By Village Missionary Movement
Wednesday, 07-Jul-2021ଆଜିର ବାକ୍ୟ (Oriya) 07-07-2021 (Bible Characters Special)
କାଲେବ
"...ଆସ, ଆମ୍ଭେମାନେ ଏହିକ୍ଷଣି ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭେମାନେ ସକ୍ଷମ ଅଟୁ।” - ଗଣନା ପୁସ୍ତକ 13:30
କାନାନ ଦେଶ ଇଶ୍ରାଏଲମାନଙ୍କୁ ସଫଥ କରିଥିବା କ୍ଷୀର ଓ ମହୁ ପ୍ରଭାହୀ ଏକ ଉତ୍ତମ ଦେଶ !ସେହି ଦେଶ ଅନୁସନ୍ଧାନ ନିମନ୍ତେ ମୋଶା ବାରଟି ପିତୃବଂଶକୁ ପଠାଇ ଥିଲେ !ସେମାନଙ୍କ ମଧ୍ୟରେ ଦଶ ଜଣ ଫେରିଆସି ସେମାନଙ୍କୁ ଉଦ୍ଧାର କଲେ !ଆମେ ପୀଡଙ୍ଗ ପରି ଅଛୁ କହି ମନ୍ଦ ସମାଚାର ବ୍ୟାପ୍ତ କଲେ ! ଏହି ଦଶ ଜଣ ସେମାନଙ୍କୁ ଦେଖି ଭୟଭିତ ହେଲେ !କିନ୍ତୁ ହୋଶେୟ ଓ କାଲେବ ସେମାନଙ୍କ ଠାରେ ଥିବା ପରମେଶ୍ୱରଙ୍କୁ ଚିନ୍ହି ପାରି କହିଲେ, ଏହୋବା ଆମ ଠାରେ ଅଛନ୍ତି, ଆମ୍ଭେ ଭୟ କରିବାର ଆବଶ୍ୟକ ନାହିଁ !ସେହି ଦେଶକୁ ସହଜରେ ଅଧିକାର କରିପାରିବା !ଏହି ବିଶ୍ୱାସ ବୀରମାନଙ୍କ ମଧ୍ୟରେ କାଲେବଙ୍କ ବିଷୟରେ ଆଉ କିଛି ଅଧିକ ଜାଣିବା କି ?
କାଲେବଙ୍କର ବିଷୟରେ ପବିତ୍ର ଗ୍ରନ୍ଥ ବାରମ୍ବାର ଦେଉଥିବା ଅତି ଉତ୍ତମ ସାକ୍ଷୀ, ସେ ପରମେଶ୍ୱରଙ୍କୁ ବିଶ୍ୱାସର ସହିତ ଅନୁସରଣ କରୁଥିଲା !ହଁ ସେ ପରମେଶ୍ୱରଙ୍କୁ ବିଶ୍ୱାସର ସହିତ ଅନୁସରଣ କରିବା ହିଁ ପରମେଶ୍ୱରଙ୍କୁ ଦୋହରାଇ ନ ପାରିବା ବିଶ୍ୱାସର କାରଣ ହେଲା !ଇଶ୍ରାଏଲମାନେ ସମସ୍ତେ ପରମେଶ୍ୱରଙ୍କର ଅଦଭୂତକୁ କଢାଇ ନେବରେ ଆଜ୍ଞାବହତା ହୋଇ ଥିବା ଲୋକେ !କିନ୍ତୁ ଏତେ ଜଣକୁ ନ ଥିବା ବିଶ୍ୱାସ ଏହି ଜଣକୁ ଆସିବାର କାରଣ କଣ ? ପରମେଶ୍ୱରଙ୍କ ଠାରେ ଥିବା ଉର୍ନତ ସମ୍ପର୍କ ଓ ଉର୍ନତ ହୃଦୟ ହିଁ ପରମେଶ୍ୱରଙ୍କ ମହିମାକୁ ସଠିକ ରୂପେ ଜାଣିବାକୁ ତାହାଙ୍କୁ ଦିଆଗଲା !ପରମେଶ୍ୱର କାନାନ ଦେଶ ଆମକୁ ଦେବି ବୋଲି କହିଦେଲେ !ହେଲେ ନ ଦେଇ ରହିବେ କି ? ଇଶ୍ରାଏଲଙ୍କ ପରମେଶ୍ୱରଙ୍କୁ କଠିନତା ଅଛି କି ଏହୋବା କହିଛନ୍ତି !ସେହିପରି ବିଶ୍ୱାସ କରିବା ଛୋଟ !ମାତ୍ର ଉର୍ନତତମ ବିଶ୍ୱାସରେ ପୂର୍ଣ୍ଣ ହୋଇଛନ୍ତି !ପଞ୍ଚାଅଶୀ ବର୍ଷ ବୟସରେ ଚାଳିଶି ବର୍ଷ ବୟସର ବଳବାନ ହୋଇଛନ୍ତି !ମୋଶା ପର୍ବତ ଦେଶ ଦିଅ ବୋଲି ମାଗିକି ପାଇଛନ୍ତି !
ପ୍ରିୟ ବନ୍ଧୁଗଣ, ଆମ ଭାରତ ଦେଶକୁ ନିଚୟ ରୂପେ ଅଧିକାର କରିପାରିବା ବିଶ୍ୱାସ ଆମକୁ ଅଛି କି ? ନା ଶାସନକୁ, ଶାସନକର୍ତ୍ତାଙ୍କୁ, ମଉଳିକ ଅଧିକାରକୁ ବିରୋଧୀ କରିଥିବା ଲୋକଙ୍କୁ ଦେଖି ଏମାନେ ଆମ ଠାରୁ ବଳବାନ ବ୍ୟକ୍ତି, ଆମ୍ଭେ ତାଙ୍କ ଠାରୁ ଦୁର୍ବଳ ପୀଡଙ୍ଗି ଅଟୁ ବୋଲି ଗଣନା କରୁଛନ୍ତି କି ? ଆମ୍ଭେ ପ୍ରତିଦିନ ଉର୍ନତ ହୃଦୟରେ ଏହୋବାଙ୍କୁ ଅନୁସରଣ କରି ରହିଲେ, ନିଚୟ କାଲେବଙ୍କ ଠାରେ ରହିଥିବା ଦୋହରାଇ ନ ପାରିବା ଉଚ୍ଚାହ, ବିଶ୍ୱାସ ଆମ୍ଭଠାରେ ଥିବ !ପରମେଶ୍ୱର କିଏ ବୋଲି ସେ କରି ନ ପାରିବା ଅତିଶୟ କାର୍ଯ୍ୟ କିଛି ନାହିଁ ଏହି ବିଷୟରେ ସ୍ୱଷ୍ଟ ଜ୍ଞାନ ଆମକୁ ସହଜରେ ବିଜୟୀ ହୋଇ ପାରିବା ବିଶ୍ୱାସ ଆମ୍ଭଙ୍କୁ ଦେବ !ହଁ ପରିସ୍ଥିତି ନୁହେଁ, ଚାରିପଟେ ରହିଥିବା ପ୍ରଜା ନୁହନ୍ତି, ଆମ୍ଭ ଠାରେ ଥିବା ସର୍ବଶକ୍ତିଶାଳୀ ପରମେଶ୍ୱରଙ୍କୁ ଦୃଷ୍ଟି କରିବା !ଅତି ସହଜରେ ଆମ ଦେଶକୁ ଖ୍ରୀଷ୍ଟଙ୍କୁ ସମର୍ପଣ କରିବା !ସ୍ୱର୍ଗରାଜ୍ୟକୁ ଭାରତୀୟମାନେ ସଂପୂର୍ଣ୍ଣ କରିବେ, ଏଥିରେ ସନ୍ଦେହ ନାହିଁ !ଆମେନ୍ !
- ଭାଇ ଡେଭିଡ ଡାୱାମାଣି
ପ୍ରାର୍ଥନାର ଅଂଶ :-
ଆମ ଗେତସମଣି ସ୍ଥାନରେ ଭବନ ନିର୍ମାଣ ହେଉଥିବା କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ରହି କଢାଇ ନେବାକୁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.