By Village Missionary Movement
Thursday, 15-Jul-2021ଆଜିର ବାକ୍ୟ (Oriya) 15-07-2021 (Bible Characters Special)
ହାରାମାଥୀୟାର ଯୋଶେଫ
"ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ..." - ୧ ଯୋହନ 4:18
ଇଶ୍ରାଏଲମାନଙ୍କର ଉର୍ନତ ନ୍ୟାୟବାନ କର ଆଦାୟ କାରି ଆଲୋଚନାର ସଂଘ !ସେଥିରେ ମହାସଭାର ଜଣେ ସମ୍ବ୍ରାନ୍ତ ସଭ୍ୟ ଥିଲେ ହାରାମାଥୀୟାର ଯୋଶେଫ !ସେହି ସଂଘର ବିଚାର ଦ୍ଵାରା ହିଁ ଯୀଶୁଙ୍କୁ ମରଣ ଦଂଡାଜ୍ଞା ଦିଆଯାଇଥିଲା !ସେହି ସଂଘର ଜଣେ ସଭ୍ୟ ହୋଇ ଯୀଶୁଙ୍କୁ ଅନୁସରଣ କରିବା ଏକ ବିପଦଜଣକ ଅଟେ !ମାତ୍ର ତାଙ୍କର ନେତୃତ୍ୱକୁ, ଜୀବନରେ ସବୁଠାରୁ ଛୋଟ ବୋଲି ଭାବନା କରି ଯୀଶୁଙ୍କର ଅନୁସରଣ କଲେ ଯୋଶେଫ !ଧନୀ ଵ୍ୟକ୍ତି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା କଷ୍ଟକର ବୋଲି ଯୀଶୁ କହିବା ବେଳେ ଧନୀକ ହୋଇଥିବା ସେ ଇଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ ! ! ଆରମ୍ଭରେ ଯିହୂଦମାନଙ୍କୁ ଭୟ କରି, ଅନ୍ତରଙ୍ଗ ଶିଷ୍ୟ ହୋଇଥିବା ସେ ଯୀଶୁଙ୍କର ମୃତ୍ୟୁ ବେଳେ ସେ ପଛକୁ ଫେରି ଯାଇନାହାନ୍ତି !ପାପ ନିମନ୍ତେ ମୃତ୍ୟୁବରଣ କରି ପୁଣିଥରେ ମୃତ୍ୟୁରୁ ଉଠିବି, ଏହି ଯୀଶୁଙ୍କ ବାକ୍ୟକୁ ପୂର୍ଣ୍ଣଭାବେ ବିଶ୍ୱାସ କଲା !ସେଥିପାଇଁ ଏବେ ସେ ଖୋଲାଖୋଲି ଭାବେ ପିଲାତଙ୍କ ନିକଟକୁ ଧଉର୍ଯ୍ୟରେ ଯାଇ ଯୀଶୁଙ୍କର ଶରୀରକୁ ମାଗି, କର ଆଦାୟକାରି ସଂଘରେ ଜଣେ ନିକଦିମ ନାମକ ବିଶ୍ୱାସୀଙ୍କ ସହ ମିଶି ଯୀଶୁଙ୍କୁ ଉତ୍ତମ ରୂପେ ସମାଧି କଲେ !ଯିହୂଦୀମାନଙ୍କୁ ଭୟ ନ କରି ସେ କିପରି ଏ ସବୁ କଲା ? ସେ ଯୀଶୁଙ୍କ ଠାରେ ରଖି ଥିବା ସଂପୂର୍ଣ୍ଣ ପ୍ରେମ !ପ୍ରେମ ଯୋଗୁ ସେହି କାର୍ଯ୍ୟ କରିବାକୁ ବିଶ୍ୱାସ ତାଙ୍କ ନିକଟରେ ଥିଲା !ତାର ବିଶ୍ୱାସ ବିନାଶ ହୋଇନାହିଁ !ତାହା ଅନନ୍ତଜୀବନ ବୋଲି ତାଙ୍କ କାର୍ଯ୍ୟ ଦ୍ଵାରା ନିରୂପନ କଲା !
ଯୀଶୁଙ୍କର ପୁନରୁଥାନ ଦିନଟି ମନେ ପକାଇବାକୁ ସିଦ୍ଧ ଭାବେ ଥିବା ଆମ୍ଭ ସହ ଆଜି ଯୋଶେଫ ଛାଇ ରୂପରେ କଥା ହେଉଛୁନ୍ତି !ଖ୍ରୀଷ୍ଟଙ୍କର ଦୂରଘଟଣା ବଡି ଆସୁଥିବା ଏହି ଦିନରେ ବିଶ୍ୱାସରେ ଠିଆ ହୋଇ ଇଶ୍ୱରଙ୍କର ବାର୍ତ୍ତାକୁ ବର୍ଣ୍ଣନା କରିବାକୁ ଆମ୍ଭେ ପ୍ରସ୍ତୁତ ହୋଇଅଛୁ କି ? ନିଜର ବନ୍ଧୁବାନ୍ଦବକୁ ଭୟ କରିବା ଦ୍ଵାରା ଯୀଶୁଙ୍କୁ ଖୋଲାଖୋଲି ଭାବେ ଗ୍ରହଣ କରିବାକୁ ପଛକୁ ଫେରୁଛୁ କି ? ଖ୍ରୀଷ୍ଟିଆନ ବୋଲି ନ କହି ଚାକିରୀ, ବିଦ୍ୟାବୃତ୍ତି ମିଳିବ ନାହିଁ ବୋଲି ମାନସିକ ଆଲୋଚନା ଅଛି କି ? ସୁସମାଚାର କାର୍ଯ୍ୟରେ ଅଂଶ ଗ୍ରହଣ ନ କରି, ପଦବୀ ଚାଲିଯିବ, ପଦବୀ ପ୍ରଭାବିତ ହେବ ବୋଲି ଭୟ ଅଛି କି ? ମାତ୍ର ଯୋଶେଫ ଇହୂଦୀମାନଙ୍କୁ ଭୟ କରି ନାହିଁ !ତାଙ୍କର ପଦବୀ ଚାଲିଯିବ ବୋଲି ମଧ୍ୟ ଭୟ କରି ନାହିଁ !
ଯୋଷେଫ ଶରୀରଟି ଘେନି ପରିଷ୍କୃତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ,ଆପଣାର ଯେଉଁ ନୂତନ ସମାଧି ପାହାଡ଼ରେ ଖୋଳିଥିଲେ, ସେଥିମଧ୍ୟରେ ଯୀଶୁଙ୍କୁ ଥୋଇଲେ !ଯୀଶୁଙ୍କ ନିମନ୍ତେ ତାଙ୍କ ସମ୍ପତିର ବଡ଼ ଭାଗକୁ ଖର୍ଚ୍ଚ କରିବା ପାଇଁ, ଟଙ୍କାରେ ଆଗକୁ ଆସିଲା !ଯୀଶୁ ମୃତ୍ୟୁରେ ଧନବାନର ସଂଗୀ ହେବେ ବୋଲି (ଯିଶାଇୟ :-53:9 )ର ଶେଷ ପଦରେ ଲେଖା ଯାଇଥିବା ଦୀର୍ଘଦର୍ଶନ ପୂର୍ଣ୍ଣ ହେବାକୁ ଇଶ୍ୱରଙ୍କ ସହ ଏହି ଯୋଶେଫ ଅଂଶ ଗ୍ରହଣ କଲା !ତାଙ୍କର ଗୁଣଗାରିମା ଆମ୍ଭ ନିକଟରେ ଦେଖାଗଲେ, ଇଶ୍ୱର ନିଚୟ ତାଙ୍କର ପରିତ୍ରାଣର ଯୋଜନାର ଆମ୍ଭମାନଙ୍କୁ ମିଶ୍ରଣ କରିବେ, ଆମେନ !
- ଶ୍ରୀମତୀ ଗୀତା ରିଚାର୍ଡ
ପ୍ରାର୍ଥନାର ଅଂଶ :-
ଗୋଟିଏ ଗାଁକୁ ଦୁଇ ହଜାର ଟଙ୍କା ଦେଇ ପୋଷ୍ୟ ନେବା ପରିବାର ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.