:31

 

ଜଣେ କୃଷକ ଓ ତାର ମିତ୍ର ବତକ ଶିକାର କରିବାକୁ ବନକୁ ବାହାରିଲେ !ସେହି ଯାତ୍ରାରେ ତାଙ୍କର କଥା କେବଳ ପ୍ରଭୁଙ୍କର ନିମନ୍ତେ ହିଁ ହେଉଥାନ୍ତି !ସେତେବେଳେ କୃଷକ ମିତ୍ର କହିଲା, ତୁମ୍ଭେ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭଙ୍କୁ ଓ ସଇତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ ହିଁ କହୁଛନ୍ତି !ମାତ୍ର ମୋତେ ସେହି ପରି ଯୁଦ୍ଧ କିଛି ହିଁ ନାହିଁ !ସେଥିପାଇଁ ସେହି କୃଷକ କହିଲା, ଆମ୍ଭେ ବର୍ତ୍ତମାନ ଶିକାର କରିବାକୁ ଯାଉଅଛୁ !ବର୍ତ୍ତମାନ ଆମେ ଭାବିବା, ଯଦି ଦୁଇଟି ବତକ ଗଣ୍ଡଗୋଲ ହୋଇ ସେଥିମଧ୍ୟରୁ ଗୋଟିଏ ମରିଗଲା !ଆଉ ଗୋଟିଏ ଖସି ପଳାବାକୁ ଦେଖୁଚି !ଏଥିରେ ତୁମ୍ଭେ କାହାରି ପିଛା କରିବ, ବୋଲି ପଚାରିଲା !ତେବେ ମିତ୍ର ଜଣକ କହିଲା, ଯାହା ଖସିପଳାଇଲା ତାହାରି ପିଛା କରିବି !କାହିଁକିନା ମରିଯାଇଥିବା ବତକକୁ ଆମର ଯେବେ ଦରକାର ତେବେ ହିଁ ନେଇ ପାରିବା !ସେତେବେଳେ କୃଷକ ମିତ୍ର କହିଲା, ତୁମ୍ଭେ ମରିଯାଇ ଥିବା ବତକ ବୋଲି ସଇତାନ ଜାଣିଛନ୍ତି !

 

ଆୟୁବ ତାଙ୍କର କାଳରେ ଜୀବନଯାପନ କରୁଥିବା ଲୋକମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କର ପ୍ରଶଂସାର ପାତ୍ର ହୋଇ ଧାର୍ମିରେ ଜୀବନ ଯାପନ କରୁଥିଲା !ଅନେକ ପ୍ରଶଂସା ପାଇଥିଲା !ଆୟୁବଙ୍କୁ ସଇତାନ ଛାଡିଲା ନାହିଁ !ତାଙ୍କର ସମସ୍ତ କାର୍ଯ୍ୟ ପରମେଶ୍ୱରଙ୍କର ଅନୁମତିରେ ହିଁ ସଇତାନ ଛଡାଇ ନେଲା !ଆୟୁବଙ୍କୁ ଦୁଃଖ ଉପରେ ଦୁଃଖ ଆସିଲା !ଆୟୁବ କଷ୍ଟ କଠିନରେ ଦିନ ବିତାଇଲା !ହେଲେ ସଦାପ୍ରଭୁ ଆୟୁବଙ୍କୁ ପ୍ରଥମ ଆଶୀର୍ବାଦରୁ ଦ୍ୱିତୀୟ ଆଶୀର୍ବାଦ ଅତ୍ୟଧିକ ଥିଲା !

 

ଏହା ଶ୍ରବଣ କରୁଥିବା ପ୍ରିୟ ବନ୍ଧୁଗଣ, ସଦାପ୍ରଭୁଙ୍କର ମାର୍ଗରେ ଚାଲିବା ଲୋକଙ୍କୁ ସଇତାନ ଲକ୍ଷ୍ୟ ରଖି ସଦାବେଳେ ଦୁଃଖ ପଠାଉ ଥାଏ !କାହିଁକିନା ଆମ୍ଭେ ପ୍ରଭୁ ନିମନ୍ତେ ଯାହାବି କରିବାକୁ ପରିଶ୍ରମ କରିବା ଲୋକ, ତେଣୁକରି ଏହାଙ୍କୁ ଏପରି ଛାଡି ଦେଲେ ଇଏ ପୃଥିବୀକୁ ଥରହର କରିଦେବ ବୋଲି ସଇତାନ ଜାଣିଛି !ସେହି ଭୟରେ ସଇତାନ ସଦାବେଳେ ଆମ୍ଭ ସହ ଯୁଦ୍ଧ କରୁଥାଏ !କିନ୍ତୁ ସଇତାନ କଦାପି କେବେବି ବିଜୟୀ ହେବ ନାହିଁ, ସେ ପରାଜୟ ବରଣ କରିବ !ସେ ଗୋଟିଏ ଦିନ ମଧ୍ୟ ଆମ୍ଭ ଠାରୁ ବିଜୟୀ ହୋଇ ପାରିବ ନାହିଁ !ଆମ୍ଭେ ସଇତାନ ସହିତ ଯୁଦ୍ଧ କରି ହିଁ ଅଗ୍ରସର ହେବା !କାହିଁକିନା ବିଜୟୀ ଦେବା ଖ୍ରୀଷ୍ଟ ଆମ୍ଭ ନିକଟରେ ଅଛନ୍ତି !କେତେ ମହାନ ଯୁଦ୍ଧ ଆସିଲେ ମଧ୍ୟ, ଏହିପରି ହୋଇଗଲା ବୋଲି ବିଚଳିତ ହୁଅନ୍ତୁ ନାହିଁ !ଯୀଶୁଖ୍ରୀଷ୍ଟଙ୍କର ନାମ କହି ବିଜୟୀ ପାଇବା !

- ଭାଇ ହରିଶ ଶାମୂଏଲ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ଗେତସମନି କ୍ୟାମ୍ପସରେ ନିର୍ମିତ ହେଉଥିବା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ରହି କଢ଼ାଇ ନେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al