Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-06-2021
Share:

By Village Missionary Movement

Wednesday, 09-Jun-2021

ଆଜିର ବାକ୍ୟ (Oriya) 09-06-2021

 

କରି ପାରିବା କି ? କରି ପାରିବା ? 

 

 “...ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର...” - ମାଥିଉ 5:44

   

ଜଣେ ବିଖ୍ୟାତ ପ୍ରଭୁଙ୍କର ଦାସ ନିରନ୍ତର କଲିକତା ସହରକୁ ସେବା ସକାଶେ ଯାଉଥାନ୍ତି !ଟ୍ରେନରୁ ଓଲାଇବା କ୍ଷଣି ଅଟୋଵାଲା, ଟ୍ୟାକ୍ସସିଵାଲା ଆସି କେଉଁଠିକୁ ଯିବ କହି, ତାଙ୍କ ବ୍ୟାଗକୁ ଟାଣିନେବା ଏହାଙ୍କୁ ମୋଟେ ଇଚ୍ଛା ଲାଗୁ ନ ଥିଲା !ତାଙ୍କ ଠାରୁ ଗଲା ପରେ ଭିକାରିମାନଙ୍କ ସମସ୍ୟା ସମ୍ବାଲି ପାରୁ ନ ଥାନ୍ତି !ତେଣୁ ଏହି ଦୁଇ ଦୋଳକୁ ଦେଖିବା କ୍ଷଣି ଏହାଙ୍କୁ ଉତ୍ତେଜନା ଆସି ଯାଉଥାଏ !

 

ଥରେ ସେ ଟ୍ରେନରୁ ଓଲାଇବା କ୍ଷଣି ଟ୍ୟାକ୍ସସିଵାଲା ଆସି କେଉଁଠି କି ଯିବ କହି ହାତରୁ ବ୍ୟାଗକୁ ଧରିଲା !ସେ ରାଗରେ ଛଡାଇ ଚାଲିବାକୁ ଆରମ୍ଭ କଲା !କିଛି ପାଦ ହିଁ ଯାଇଥିବ, ଗୋଡ଼ ଖସି ତଳେ ପଡିଯାଇ, ପାଟିରେ ମାଡ ବାଜି ରକ୍ତ ଝରିବା ଆରମ୍ଭ ହେଲା !ତାଙ୍କ ଡ୍ରେସ ସମସ୍ତ ରକ୍ତ ହୋଇଗଲା !ଜଣେ ଛୋଟ ବାଳକ କେଉଁଠାରୁକି ଧାଇଁ ଆସି ତାଙ୍କ ବୋତଲର ପାଣି କ୍ଷତ ଧୋଇବା ନିମନ୍ତେ ଦେଲା !ସେ କ୍ଷତକୁ ଓ ପୋଷାକକୁ ଧୋଇବା ପରେ ଦେଖିଲା, ସେହି ବାଳକ ଜଣେ ଭିକାରି ଅଟେ !ସେବକଙ୍କୁ ବହୁତ କଷ୍ଟ ଲାଗିଲା !ଯେଉଁ ଟ୍ୟାକ୍ସସିଵାଲାକୁ ମନା କରି ଥିଲା ସେ ମଧ୍ୟ ଧାଇଁ ଆସି ତାଙ୍କୁ ଉଠାଇ, ସମସ୍ତ ରକ୍ତକୁ ପୋଛି, ତାଙ୍କ ହାତରୁ ବ୍ୟାଗ ଧରି ତାଙ୍କୁ ଟ୍ୟାକ୍ସସିରେ ବସାଇଲେ !ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଂଚିବା ଭିତରେ ସେହି ଟ୍ୟାକ୍ସସି ଚାଳକ କଣ ଆଜ୍ଞା ବଥା ବହୁତ ହେଉଛି କି, କହି ବାରମ୍ବାର ପଚାରୁ ଥାଏ !ତାଙ୍କ ସ୍ତ୍ରୀ ମଧ୍ୟ ଏତେ ଥର ପଚାରିଲେ କି ନାହିଁ !ଗାଁ ନାମ ନ ଜାଣିବା ଲୋକ ଆମକୁ ଏତେ ପଚାରୁଛି ବୋଲି ଆଲୋଚନା କରି ସେବକ ଆଖିର ଲୁହକୁ ରଖି ପାରିଲା ନାହିଁ !ସେହି ଦିନ ଠାରୁ ସେବକ କଲିକତା ସହରର ଅଟୋ, ଟ୍ୟାକ୍ସସି ଓ ଭିକାରିମାନଙ୍କୁ ପ୍ରାର୍ଥନା କରିବାରେ ଭୁଲିଲେ ନାହିଁ !

 

ଏହା ପଡ଼ୁ ଥିବା ପ୍ରଭୁଙ୍କର ପିଲାମାନେ, ଆମର ଵ୍ୟକ୍ତିଗତ ଜୀବନରେ ମଧ୍ୟ ସେବା ମାର୍ଗରେ କିଛି ଲୋକ ବିଷୟରେ ହିଂସା ଓ ଦ୍ୱେଷ ଆଲୋଚନାରେ ଜୀବନଯାପନ କରିଥାଇ ପାରୁ !ତାହା ଆମ ଦୃଷ୍ଟିରେ ନ୍ୟାୟ ଲାଗିପାରେ !କିନ୍ତୁ ପ୍ରେମିକ ପରମେଶ୍ୱର, ଆତ୍ମତୂଲ୍ୟ ତୁମ୍ଭ ପ୍ରତିବାସିଙ୍କୁ ପ୍ରେମ କର, ଦେଇଥିବା ଆଜ୍ଞାରେ ତୁମ୍ଭେ ଓ ମୁଁ ଦ୍ୱେଷ କରୁଥିବା ଵ୍ୟକ୍ତି ମଧ୍ୟ ମିଶିଯିବ ବୋଲି ଆଲୋଚନା କରି ଦେଖିଲ କି ? 

 

ବାଇବଲରେ ଅବିମେଲକ, ଇସାହାକ ଓ ତାଙ୍କ ପରିବାରକୁ, ତାଙ୍କ ଦାସମାନଂକୁ ଓ ତାଙ୍କ ପଶୁମାନଙ୍କୁ ତାଙ୍କ ପ୍ରାନ୍ତ ଛାଡିଯିବା ନିମନ୍ତେ ଘୋଡେଇବାରୁ ମଧ୍ୟ, ଅବିମେଲକ ଓ ଦାସମାନେ ପୁନଃବାର ଇସାହାକଙ୍କ ନିକଟକୁ ଯିବାରୁ ଇସ୍‍ହାକ ସେମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନପାନ କଲେ।ଇସାହାକ ତାଙ୍କୁ ଘୋଡେଇବା ଲୋକଙ୍କୁ ହିଁ ଭୋଜ କରିଥିବା ବେଳେ, ଆମକୁ ଅସୁବିଧା କରିଥିବା ଲୋକଙ୍କୁ, କଟୁବାକ୍ୟ କହିଥିବା ଲୋକଙ୍କୁ, ଲୁହ ଝରାଇବା ନିମନ୍ତେ କାରଣ ହୋଇଥିବା ଲୋକଙ୍କୁ ଆମେ କ୍ଷମା କରି ଗ୍ରହଣ କରିବା ନାହିଁ କି ? ତୁମ୍ଭ ଶତ୍ରୁମାନଙ୍କୁ ପ୍ରେମ କରନ୍ତୁ , ତୁମଙ୍କୁ ହିଂସା କରିଥିବା ଲୋକଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ଏହା କେବଳ କଥାରେ ନୁହେଁ, କାର୍ଯ୍ୟରେ ଜୀବନରେ ଦେଖାଇ, ପରମ ପିତାଙ୍କ ବାକ୍ୟ ଅନୁସାରେ ଜୀବନଯାପନ କରିବା !ଅନେକଙ୍କୁ ତାଙ୍କ ସଦୃଶ୍ୟ ହେବା ନିମନ୍ତେ ପରିଶ୍ରମ କରିବା !

- ଏଲ. ଆଲାଗାର ସ୍ୱାମୀ 

 

ପ୍ରାର୍ଥନାର ଅଂଶ :-

ଆମ ସଂପୂର୍ଣ୍ଣ ପ୍ରତି ମିଶିନାରିଙ୍କୁ ପ୍ରଭୁ ସଂରକ୍ଷଣ କରି, ପୋଷଣ କରି, ଅଦଭୂତ ଭାବେ କଢାଇ ନେବାକୁ ପ୍ରାର୍ଥନା କରିବା !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet