Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-06-2021
Share:

By Village Missionary Movement

Saturday, 12-Jun-2021

ଆଜିର ବାକ୍ୟ (Oriya) 12-06-2021

 

ସାଧାରଣ ବ୍ୟକ୍ତି ହିଁ ଆବଶ୍ୟକ 

 

“କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ,” - ପ୍ରଥମ କରିନ୍ଥୀୟ 1:27

 

1850 ମସିହା ଜାନୁଆରୀ ଛଅ ତାରିଖରେ ଇଂଲଣ୍ଡ ଦେଶଟି ଶିଶିର ତୋଫାନ ଦ୍ଵାରା ଅସୁବିଧା ହୋଇଥିଲା !ସେହି ଶିଶିର ତୋଫାନରେ ଛନ୍ଦି ହୋଇଥିବା ଜଣେ ଯୁବକ ନିଜକୁ ବଞ୍ଚାଇବା ପାଇ ପାଖରେ ଥିବା ଏକ ଦେବାଳୟକୁ ଧାଇଲା !ସେଠାରେ ସନ୍ଦ୍ୟାର ଆରାଧନା ହେଉଥାଏ !ପାଳକ ନ ଥିବା ହେତୁ ମଣ୍ଡଳୀର ଜଣେ ସଭ୍ୟ ଦରଜି ସେହି ଆରାଧନାର ନେତୃତ୍ୱ କରୁଥାଏ !ସେ ବାକ୍ୟ ଆରମ୍ଭ କଲେ !ସେ ବାରମ୍ବାର କହୁଥିବା ଏକ କାର୍ଯ୍ୟ "ମୋ ଆଡକୁ ଅନାଅ", ତେବେ ତୁମେ ଉଦ୍ଧାର ପାଇବ !ଶିଶିର ତୋଫାନରୁ ଧାଇ ଆସିଥିବା ଯୁବକ ସେ ବାକ୍ୟ ଶୁଣିବାକୁ ଇଚ୍ଛା ନ ଥାଇ କବାଟ ପଛରେ ଠିଆ ହୋଇଥିଲା !

 

ଦରଜି ପ୍ରସଂଙ୍ଗ ପୀଠରୁ ସେହି ଯୁବକକୁ ଦେଖି କହିଲା, ହେ ଯୁବକ "ଯୀଶୁଙ୍କ ଆଡକୁ ଅନାଅ" !ସେ ପାଠ ପଡି ନାହାନ୍ତିକି, ବଡ଼ ପ୍ରଚାରକ ମଧ୍ୟ ନୁହେଁ !ସେ ଜଣେ ସାଧାରଣ ବ୍ୟକ୍ତି, ମାତ୍ର ପବିତ୍ର ଆତ୍ମା ଦ୍ଵାରା ପୂର୍ଣ୍ଣ ହୋଇଥିବା ପରି ଅସାଧାରଣ ପ୍ରସଂଙ୍ଗ କଲା !ସେହି ସନ୍ଦେଶ ସେ ଯୁବକକୁ ନିରନ୍ତର ଦୋହଲାଇ ଦେଲା !"ଯୀଶୁଙ୍କ ଆଡକୁ ଅନାଅ" ଏହି ସ୍ୱର ତାଙ୍କ ହୃଦୟରେ ବାଜୁ ଥାଏ !ପ୍ରଥମେ ଯୀଶୁଙ୍କୁ ଦେଖିଲା, ଆଉ ପବିତ୍ର ଆତ୍ମା ଦ୍ଵାରା ଅଭିଷେକ ହେଲେ !ସେହି ଯୁବକ କିଏ ଜାଣିଛ କି ? ସେ ହେଉଛନ୍ତି ସି. ଏଚ.ସର୍ଜନ !ଭବିଷ୍ୟତ ଦିନରେ ପ୍ରଚାର ସେବାରେ ପ୍ରଭୁଙ୍କ ଦ୍ଵାରା ବ୍ୟବହାର ହୋଇ ବିଖ୍ୟାତ ପ୍ରଚାରକ ହୋଇ ଖ୍ରୀଷ୍ଟିଆନ ଜଗତରେ ଅଛନ୍ତି !ଜଣେ ଅପାଠୁଆ ଦରଜିକୁ ପରମେଶ୍ୱର ଦେଶର ଏକ ମହାନ ସେବକ ସର୍ଜନଙ୍କୁ ଉଠାଇବାକୁ ବ୍ୟବହାର କଲେ !ସେହିପରି ଯୀଶୁଖ୍ରୀଷ୍ଟଙ୍କ ସହିତ ସେବା କରିଥିବା ତାଙ୍କ ଶିଷ୍ୟମାନେ ଅନେକ ଅପାଠୁଆ ମାଛ ଧରାଲି କେଉଟ !

 

ଏହା ପାଠ କରୁଥିବା ପ୍ରିୟ ବନ୍ଧୁଗଣ, ପରମେଶ୍ୱର ତାଙ୍କ କାର୍ଯ୍ୟ କରିବାକୁ ଜ୍ଞାନବାନ, ଅନୁଭୂତି ଥିବା ଲୋକଙ୍କୁ ହିଁ ପସନ୍ଦ କରି ନାହାନ୍ତି !ସାଧାରଣ ଲୋକଙ୍କୁ ମଧ୍ୟ ପସନ୍ଦ କରୁଛନ୍ତି !ଏପରି ଅସାମର୍ଥ୍ୟ, ଯୋଗ୍ୟତା ନ ଥିବା, ଅପାଠୁଆ, ଜଗତ ଦ୍ଵାରା ବିତାଡିତ ହୋଇ ପାଗଳ ଭାବେ ବାଛି ଥିବା ଯୁବକମାନଙ୍କୁ ଓ ମଣିଷମାନଙ୍କୁ ମଧ୍ୟ ପ୍ରଭୁ ସବୁଦିନ ପସନ୍ଦ ତାଙ୍କ ଗୌରବ ସକାଶେ ବ୍ୟବହାର କରୁଛନ୍ତି !କାହିଁକିନା ସାଧାରଣ ଲୋକଙ୍କ ଦ୍ଵାରା ପ୍ରଭୁ ଅସାଧାରଣ କାର୍ଯ୍ୟ କରି ଶେଷ କରିପାରନ୍ତି !ପ୍ରଭୁ ପସନ୍ଦ କରିଥିବା ସାଧାରଣ ବ୍ୟକ୍ତି ଭାବେ ତୁମ୍ଭେ ମଧ୍ୟ ଥାଇପାର !ତୁମେ ସିଦ୍ଧ ଅଟ କି ? 

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ପ୍ରତିଦିନ ଧ୍ୟାନ ବାକ୍ୟକୁ ଲେଖୁଥିବା ପ୍ରଭୁଙ୍କର ପିଲାମାନଙ୍କୁ ପରମେଶ୍ୱର ତାଙ୍କ ଅଭିଷେକ ଦ୍ଵାରା ପୂର୍ଣ୍ଣ କରି ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice