By Village Missionary Movement
Saturday, 31-Jul-2021ଆଜିର ବାକ୍ୟ (Oriya) 31-07-2021 (Bible Characters Special)
ନିହିମୀୟା
“ତହୁଁ ମୁଁ ଏହି କଥା ଶୁଣିବା ମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି” - ନିହିମୀୟା 1:4
ଇଶ୍ରାଏଲମାନେ ସଦାପ୍ରଭୁଙ୍କର ଦୃଷ୍ଟିରେ ବାରମ୍ବାର ବାରମ୍ବାର ପାପକୁ କରିବା ଦ୍ଵାରା ପରମେଶ୍ୱର ସେମାନଙ୍କୁ ବିଜାତିୟଙ୍କର ସମୁଖରେ ସମର୍ପଣ କଲେ !ସେମାନଙ୍କୁ ବନ୍ଦୀତ୍ଵ କରି ନିଆଗଲା ! କାରାଗାରରେ ରହିଥିବା ଲୋକମାନେ ବହୁତ ତାଡନା ଅନୁଭବ କଲେ !ଯିରୂଶାଲମର ପ୍ରାଚୀର ଭାଙ୍ଗିଦିଆ ଗଲା !ସେହି ଦିନରେ ଯିହୂଦା ବଂଶୀୟ ନିହିମୀୟା ନାମକ ଯୁବକ ବନ୍ଦୀ ହୋଇ ପରସିୟ ଦେଶର ରାଜାଙ୍କର ତାଙ୍କ ଭବନରେ ରାଜାମାନଙ୍କୁ ପାନପତ୍ର ବଢ଼ାଇ ଦେବା ଲୋକ ହୋଇ ଥିଲା !ସେତେବେଳେ ଯିହୂଦିମାନଙ୍କ ଠାରୁ ଆସିଥିବା ମଣିଷମାନଙ୍କ ମଧ୍ୟରେ ନିହିମୀୟା ଯିହୂଦୀୟମାନଙ୍କ ପରିସ୍ଥିତି ବିଷୟରେ ଓ ଯିରୂଶାଲମ ବିଷୟରେ ପଚାରିଲା !ସେମାନେ ଯିହୂଦୀମାନେ ଅନୁଭବ କରି ଆସୁଥିବା ତାଡନା ବିଷୟରେ ଏବଂ ପ୍ରାଚୀର ଭାଙ୍ଗି ଦିଆ ଯାଇଥିବା ବିଷୟରେ କହିଲେ !ଏହା ଶୁଣିଥିବା ନିହିମୀୟା ବସି ରୋଦନ କରି କିଛି ଦିନ ବିଳାପରେ ଉପବାସ କରି ପ୍ରାର୍ଥନା କଲା !ରାଜାଙ୍କର ନିକଟରେ ତାଙ୍କ ବିନୟ ଜଣାଇ ତାଙ୍କ ଠାରୁ ଅନୁମତି ପାଇ ଯିରୁଶାଲମର ପ୍ରାଚୀରକୁ ବହୁତ ଅଟଙ୍କରୁ ଦୂରେଇ ଯାଇ ବାବନ(52) ଦିନରେ ନିର୍ମାଣ କରି ସମାପ୍ତ କଲେ !
ବିତିଯାଇ ଥିବା ଦିନରେ ଆମ ଭାରତ ଦେଶରେ ପରିସ୍ଥିତି ଏକ ପ୍ରଶ୍ନ ହୋଇ ରହିଥିଲା !ଧାର୍ମିକତା ଓ ସାଧୁତା ଜଳି ଗଲା ପରି ଦେଖାଯାଉ ଥାଏ ! ରହସ୍ୟ ଆରମ୍ଭ ହେଲା !ନ୍ୟାୟବାନର ବିରୋଧ ବାର୍ତ୍ତା ଶୁଣିଲୁନି ବୋଲି ସତ୍ୟକୁ ବିଶ୍ୱାସ କରିପାରୁନାହିଁ !କିନ୍ତୁ ପରିସ୍ଥିତିକୁ ବିଚାର କରୁଥାନ୍ତି !ସାମ୍ବାଦ, ଦୂରଦର୍ଶନ ଓ ସାମାଜିକ ପତ୍ରିକା ଦ୍ଵାରା ସଂଗେ ସଂଗେ ମଣିଷମାନଙ୍କର ଭାବନାକୁ ଅଧିକାରରେ ରହିଥିବା ଆଧିପତ୍ଵକୁ ଆଖିପତା ନ ପକାଇ ଦେଖୁଥାଉ !ଏହିପରି ଅନେକ ସାମ୍ବାଦ ଜାଣିପାରି ଆମ୍ଭେମାନେ କେତେ ଜଣ ନିହିମୀୟାଙ୍କ ହୃଦୟର ସଦୃଶ୍ୟ ପ୍ରାର୍ଥନା କଲୁ !ସଦାପ୍ରଭୁ ଆମ୍ଭ ଲୋକମାନଙ୍କୁ କ୍ଷମା ଦେବା ପରି, ଆମ୍ଭେ ସମସ୍ତ ପାପକୁ ପରିତ୍ୟାଗ କରି ପରମେଶ୍ୱରଙ୍କ ଠାରେ ଯୁଦ୍ଧ କଲୁ କି ?
ପ୍ରିୟ ବନ୍ଧୁଗଣ, ଆଶୀର୍ବାଦ ଯୁକ୍ତ ଭାରତ ଦେଶଟି ଅଭିବୃଦ୍ଧି ହେବା ପାଇଁ ପ୍ରଭୁଙ୍କ ପିଲାମାନଙ୍କର ଅଂଶ ନିତ୍ୟାନ୍ତ ଆବଶ୍ୟକ !ସଂରକ୍ଷଣର ପ୍ରାଚୀର ନିର୍ମିତ ହେବାକୁ ହେଲେ ଆମ୍ଭେ ଶୀଘ୍ର କାର୍ଯ୍ୟଟି କରିବାକୁ ହେବ !ପରମେଶ୍ୱରଙ୍କ ସନ୍ତାନମାନଂକୁ ଆସୁଥିବା ଅସୁବିଧା ନିମନ୍ତେ ନିହିମୀୟାଙ୍କ ସଦୃଶ୍ୟ ଉପବାସ ରହି ପ୍ରାର୍ଥନା କରିବାକୁ ହେବ !ହଁ ଏହିପରି ସମୟରେ ସାହାଯ୍ୟ ହୋଇ ରହିବା ପାଇଁ ସଦାପ୍ରଭୁ ଆମ୍ଭମାନଂକୁ ନିଯୁକ୍ତି କରିଛନ୍ତି !ସେଥିପାଇଁ ଆମ୍ଭେ ସବୁବେଳେ ସ୍ତୁତିର ବିନତି ପରମେଶ୍ୱରଙ୍କ ସମୁଖରେ ଜଣାଇ ବଢିବା !ଆମ୍ଭର କେବଳ ଗୋଟିଏ ଲକ୍ଷ୍ୟ ପ୍ରଭୁଙ୍କର ଦ୍ୱିତୀୟ ଆଗମନକୁ ଆମେ ବାସ କରୁଥିବା ଭାରତ ଦେଶକୁ ପ୍ରସ୍ତୁତ କରିବା !ଏହି ବୋଝ ଆମ୍ଭଙ୍କୁ ଥିଲେ ଦେଶର ପରିସ୍ଥିତି ନିମନ୍ତେ ଆତୁରରେ ପ୍ରାର୍ଥନା ନ କରି ରହିପାରିବା ନାହିଁ !
- ଶ୍ରୀ ଜେ. ପାଉଲ ରାଜ
ପ୍ରାର୍ଥନାର ଅଂଶ :-
ମୋକ୍ଷପ୍ରାୟାନାମ ଦିନ ଧ୍ୟାନ ପତ୍ରିକା ମୁଦ୍ରଣ କରିବାକୁ ଆବଶ୍ୟକତା ହେଉଥିବା ଦ୍ରବ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.