By Village Missionary Movement
Friday, 25-Jun-2021ଆଜିର ବାକ୍ୟ (Oriya) 25-06-2021
"ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ?" - ଯିରିମୀୟ 45:5
ମହତ୍ୱ ଵ୍ୟକ୍ତି ଭାବେ ସୁନାମ ଅର୍ଜନ କରିବାର ଅଛି, ସମାଜରେ, ମଣ୍ଡଳୀରେ ପ୍ରସିଦ୍ଧ ଵ୍ୟକ୍ତି ଭାବେ ରହିବାର ଅଛି ବୋଲି ଖ୍ରୀଷ୍ଟିଆନ ମାନଙ୍କର ବଡ଼ ଆଶା !ଏହା ଆମ ଠାରେ ବଢିଲେ ସଇତାନର ପ୍ରଲୋଭନରେ ଆମେ ସହଜରେ ଛନ୍ଦି ହୋଇଯିବା !
ଯୀଶୁଖ୍ରୀଷ୍ଟଙ୍କର ଜୀବନକୁ ଆମେ ଯଦି ଦେଖିବା ତାଙ୍କ ଜୀବନରେ ବହୁତ ସମୟ ବଢ଼େଇ ଭାବେ ହିଁ ଥିଲେ ଏବଂ ପୃଥିବୀର ବହୁତ ବଡ଼ ସହରରେ ସେ ରୋମ, ଏଥେନସ, ଆଲେକସଜେଣ୍ଡିଆ ସ୍ଥାନକୁ ଯାଇ ସେଠାରେ ସେ ପ୍ରଚାର କରିବାକୁ ଚେଷ୍ଟା କରିନାହାନ୍ତି !ସେ ଭ୍ରମଣ କରିଥିବା ନାଯାରିୟ ଏକ ଛୋଟ ଗାଁ !ଗାଲିଲିୟ ମଧ୍ୟ ଛୋଟ ଅଟେ ମାତ୍ର ଆଚର୍ଯ୍ୟ କର୍ମ କରିବା ପରେ କାହାକୁ ଏହି ବିଷୟରେ କୁହନ୍ତୁ ନାହିଁ ବୋଲି କହିଲେ !ସେ ବାଇବଲରେ ଧରି ନ ପାରିବା ଆଚର୍ଯ୍ୟ କର୍ମ କରିଛନ୍ତି !ସେ କେବେବି ସେହି କାର୍ଯ୍ୟ ନିମନ୍ତେ ପ୍ରଚାର କରି ନାହାନ୍ତି !କିନ୍ତୁ ଆମେ କରିଥିବା କାର୍ଯ୍ୟଗୁଡିକୁ ଦେଖାଇ ଅନେକଙ୍କ ଠାରୁ ଆକର୍ଷଣୀୟ ପାଇବାକୁ ଚେଷ୍ଟା କରୁଅଛୁ !ପ୍ରଭୁଙ୍କର ନିମନ୍ତେ କରୁଥିବା ଦେବାଳୟ କାର୍ଯ୍ୟ ନିମନ୍ତେ, ସୁସମାଚାର କାର୍ଯ୍ୟ ନିମନ୍ତେ ଆମେ ମହାନ ଵ୍ୟକ୍ତି ଭାବେ ଦେଖା ଯିବାକୁ ଚେଷ୍ଟା କରୁଛୁ !ଆମର ସତ କାର୍ଯ୍ୟ ଗୁଡିକୁ, ଆମର ଜ୍ଞାନକୁ କେହି ଯଦି ଅଣଦେଖା କରନ୍ତି ତାହାକୁ ଆମେ ସହ୍ୟ କରିପାରୁନାହୁ !
ପ୍ରଭୁଙ୍କର ଦାସ ଟାଫି କହିବା କଥା, "ଏହା ପ୍ରଭୁଙ୍କର ସେବା ଏଠାରେ ମଣିଷ ନୂତନତ୍ଵ ହୋଇ ପ୍ରଭୁଙ୍କର ମହିମାକୁ ପ୍ରକାଶ କରିବାକୁ ହେବ !ପ୍ରଭୁଙ୍କର କାର୍ଯ୍ୟରେ ଵିଜ୍ଞାପନର ଆବଶ୍ୟକତା ନାହିଁ" ବୋଲି କହନ୍ତି !ଶେଷରେ ତାଙ୍କର ସମାଧିରେ ଲେଖାଯାଇଥିବା କଥା "ଅଦେଖା ଭାବେ ରହିପାରିବା ବ୍ୟକ୍ତି ସେ ସମସ୍ତକୁ ଦୃଶ୍ୟ ହୋଇ ଜୀବନ ଯାପନ କରିବା ବ୍ୟକ୍ତି "ବୋଲି ଲେଖାଯାଇଛି !
ପ୍ରିୟ ବନ୍ଧୁଗଣ, ସୁଖ୍ୟାତି ବିଷୟରେ ବାପ୍ତିସ୍ମ ଯୋହନ ତାଙ୍କ ଜୀବନରେ ଦୁରେଇ ରହୁଥିଲେ !ପରମେଶ୍ୱର ଉର୍ନତ କଲେ ସୁଧା ନତ ହେବାକୁ ହିଁ ତାଙ୍କର ଲକ୍ଷ୍ୟ ଥିଲା !ଆମର ଆଲୋଚନା କିପରି ଅଛି ? ସମସ୍ତଙ୍କଠି ସୁଖ୍ୟାତି ଖ୍ରୀଷ୍ଟିଆନ ଭାବେ ଜୀବନ ଯାପନ କରିବାକୁ ଇଚ୍ଛା କରୁଛୁ କି ? ଖ୍ରୀଷ୍ଟଙ୍କର ସଦୃଶ୍ୟ ମହାନ ଆଲୋଚନା କାରି ହୋଇ ରହିଛୁ କି ? ଆମକୁ ଉର୍ନତ କରିବାକୁ ପ୍ରଭୁ ଚେଷ୍ଟା କରିବା ପର୍ଯ୍ୟନ୍ତ ଆମେ ଉତ୍ତମ ସ୍ଥାନରେ ଜଗି ରହିବା !ଖ୍ରୀଷ୍ଟଙ୍କର ପରି ପ୍ରେମ କରିବାକୁ, ଆଶା କରିବା !ଅନ୍ୟ ମାନଙ୍କ ସମୁଖରେ ଉତ୍ତମ ବ୍ୟକ୍ତି ଭାବେ, ଅଳ୍ପ ବ୍ୟକ୍ତି ଭାବେ ଆମେ ଆମକୁ ରକ୍ଷା କରିବା !ସେହିପରି ରହିବାକୁ ପ୍ରାର୍ଥନା କରିବା !
ଭାଇ. ବିଲ୍ଲଇଏମ ମାକ ଡୋନାଲଡ
ପ୍ରାର୍ଥନାର ଅଂଶ :-
ଏହି କରୋନା ଦିନରେ ଗରିବ ମାନଙ୍କୁ ଆମେ କରିବା ଚେଷ୍ଟା ଆମେ କରି ଆସୁଅଛୁ !ଏହା ଦ୍ଵାରା ଲୋକ ମାନେ ପ୍ରଭୁଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.