Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-07-2021 (Bible Characters Special)
Share:

By Village Missionary Movement

Saturday, 03-Jul-2021

ଆଜିର ବାକ୍ୟ (Oriya) 03-07-2021 (Bible Characters Special)

 

ନୋହ

 

"ବିଶ୍ୱାସ ଦ୍ୱାରା ନୋହ... ବିଶ୍ୱାସାନୁଯାୟୀ ଧାର୍ମିକତାର ଅଧିକାରୀ ହେଲେ।" - ଏବ୍ରୀ 11:7

 

ସୃଷ୍ଟି ପୂର୍ବରୁ ପରମେଶ୍ୱର ସମସ୍ତ ସୃଜନ କରି ଉତ୍ତମ ଉତ୍ତମ ଦେଖିଲେ !ମାତ୍ର ପୃଥିବୀରେ ମଣିଷ ବହୁବଂଶ ହୋଇ ଭ୍ରଷ୍ଟାଚାର କରିବା ଦ୍ଵାରା, ମଣିଷମାନଙ୍କୁ ସୃଷ୍ଟି କରିବା ଦ୍ଵାରା ପରମେଶ୍ୱର ଅନୁତପ୍ତ ହେଲେ !ତେଣୁ ସମସ୍ତ ବିନଷ୍ଟ କରିବାର ଅଛି ବୋଲି ନିର୍ଣ୍ଣୟ କଲେ !କିନ୍ତୁ ନୋହ ସେହି ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିବା ପରମେଶ୍ୱରଙ୍କ ଚଷୁ ଦେଖିଲା !ପୃଥିବୀରେ ନୋହ ପରମେଶ୍ୱରଙ୍କ ସନ୍ତୁଷ୍ଟ ପାତ୍ର ରୂପେ ଜୀବନଯାପନ କରୁଥିଲା !ପୃଥିବୀରେ ବିପ୍ଳବ ଆଣିବାକୁ ଦୋଳକୁ ବିଶ୍ୱାସ କରିବାକୁ ହେବ !କିନ୍ତୁ ପରମେଶ୍ୱର ଜଣେ ମଣିଷ ସକାଶେ ଅପେକ୍ଷା କଲେ !ସେହି ଜଣେ ମଣିଷ ହେଲେ ଏହି ନୋହ !ଆଜି ନୋହଙ୍କ ବିଷୟର କିଛି କାର୍ଯ୍ୟକୁ ଧ୍ୟାନ କରିବା !

 

(1) କୃପା ପାଇଁ ଥିବା ନୋହ :-ଏକ ବଡ଼ ଜଣସମୂହକୁ ବିନଷ୍ଟ କରିବାକୁ ନିର୍ଣ୍ଣୟ କରିଥିବା ପରମେଶ୍ୱର ନୋହଙ୍କ ପ୍ରତି କୃପା ଆସିଲା !ଅଯୋଗ୍ୟ ହୋଇଥିବା ଜଣକୁ ପରମେଶ୍ୱର ଦେଖାଇ ଥିବା ଦୟା ହିଁ କୃପା !ପରମେଶ୍ୱର ଦେଖାଇ ଥିବା ଦୟାକୁ ଆପଣ ଗଣନା କରିଛନ୍ତି କି ? ଭୋଜନ କରୁଥିବା ଖାଦ୍ୟ, ଧାରଣ କରୁଥିବା ପୋଷାକ, ବାସ କରୁଥିବା ପ୍ରଦେଶ ଆପଣାକୁ ଥିଲେ ପୃଥିବୀରେ ଥିବା ଶତକଡା 75 ଭାଗ ଲୋକଙ୍କଠୁ ଅଧିକ ବସତି ତୁମ୍ଭେ ପାଇବ !ଉପଯୁକ୍ତ ସମୟରେ ଭାବିଥିବା ଵ୍ୟକ୍ତି ସହ କଥା ହୋଇପାରୁଛୁ !ସେହିପରି ସୁଯୋଗ ନ ଥାଇ ଏହି ପୃଥିବୀରେ ରହିଥିବା 175 କୋଟି ଜନତାଙ୍କଠୁ ତୁମ୍ଭେ ଉର୍ନତ ଅଟ !ବ୍ୟାଧି ନ ଥାଇ ସକାଳେ ତାଜାରେ ଉଠି ରାତିରେ ଶଯ୍ୟାରେ ହିଁ ପ୍ରାଣ ତ୍ୟାଗ କରୁଥିବା କିଛି ଲୋକଙ୍କଠୁ ତୁମ୍ଭେ ଧନ୍ୟ ଅଟ!ଶୋଷ ହେଲେ ପିଇବାକୁ ଜଳ ଅଛି କି ? ତେଣୁକରି ଦଶ କୋଟି ଠାରୁ ଅଧିକ ଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ଧନ୍ୟ ଅଟ !ଆଉ ଏପରି ବହୁତ କୃପା ପରମେଶ୍ୱର ସବୁଦିନ ଆମକୁ ଦେଉଛନ୍ତି !ଏତେ କୃପା ପାଇଥିବା ଆମ୍ବେ ବ୍ୟର୍ଥ ଵ୍ୟକ୍ତି ହୋଇ ଜୀବନଯାପନ କରୁଛୁ କି ? ଆଲୋଚନା କରିବା !ନୋହ କୃପା ପାଇବାକୁ ଯୋଗ୍ୟତା ହୋଇ ଗମନ କଲା !

 

(2) ଆଜ୍ଞାବହତା ନୋହ:-କେବଳ କୃପା ହିଁ ପାଇବା ନୁହେଁ ପରମେଶ୍ୱରଙ୍କର ସମସ୍ତ ବାକ୍ୟକୁ ନତ ହୋଇ ନୋହ ଜୀବନଯାପନ କଲା !( ଏବ୍ରୀ :-11:7 )ରେ ନୋହ ପରିବାରକୁ ଉଦ୍ଧାର କରିବାକୁ ଜାହାଜ ନିର୍ମାଣ କଲେ ବୋଲି ଦେଖୁଛୁ !ପର୍ବତ ନ ଜାଣିଥିବା କାଳରେ ଜୀବନଯାପନ କରିଥିବା ନୋହ ପରମେଶ୍ୱରଙ୍କ ବାକ୍ୟକୁ ନତ ହୋଇ ସମସ୍ତ କାର୍ଯ୍ୟକୁ ସଫଳତା କଲା !ଆମ ଜୀବନରେ ପରମେଶ୍ୱରଙ୍କର ବାକ୍ୟକୁ ଶତକଡା 99 ଭାଗ ନତ ହୋଇ ଆଉ ଏକ ଶତକଡା ନତ ନ ହୋଇ ରହିଲେ, ତାହା ନତ ନ ହେବା ସହ ସମାନ !ଶତକଡା 100 ଭାଗ ନତ ହେଲେ ହିଁ ତାହା ଆଜ୍ଞାବହତା !ବ୍ୟକ୍ତି, ବନ୍ଧୁବାନ୍ଦବ ହାସ୍ୟାସ୍ପଦ କରିଥିଲେ ମଧ୍ୟ ତାହାକୁ ଖାତିରି ନ କରି ପରମେଶ୍ୱରଙ୍କ ବାକ୍ୟରେ ନତ ହେଲା !ନୋହଙ୍କ ଜୀବନରେ ଥିବା ଆଜ୍ଞାବହତା ଗୁଣ ଆମକୁ ଆବଶ୍ୟକ ତ ? ପରମେଶ୍ୱରଙ୍କର ବାକ୍ୟରେ ଆଜ୍ଞା ବହତା ହୋଇ, ପରମେଶ୍ୱରଙ୍କ ଇଚ୍ଛାକୁ ଏହି ପୃଥିବୀରେ ସଫଳତା କରିବା !ଆମେନ୍ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al