Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-06-2021 (Kids Special)
Share:

By Village Missionary Movement

Saturday, 19-Jun-2021

ଆଜିର ବାକ୍ୟ (Oriya) 20-06-2021 (Kids Special)

 

ବିଶେଷକରି ପିଲାଙ୍କୁ 

 

“ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ।“ - ଗୀତସଂହିତା 119:16

 

ମାଆ କହିଲେ, ରେ ରୋବଟ କୁଆଡେ, ମୋତେ ଟିକେ ସାହାଯ୍ୟ କର, ଗାଁର କଲେଇରୁ ପାଣି ଆସୁଛି, ଦୁଇ ହାଣ୍ଡି ଧରି କି ଆସ !ହଁ ମାଆ କହି ପାଣି ଆଣିବାକୁ ରୋବଟ ବାହାରିଲା, ଆଉ ସେ ଅଫୁଟା ବନ୍ଧୁକ ଧରି ଢ଼ୀସାମ ଢ଼ୀସାମ କରିକି ଗଲା !ରୋବଟକୁ ସୈନିକ ହେବାକୁ ବହୁତ ଆଶା !ସେ ସବୁବେଳେ ତାଙ୍କ ମାଆକୁ ସୈନିକ ହେବା ନିମନ୍ତେ କହୁଥାଏ !ମାତ୍ର ମାଆ କହେ, ତୁମେ ସବୁଦିନ ବାଇବଲ ପଡିଲେ ହିଁ ତୁମେ ସେଠାକୁ ଗଲେ ତୁମକୁ ଯୀଶୁବାପା ସହବର୍ତ୍ତି ହେବେ, ଏହା କହିବା କ୍ଷଣି, ରୋବଟ ଯାଗୋ ମାଆ ତୁମକୁ ଆଉ କିଛି କାମ ନାହିଁ ବୋଲି ବିରକ୍ତି ହୋଇ କହୁଥାଏ !ଯୀଶୁବାପା ତୁମ୍ଭେ କିପରି ହେଲେ ରୋବକୁ ତୁମରି ପଥକୁ କଢ଼ାଇ ନିଅ ବୋଲି ମାଆ ସବୁବେଳେ ପ୍ରାର୍ଥନା କରୁଥାନ୍ତି !

 

କିଛି ବର୍ଷ ପରେ ରୋବଟ ଆଶା କରିଥିଲା ପରି ସେ ସୈନିକ ଭାବେ ନିଯୁକ୍ତି ପାଇ ଖୁସିରେ ପ୍ରସ୍ତୁତ ହେଲା, ମାଆ ରୋବଟକୁ ଯାହା ଆବଶ୍ୟକ ସମସ୍ତ ଜିନିଷକୁ କିଣା କିଣି କରି ଆଉ ଏକ ନୂତନ ନିୟମ ମଧ୍ୟ ଦେଇ କହିଲା, ଏହା ତୁମ ପକେଟରେ ସବୁବେଳେ ରଖ ସବୁଦିନ ବାଇବଲ ପଡ଼ିବାକୁ ଭୁଲିବୁନି !ରୋବଟ ହଁ ମାଆ କହି ବାଇବଲ ନେଇ ତାଙ୍କ ପକେଟରେ ରଖିଲା !ଦିନେ ଯୁଦ୍ଧରେ ରୋବଟକୁ ଗୁଳି କରିଲେ, ରୋବଟ ସମସ୍ତ ହୋଇଗଲା କହି ଭାବିଲା ଓ ଉଠି ଦେଖିଲାକି କୌଣସି ଆଘାତ ହୋଇ ନାହିଁ !ବଇବଲ ନ ପଡିଲେ ମଧ୍ୟ ପକେଟରେ ସବୁବେଳେ ନୂତନ ନିୟମ ରଖିଥାଏ !ବନ୍ଧୁକର ଗୁଳି ସେହି ନୂତନ ନିୟମକୁ ବାଜି ରହିଯାଇଥିଲା !ବାଇବଲ ଖୋଲିଲା ସେହି ଗୁଳି ଯୋହନ 3:16ପର୍ଯ୍ୟନ୍ତ ଯାଇ ସେଠି ରହିଯାଇଛି !

 

"କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ "ଏହି ବାକ୍ୟକୁ ପଡିଲା, ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ଜାଣିପାରିଲା !ସେହି ଦିନଠାରୁ ଆଗ୍ରହ ସହିତ ବାଇବଲକୁ ପଡ଼ିବାକୁ ଆରମ୍ଭ କଲା !ଛୋଟ ବୟସରେ ମାଆଙ୍କର କଥା ଶୁଣିଲି ନାହିଁ କହି ଦୁଖୀ କଲା !ରୋବଟ ତାଙ୍କ ମନ ପରିବର୍ତ୍ତନ ବିଷୟରେ ମାଆଙ୍କୁ ଜଣାଇଲା !ମାଆର ଖୁସି ଆଉ ରହିଲା ନାହିଁ !ରୋବଟ ସେ ରହିବା ସ୍ଥଳରେ ସାକ୍ଷୀ ହୋଇ ଜୀବନଯାପନ କରିବା ଆରମ୍ଭ କଲା !

 

କଣ ପିଲାମାନେ, କେବେ ଦେଖିଲେ ବାଇବଲ ପଡ, ପ୍ରାର୍ଥନା କର କହୁଥାନ୍ତି ବୋଲି ଆଲୋଚନା କରୁଛ କି ? ବାଇବଲ ପଡି ପ୍ରାର୍ଥନା କରିବା ଦ୍ଵାରା ପ୍ରଭୁଙ୍କର ସହିତ ତୁମ୍ଭେ ପରିପୂରକ ହୋଇପାରିବ !ଏପରି ଜୀବନଯାପନ କଲେହିଁ ପ୍ରଭୁଙ୍କର ଦ୍ୱିତୀୟ ଆଗମନରେ ସିଦ୍ଧ ଅଟୁ !ଏହି ପୃଥିବୀର ଜୀବନ ଶେଷ ହୋଇଯିବ ମାତ୍ର ସ୍ୱର୍ଗୟ ଜୀବନ କଦାପି ଶେଷ ହେବ ନାହିଁ !ଏହା ଅନନ୍ତ ଅଟେ, ଏହି ଅନନ୍ତ ଜୀବନ ନିମନ୍ତେ ବାଇବଲ ପଡି ପ୍ରାର୍ଥନା କରିବାକୁ ହେବ ହଁ ତ ? ପ୍ରସ୍ତୁତ ଅଛକି ? 

- ଭଉଣୀ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al