By Village Missionary Movement
Wednesday, 16-Jun-2021ଆଜିର ବାକ୍ୟ (Oriya) 16-06-2021
ଅଥିତି ଭବନ
"ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି;....ମୁଁ ତୁମ୍ଭମାନଙ୍କ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି" - ଯୋହନ 14:2
ରାଜନେତା, ଅଭିନେତା, ଧନୀକ, ବାଣିଜ୍ୟକ ଏପରି ବିଖ୍ୟାତ ହୋଇଥିବା ଅନେକେ ସେମାନେ ଆଶା ହୋଇ ପ୍ରସ୍ତୁତ କରୁଥିବା ଗୋଟିଏ କାର୍ଯ୍ୟ ହେଉଛି ଅଥିତି ଭବନ !ବର୍ତ୍ତମାନ ଏହା ଅତ୍ୟାଵଶ୍ୟକ ପରିସ୍ଥିତିରେ ଅନେକ ଅଛନ୍ତି !ନିରନ୍ତର ପରିଶ୍ରମରେ ତାହା ତିଆରି କରନ୍ତି !ସେଥିପାଇଁ ଅତ୍ୟଧିକ ଖର୍ଚ୍ଚ କରନ୍ତି !କାହିଁକିନା ସିଏ, ତାଙ୍କ ପରିବାର, ତାଙ୍କ ସାଙ୍ଗ ସାଥୀ ବେଳେବେଳେ ଯାଇ ବିଶ୍ରାମ ନେବାକୁ ଓ ସମୟ ପାଇଲେ ତାହାକୁ ହିଁ ବ୍ୟବହାର କରନ୍ତି !ଏହା ସେମାନଙ୍କୁ ସବୁବେଳେ ଆବଶ୍ୟକ କାର୍ଯ୍ୟ ହୋଇଗଲା !ଅନେକ ଅଛନ୍ତି ଯେଉଁମାନେ କି ଚିନ୍ତା କରନ୍ତି ମୋ ନିମନ୍ତେ ଅଥିତି ଭବନ ନାହିଁ !ବାସ କରିବାକୁ ଏକ ଉତ୍ତମ ଘର ଥିଲେ ମଧ୍ୟ ଅଥିତି ଭବନ ପାଇଁ ଆଲୋଚନା କରୁଥାନ୍ତି !
ପବିତ୍ର ବାଇବଲରେ ମଧ୍ୟ ଦେଖିବା, ଆମର ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ତେତିଶି ବର୍ଷ ବଞ୍ଚି ଥିବାବେଳେ ଜୀବନରେ ପ୍ରାୟ ତିନି ବର୍ଷ ଛଅ ମାସ କାଳ ଶିଷ୍ୟମାନଙ୍କ ସହ ବିତାଇ ଥିଲେ !ସେତେବେଳେ ସେ କହିଲେ, ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି; ମୁଁ ତୁମ୍ଭମାନଙ୍କ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି;(ଯୋହନ:-14:2 )!ଏହି ବାକ୍ୟ ଗୁରୁତ୍ୱପୂର୍ଣ ଅଟେ !ଏହି ପୃଥିବୀ ଆମକୁ ଶାସ୍ବିତ ନୁହେଁ !ସ୍ୱର୍ଗ ରାଜ୍ୟ ଯିବା ନିମନ୍ତେ ପଥ ଓ ସତ୍ୟ ଯୀଶୁଖ୍ରୀଷ୍ଟ ଅଟନ୍ତି !ବାଇବଲରେ କହିବା ପରି ଏହି ସତ୍ୟକୁ ଆମେ ବୁଝିପାରିବାକୁ ହେବ !ଯୀଶୁଙ୍କର ନିକଟରେ ମାଗିବାକୁ ହେବ !
ଏହା ପଡ଼ୁଥିବା ବନ୍ଧୁଗଣ, ପୃଥିବୀରେ ଜୀବନଯାପନ କରୁଥିବା ଲୋକଙ୍କୁ ଅଥିତି ଭବନ ବହୁତ ଗୁରୁତ୍ୱ ଅଟେ !ଆମକୁ ସ୍ୱର୍ଗ ରାଜ୍ୟ ବହୁତ ଗୁରୁତ୍ୱପୂର୍ଣ ଅଟେ !ଏହି ପୃଥିବୀରେ ଆମେ କେତେ ବର୍ଷ ବଞ୍ଚିଲେ ମଧ୍ୟ, ଆମର ସମସ୍ତ ଆଲୋଚନା ସ୍ୱର୍ଗ ରାଜ୍ୟ ନିମନ୍ତେ ହେବା ଦରକାର !ସେଥିପାଇଁ ହିଁ ଆଲୋଚନା କରିରହିବାକୁ ହେବ !ସେଥିପାଇଁ ହିଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ !ସେଥିପାଇଁ ଯୀଶୁ ହିଁ ପଥ ଅଟନ୍ତି !ତାଙ୍କ ଛଡା ଏହି ପୃଥିବୀରେ ଆମକୁ ଶାସ୍ୱତ ବାସ ସ୍ଥାନ ନ ଥିବା ବେଳେ, ସ୍ୱର୍ଗରାଜ୍ୟରେ ଆମକୁ ଶାସ୍ୱତ ନିଁଛିତ ଏକ ବାସସ୍ଥାନ ଅଛି !ତେଣୁ ଚିରନ୍ତନ ବାସସ୍ଥାନ ସ୍ୱର୍ଗ ରାଜ୍ୟର ଅପେକ୍ଷାରେ ଥିଲେ, ଏହି ପୃଥିବୀର ଜୀବନ ଆମକୁ ଆନନ୍ଦମୟ ଥିବ !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶନାରିଙ୍କୁ ସମର୍ଥନ କରି, ପାଞ୍ଚ ହଜାର ଟଙ୍କା ଦେଇ ପରିବାରକୁ ଉଠାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.