By Village Missionary Movement
Monday, 26-Jul-2021ଆଜିର ବାକ୍ୟ (Oriya) 26-07-2021 (Bible Characters Special)
ସତସେନାପତି
"...ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ ।" - ଲୂକ 7:9
କେତେ ଜଣ ପ୍ରଦର୍ଶକଙ୍କ ମଧ୍ୟରୁ କିଛି ଆଚର୍ଯ୍ୟମୟ ପ୍ରଦର୍ଶନ ବିଷୟରେ ଆମେ ଶୁଣି, ଦେଖି ଆଚର୍ଯ୍ୟ ହେଉଅଛୁ !ମାତ୍ର ଜଣଂକର ଗୁଣକୁ ଦେଖି ଯୀଶୁଖ୍ରୀଷ୍ଟ ଆଚର୍ଯ୍ୟ ହୋଇଗଲେ କହିଲେ ତାହା ଆମକୁ ଆଚର୍ଯ୍ୟ କରିବତ ? ହଁ ଯୀଶୁଖ୍ରୀଷ୍ଟଙ୍କୁ ଆଚର୍ଯ୍ୟ କରିଥିବା ଲୋକ ହିଁ ଏହି ସତସେନାପତି ଅଟନ୍ତି !ତାହାର ନାମ ପବିତ୍ର ଗ୍ରନ୍ଥରେ ଦିଆଯାଇ ନାହିଁ ବୋଲି କହିଲେ ମଧ୍ୟ ତାହାର ପ୍ରତ୍ୟେକ କାର୍ଯ୍ୟ ବିଷୟରେ ପବିତ୍ର ଗ୍ରନ୍ଥରେ ଲେଖିବାକୁ ଯୋଗ୍ୟତା ହୋଇଅଛି !ତାହାଙ୍କର ଜୀବନକୁ ଆମ ଜୀବନରେ ସାମଞ୍ଜସ୍ୟ କରି ପ୍ରଭୁଙ୍କର ପ୍ରଶଂସାରେ ଜୀବନଯାପନ କରିବାକୁ ଆମେ ଚେଷ୍ଟା କରିବା କି ?
ସତସେନାପତି ଜଣେ ସୈନିକର ଅଧ୍ୟକ୍ଷ ଭାବେ ଥିଲେ ମଧ୍ୟ ତାଙ୍କ ଦାସଙ୍କ ପ୍ରତି ପ୍ରିୟପାତ୍ର ଥିଲେ !ସେ ତାଙ୍କ ପରିବାରର ସୁସ୍ଥତା ସକାଶେ ଯୀଶୁଙ୍କୁ ଇଚ୍ଛା ହୋଇ ଥିଲେ ଆମେ ଆଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ !ଆମର ଆଲୋଚନା ଓ ସ୍ଥିତି ଏପରି ଥିବ କି ? ଆମ ଘରେ କାମ କରିବା ଲୋକପ୍ରତି ଆମ ସଂରକ୍ଷଣ ଅଛିକି ?
ସେ ଅନ୍ୟ ଜାତିର ହୋଇଥିଲେ ମଧ୍ୟ ଯିହୂଦୀମାନଙ୍କୁ ପ୍ରେମ କରି, ତାଙ୍କ ନିମନ୍ତେ ସମାଜଗୃହ ତୋଳି ଦେଇଛନ୍ତି !ଏହାଙ୍କର ବିସ୍ତାର ମନକୁ ଦେଖନ୍ତୁ !ସମ୍ପର୍କ ଭାବନାରୁ ଓ ଜାତି ଭାବନାରୁ ଦୂରେଇ ଯାଇ ଭଦ୍ର ହିସାବରେ ସେ ନିଜକୁ ନିଜେ ପାରୁ ପର୍ଯ୍ୟନ୍ତ ଉତ୍ତମ କାର୍ଯ୍ୟ ଗୁଡିକ ଅନ୍ୟମାନଙ୍କ ନିମନ୍ତେ କରିବାକୁ ହେବ ବୋଲି ଭାବନାର ମନସତତ୍ଵ ବ୍ୟକ୍ତି ଥିଲେ !ଆମେ ଗୋଟିଏ ଅସଜ ଉତ୍ତମତା ଭିତରେ ଆମେ, ଆମର ଏକ, ଆମ ଜାତି ବୋଲି ବ୍ୟବହାର ନ କରି ବିସ୍ତାର ମନରେ ଚି଼ହ୍ନତ ହେବା !
ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ !ଆମେ ପ୍ରାର୍ଥନା କରିବା ବେଳେ ପ୍ରଭୁଙ୍କର ନିକଟରେ ଆମେ ଆମକୁ ନତ ହେଉଛୁ !କିନ୍ତୁ ଆମ୍ଭ ଦୈନଦିନ ଜୀବନରେ ମନୁଷ୍ୟମାନଙ୍କ ସମୁଖରେ ଆମେ ନିଜକୁ ନତ ହୋଇ ନିରୁଉଚ୍ଚାହିତ ହେଉଛୁ !ତାହା ଆମକୁ କଠିନ ହୋଇଅଛି !
ପଦେ ଆଜ୍ଞା କରନ୍ତୁ,ବୋଲି କହି ପ୍ରଭୁଙ୍କର ବାକ୍ୟରେ ଦୃଢ଼ତାର ସହ ବିଶ୍ୱାସ ରଖିଲା !ଆଜିର ଦିନେ ଆମ୍ଭେ ମନୁଷ୍ୟମାନେ କହୁଥିବା ମିଛ ବାକ୍ୟରେ ବିଶ୍ୱାସ କରୁଅଛୁ !ମାତ୍ର ଧର୍ମଶାସ୍ତ୍ର ବଚନକୁ କେତେ ପରିଣାମରେ ଆମ୍ଭେ ବିଶ୍ୱାସ କରୁଅଛୁ ? ଏହା ଆଲୋଚନା କରିବା !
ସତସେନାପତିଙ୍କର ନାମ ପବିତ୍ର ପୁସ୍ତକରେ ନ ଥିଲେ ମଧ୍ୟ ଜୀବନ ପୁସ୍ତକରେ ରହିଅଛି !ଆମ୍ଭେ ଏହି ଜଗତରେ ବିଖ୍ୟାତ ଲୋକଙ୍କ ପରି ରହିବା ହେବ ବୋଲି ଆଶା ନ କରି ଜୀବନ ପୁସ୍ତକରେ ସ୍ଥାନ ପାଇ ଉତ୍ତମ ସାକ୍ଷୀ ରୂପରେ ଜୀବନଯାପନ କରିବା!
- ଶ୍ରୀମତୀ ପୁଷ୍ପା ସାଇମୋନ
ପ୍ରାର୍ଥନାର ଅଂଶ :-
ସେବାକାର୍ଯ୍ୟରେ ଅଂଶ ଗ୍ରହଣ ହୋଇଥିବା ସେବକମାନଙ୍କର ସଂରକ୍ଷଣ ଏବଂ ଗୁରୁତ୍ୱପୂର୍ଣ ଆବଶ୍ୟକତା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.