By Village Missionary Movement
Thursday, 10-Jun-2021ଆଜିର ବାକ୍ୟ (Oriya) 10-06-2021
ପ୍ରଭୁ ହିଁ ମୋର ବନ୍ଧୁ
“ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।“ - ଯୋହନ 15:14
ଜଣେ ଧନୀ ବ୍ୟକ୍ତିକୁ ଏକ ଗରିବ ବନ୍ଧୁ ଥିଲା !ଥରେ ଧନୀ ବନ୍ଧୁକୁ ଟିକେ ଆର୍ଥିକ ଅସୁବିଧା ହେଲା !ସେହିସମୟରେ ସେଠାକୁ ଆସିଥିବା ଗରିବ ବନ୍ଧୁ ବାଧା ଓ ଚିନ୍ତାରେ ରହିଥିବା ତାଙ୍କ ବନ୍ଧୁଙ୍କୁ ଦେଖି ସାଧାରଣ ଭାବେ ପଚାରିଲା, କେମିତି ଅଛୁରେ ? ଚୁପଚାପ ରହ,ମୋର ଏବେ କୋଡିଏ ଲକ୍ଷ ଟଙ୍କା ଦରକାର ତୁମେ ଦେଇ ପାରିବ କି ? ଏପରି ରାଗରେ ଧନୀ ବନ୍ଧୁ କହି ତାଙ୍କ ବଖରାକୁ ଚାଲିଗଲା !ତାଙ୍କ ପଛେ ପଛେ ଯାଉଥିବା ଗରିବ ବନ୍ଧୁ ଧୀରସ୍ଥିରରେ ପଚାରିଲା , ଅଧ ଘଣ୍ଟାରେ ତୁମେ ଟଙ୍କା ପାଇଲେ ଯଥେଷ୍ଟ କି ? ଧନୀକ ବନ୍ଧୁ ଏହା ଶୁଣି ଆଚର୍ଯ୍ୟ ହୋଇଗଲା !ଗରିବ ବନ୍ଧୁଙ୍କୁ ନୀଚତ୍ଵରେ ଦେଖିଲା !ଅଧ ଘଣ୍ଟାରେ ଟଙ୍କା ଆସିଗଲା !ଧନୀ ବନ୍ଧୁ କିଛି ବୁଝି ପାରିଲିନି !ଟଙ୍କା ଦେବା ଲୋକଙ୍କ ପରି ଗରିବ ବନ୍ଧୁ କହିଲା, ତୁମେ କେବେ ହେଲେ ବି ଧନ ଅଧିକ ରୂପେ ସଂଗ୍ରହ କରିବାକୁ ହିଁ ତୁମେ ଦେଖିଲ ବନ୍ଧୁ !ମୁଁ ଉତ୍ତମ ବନ୍ଧୁଙ୍କୁ ସଂଗ୍ରହ କରିଲି !ମୋର କଠିନ ପରିଶ୍ରମ ଯୋଗୁଁ ମୋତେ ସାହାଯ୍ୟକାରି ଅନେକ ବନ୍ଧୁଙ୍କୁ ମୁଁ ନିଜର କରିନେଲି !ଦୁଇ ଜଣ ପ୍ରେମରେ ଆଳିଙ୍ଗନ କଲେ !ହଁ ସତ୍ୟ ଜୀବନ୍ତ ଶକ୍ତି ଆମକୁ ଆବଶ୍ୟକ !
ହେ ମୋର ପ୍ରିୟ ବନ୍ଧୁଗଣ, ଉତ୍ତମ ବନ୍ଧୁ ଆମ ସହ ରହିବା କେତେ ଉପକାର ଦେଖିଲ କି ? ମାତ୍ର ଏହି ପୃଥିବୀକୁ ସୃଷ୍ଟି କରିଥିବା ସୃଷ୍ଟିକର୍ତ୍ତା ଯୀଶୁଖ୍ରୀଷ୍ଟ ତୁମ୍ଭ ସହିତ ବନ୍ଧୁ ହେବାକୁ ହେଲେ ତୁମେ ଭାଗ୍ୟବାନ ତ !ଏହା ମଧ୍ୟ ହୋଇପାରେ !ପ୍ରଭୁ ମୋର ବନ୍ଧୁ ହୋଇ ରହିପାରିବେ କି ? କିଛି ହିଁ ସନ୍ଦେହ ହେବାକୁ ନାହିଁ !ସେ କହିବା ସଦୃଶ୍ୟ କରିବେ !ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ, (ଯୋହନ:-15:14) କହୁଛି !ତେଣୁ ସେ ଦେଇ ଥିବା ଆଜ୍ଞାକୁ ପାଳନ କଲେ ଆମେ ତାଙ୍କର ବନ୍ଧୁ ହେବା !ପ୍ରଭୁଙ୍କର ଆଜ୍ଞାକୁ ପାଳନ କରିଲେ ତୁମ୍ଭେ ମଧ୍ୟ ପ୍ରଭୁଙ୍କୁ ତୁମ୍ଭର ବନ୍ଧୁ କରିପାରିବ !ପ୍ରଭୁ ତୁମ୍ଭର ବନ୍ଧୁ ହେଲେ ଜୀବନରେ ଦୁଃଖ କାହିଁକି ? ସମସ୍ତ ବିଜୟୀ ଅଟ !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାକୁ ପ୍ରଭୁ ଆଶୀର୍ବାଦ କରିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.