Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-06-2021
Share:

By Village Missionary Movement

Saturday, 26-Jun-2021

ଆଜିର ବାକ୍ୟ (Oriya) 26-06-2021

 

“ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ।“ - ହିତୋପଦେଶ 4:25

 

ଚକ୍ଷୁ ଶରୀରକୁ ଆଲୋକ ହୋଇଅଛି ହେଲେ ଯଦି ଆମ ଚକ୍ଷୁ ଖରାପ ହୋଇ ବଦଳିଲେ ତାହା ଆମ ଆତ୍ମୀୟ ଜୀବନକୁ ଅନ୍ଧକରକୁ ଠେଲି ଦେବ !ଏହିପରି ଚକ୍ଷୁ ଦ୍ଵାରା ଆସିଥିବା ପାପରେ ଛନ୍ଦି ହୋଇ ଥିବା କିଛି ଲୋକଙ୍କ ବିଷୟରେ ଆଜି ଆମେ ଦେଖିବା !

 

ହବା :-ଭଲ ଓ ମନ୍ଦର ଜ୍ଞାନ ଦେବା ସତ ବୃକ୍ଷ ଫଳର ସହିତ ଏଦନ ଉଦ୍ୟାନରେ ଅନେକ ପ୍ରକାରର ଫଳ ଥିଲା !କିନ୍ତୁ ହବା ପରମେଶ୍ୱରଙ୍କର ବାକ୍ୟକୁ ଅଣଦେଖା କରି ତାଙ୍କର ଚକ୍ଷୁର ଭଲ ଓ ମନ୍ଦର ଜ୍ଞାନ ଦେବା ସତବୃକ୍ଷ ଫଳ ପ୍ରତି ଦୃଷ୍ଟି ଦେଲା !ଦେଖିବାକୁ ରମ୍ୟ ଥିବା ସେହି ଫଳକୁ ତୋଳି, ଖାଇ ତାର ସ୍ୱାମୀ ଆଦାମଙ୍କୁ ଦେଲା !ତାହାର ଫଳ (inferiority complex)ଆତ୍ମ ଗୌରବକୁ କମ କରିବାର ପରିସ୍ଥିତି ଆସିଗଲା !ତାହଦ୍ଵାରା ଲୁଚିବା, ଅନ୍ୟ ଉପରକୁ ଦୋଷ ଠେଲିଦେବା ଶେଷରେ ଏଦୋନ ଉଦ୍ୟାନରୁ ତୋଡ଼ା ଖାଇବା !କେତେ ମହାନ ପରିସ୍ଥିତି !ଆଜି ଏହି ପୃଥିବୀରେ ପ୍ରଭୁଙ୍କର ଦ୍ଵାରା ନିଷେଧ କରାଯାଇଥିବା ଅନେକ କାର୍ଯ୍ୟ ଅଛି !ତାହା ଉପରେ ଆମ ଦୃଷ୍ଟି ରଖିବା ଦ୍ଵାରା ଆଦମ ଓ ହବାଙ୍କ ଦ୍ଵାରା ଆସିଥିବା ପାପ ପରି ଆମକୁ ମଧ୍ୟ ପ୍ରଭୁଙ୍କର ସାନିଧ୍ୟରୁ ଦୂର କରିଦେବ !ତେଣୁ ତୁମ୍ଭେ ଦେଖୁଥିବା କାର୍ଯ୍ୟରୁ ସଚୋଟ ହୋଇ ରୁହ !

 

ଦାଉଦ :-ପ୍ରଭୁଙ୍କର ମନୋନୀତ ଵ୍ୟକ୍ତି ମାତ୍ର ଉରୀଆଙ୍କ ସ୍ତ୍ରୀ ପ୍ରତି ତାର ସୌନ୍ଦର୍ଯ୍ୟ ଚକ୍ଷୁ ରଖିବା ଦ୍ଵାରା ତାର ଚକ୍ଷୁ ଦ୍ଵାରା ଦୁରାଶା ଆସିଲା !ପ୍ରଭୁଙ୍କର ନିମନ୍ତେ ଖୋଲା କରି ରଖିଥିବା ଦାଉଦଙ୍କ ହୃଦୟର କବାଟ ଧଉର୍ଯ୍ୟର ସହ ପାପ କରିବାକୁ ପ୍ରେରଣା ଦେଲା !ଶେଷରେ ପ୍ରଭକ୍ତା ନାତନ ଆସି ତାର ପାପକୁ ମନେପକାଇବା ପର୍ଯ୍ୟନ୍ତ ତାଙ୍କ ହୃଦୟ ପାପକୁ ଗ୍ରହଣ ଜାଣି ପାରିଲା ନାହିଁ !ହଁ ଆମେ ମଧ୍ୟ ଆମ ଚକ୍ଷୁ ଦ୍ଵାରା ଅନ୍ୟମାନଙ୍କର ଯେକୌଣସିକୁ ମଧ୍ୟ ଦୂରାଶାରେ ନ ଦେଖି ଆମ ଦୃଷ୍ଟି ପବିତ୍ର ଦୃଷ୍ଟିରେ ରଖିବାକୁ ଦିଅନ୍ତୁ !

 

ଶାମଶୋନ୍ :-ମାତାଙ୍କ ଗର୍ଭରୁ ଇଶ୍ରାଏଲ ଜନତାଙ୍କୁ ରକ୍ଷାକାରୀ ରୂପେ ମନୋନୀତ ଵ୍ୟକ୍ତି !ପ୍ରଭୁଙ୍କର ଯୋଜନାକୁ କାର୍ଯକାରୀ ଵ୍ୟକ୍ତି ! ଶାମ୍‍ଶୋନ୍‍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ଅବିବାହିତ ସ୍ତ୍ରୀ ଲୋକକୁ ଦେଖିଲା।( ବିଚାରକର୍ତ୍ତା :-14:1)!ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।(ବିଚାରକର୍ତ୍ତା 16:1)!ଏପରି ପାପରେ ପଡିଲା !ସେହି କ୍ଷଣିକରୁ ତାର ସମସ୍ତ ଶକ୍ତି ବଦଳି ଗଲା !ଚକ୍ଷୁ ଦୂରାଶାରେ ପତିତ ହୋଇଥିବା ଶାମଶୋନ୍ ଆଖିକୁ ଉପାଡି ଦେଇ ଚକି ପେଷିବା ପରିସ୍ଥିତି ଆସିଲା !

 

ଏହା ପାଠ କରୁଥିବା ବନ୍ଧୁଗଣ, ତୁମ୍ଭର ଦୃଷ୍ଟି କିପରି ଅଛି ? ତୁମ୍ଭର ଚକ୍ଷୁ ପବିତ୍ରତା ଅଛି କି ?

- ଶ୍ରୀମତୀ ୠତ ଆନିସ 

 

ପ୍ରାର୍ଥନାର ଅଂଶ :-

ଶେଷ ଉଜଗି ପାଇଁ ପ୍ରସ୍ତୁତ କାର୍ଯ୍ୟରେ ଥିବା ଆମ ସେବକ ମାନଙ୍କୁ ପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice