Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-07-2021 (Bible Characters Special)
Share:

By Village Missionary Movement

Tuesday, 27-Jul-2021

ଆଜିର ବାକ୍ୟ (Oriya) 27-07-2021 (Bible Characters Special)

 

ପାପିନୀ ସ୍ତ୍ରୀ 

 

" ...ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା...।“ - ଲୂକ 7:47

 

ଇଏ ଜଣେ ପାପିଷ୍ଟା ସ୍ତ୍ରୀ ଅଟେ !ଇଏ ରହିଥିବା ଗୋଟିଏ ଗ୍ରାମକୁ ଯୀଶୁ ଜଣେ ଫାରୂଶୀଙ୍କର ଗୃହକୁ ଯୀଶୁଖ୍ରୀଷ୍ଟ ଭୋଜନ କରିବାକୁ ନିମନ୍ତ୍ରଣ କରାଯାଇଛି ବୋଲି ଜାଣି ପାରି ଶୀଘ୍ର ସେଠାକୁ ଗଲା !ପାପ କ୍ଷମା କରିବାକୁଯୀଶୁଙ୍କୁ ଅଧିକାର ଅଛି ବୋଲି ଓ ତାଙ୍କ ଦ୍ଵାରା ସମାଧାନ ହୋଇପାରିବ ବୋଲି ସତ୍ୟଟିକୁ ଜାଣି ପାରିଲା !ସେଥିପାଇଁ ପରିତ୍ରାଣ ଓ ଉଦ୍ଧାର ପାଇବା ପାଇଁ ଉତ୍ତମ ସଜବାଜରେ ଭୋଜନ କରୁଥିବା ଘରକୁ ଗଲା !କାହାପାଇଁ ଆଉ କିଛି ସକାଶେ ସେ ବିଚଳିତ ହୋଇ ନାହିଁ, କି ଆଉ କାହାକୁ ସେ ଭୟ କରିନାହାନ୍ତି, କି ସେ ଲଜ୍ୟା ହୋଇ ନାହାନ୍ତି, ହାତରେ ସୁଗନ୍ଧି ତୈଳ ଧରି, ଘରକୁ ଯାଇ ତାହାଙ୍କ ପାଦ ପାଖରେ ଠିଆ ହୋଇ, ରୋଦନ କରୁ କରୁ ଅଶ୍ରୁଜଳରେ ତାହାଙ୍କ ପାଦ ସିକ୍ତ କରି ସେହି ତୈଳକୁ ଢାଳିଲା !ଯୀଶୁ ତାହାର ବହୁତ ପାପକୁ କ୍ଷମା କରିବ ବୋଲି ସେ ଜାଣିପାରିବା ଦ୍ଵାରା କେତେ ପ୍ରକାର ତାର ପ୍ରେମ ଜଣାଇ ପାରିବ କି, ସେଥିକି ପ୍ରକାରରେ ଜଣାଇଲା !ଯୀଶୁ ହିଁ ତାଙ୍କ ପ୍ରେମକୁ କେତେ ପ୍ରଶଂସା କଲେ ଦେଖନ୍ତୁ !

 

ଯୀଶୁ ସେହି ପ୍ରକାରରେ ଆମକୁ ପ୍ରଶଂସା କରିବା ସଦୃଶ୍ୟ ଆମେ ତାଙ୍କୁ ପ୍ରେମ କରୁଛୁ କି ? ଆମ୍ଭର ବହୁତ ପାପକୁ ଯୀଶୁ କେତେ ପ୍ରେମରେ କ୍ଷମା କରୁଛନ୍ତି ବୋଲି ଗଭୀରତମ ଭାବନା ସେହି ସ୍ତ୍ରୀଙ୍କର ପରି ଆମକୁ ଥିଲେ, ଆମ୍ଭେ ଯୀଶୁଙ୍କୁ ବହୁତ ଭାବେ ପ୍ରେମ କରି ପାରିବା !ସେହି ପରି ପ୍ରେମ କଲେ ଆମ୍ଭର ଭୟ, ଲଜ୍ୟା, ସମସ୍ତ ଭୁଲି ଯାଇ ଯୀଶୁଙ୍କର ସେବା କରି ସେ ହିଁ ଜଗତର ପରିତ୍ରାଣକାରି, ସମାଧାନକର୍ତ୍ତା ପ୍ରଭୁ ବୋଲି ଆମର ଚାରିଆଡେ ରହିଥିବା ଲୋକଙ୍କମାନଙ୍କୁ କହି ପାରିବା !

 

ପାପରୁ କ୍ଷମା ପାଇଥିବା ସେହି ସ୍ତ୍ରୀ ଆମକୁ ଦେଖିବା ପରିହେଲେ ଆମ୍ଭେ କଣ କହିବା !ଏହି ଦେଶରେ କୋଟି କୋଟି ଲୋକ ଯୀଶୁ ହିଁ ପାପବିମୋଚିତ କରି, ସ୍ବର୍ଗୀୟ ଜୀବନ ଦେବ ବୋଲି ଜାଣି ନ ପାରି ପୁଣ୍ୟ ନଦୀ ଗୁଡିକରେ ସ୍ନାନ କରି, ତାଙ୍କ ପାପରୁ ପୁଣ୍ୟ ହେଲୁ ବୋଲି ଗଣନା କରୁଛନ୍ତି !ବଳିଦାନ କରି, ପୁଣ୍ୟ ସ୍ଥାନ ଗୁଡିକୁ ତୀର୍ଥଯାତ୍ରା ଗୁଡିକ ଭ୍ରମଣ କରି, ଉପବାସ ରହି, ତାଙ୍କ ଶରୀରକୁ ହତ୍ୟା କରୁଛନ୍ତି !ଆଉକେତେକ ଲୋକ ବ୍ୟବିଚାର କରି , ବେଶ୍ୟା ହୋଇ, ମଦ୍ୟପାନ କରି, ଏହି ପରି ମନ୍ଦ ଅଭ୍ୟାସର ଦାସତ୍ଵ ହୋଇ ନିଜକୁ ନିଜେ ବିନାଶ ହେଉଛନ୍ତି !କେତେଜଣ ସମାଧାନକୁ ହରାଇ ଆତ୍ମହତ୍ୟା କରିବାକୁ ଯାଉଛନ୍ତି !ଏହି ପରିସ୍ଥିତିରେ ଥିବା ମୁଁ ଯୀଶୁ ହିଁ ପରିତ୍ରାଣକର୍ତ୍ତା ବୋଲି ଜାଣି ପାରିବା ଦ୍ଵାରା ପାପ କ୍ଷମା ପାଇଲି !କିନ୍ତୁ ତୁମ୍ଭ ଚାରିଆଡେ ଥିବା ମଣିଷମାନଙ୍କୁ ତୁମ୍ଭେ ଜଣାଇବାକୁ ହେବ ତ ? ପାପର ବେଦନା ମୁଁ ଜାଣି ପାରିବା ଯୋଗୁ ହିଁ କ୍ରନ୍ଦନ କରୁଛି !ତୁମ୍ଭେ ମୋ ପରି ଶୀଘ୍ର ଗ୍ରହଣ କରିବ କି ? 

- ଶ୍ରୀମତୀ ଗୀତା ରିଚାର୍ରଡ଼ 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନା ଗୃହକୁ ଆବଶ୍ୟକତା ହେଉଥିବା ଦ୍ରବ୍ୟ ଗୁଡିକ କିଣିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al