Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-06-2021
Share:

By Village Missionary Movement

Monday, 07-Jun-2021

ଆଜିର ବାକ୍ୟ (Oriya) 07-06-2021

 

ପ୍ରେମିକ ଅଗ୍ନି 

 

“କାରଣ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବଶରେ ରଖି ଚଳାଉଅଛି, ଯେଣୁ ଆମ୍ଭେମାନେ ଏହି ବିଚାର କରିଅଛୁ ଯେ, ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ସମସ୍ତେ ମୃତ ହେଲେ;” - ଦ୍ୱିତୀୟ କରିନ୍ଥୀୟ 5:14

 

ରୁଷିଆ ଦେଶର କାରାଗାରରେ ଖ୍ରୀଷ୍ଟଙ୍କ ସୁସମାଚାର ନିମନ୍ତେ ବନ୍ଧି ହୋଇ ରହିଥିବା, ତାଙ୍କ ଜୀବନରେ କୋଡିଏ ବର୍ଷ ଅନ୍ଧକାର ବଖରାରେ ଜୀବନ ବିତାଇ ଥିଲେ ବିଶପ ଭିକଟର ଫିଲିକସ !ପ୍ରତିଦିନ ସନ୍ଧ୍ୟାରେ ଏକ ଛୋଟ ଶୁଖିଲା ଘାସରେ ତିଆରି କରାଯାଇଥିବା ବିଛଣା ତାଙ୍କୁ ଦିଆଗଲା !ସେହି ବଖରାରେ ସେ କେବଳ ସାତ ଘଣ୍ଟା ହିଁ ଶୋଇବାକୁ ଅନୁମତି ପାଇଲା !ବଳକା ସତର ଘଣ୍ଟା ସେହିଁ ଛୋଟ ବଖରାରେ ସେ ଘୁରି ବୁଲି ଥିବାକୁ ହେବ !ଠିଆ ହେଲେ ଅଥବା ବସିଲେ କାରାଗାରର ରକ୍ଷକ ଆସି ତାଙ୍କୁ ମାଡ଼ ମାରି ଦଣ୍ଡ ଦେଉ ଥାନ୍ତି !କୋଡିଏ ବର୍ଷ ଏହିପରି କଠିନ ଦଣ୍ଡକୁ ଅନୁଭବ କଲାପରେ, ଆଉ ଚାରି ବର୍ଷ ପୃଥିବୀର ବରଫ ସ୍ଥାନ ସାଇବେରିଆରେ ମାଇନସ ଷାଠିଏ ଡିଗ୍ରୀ ସେଲସିଏସ ଜଳବାୟୁରେ ଦେହରେ ପୋଷାକ ନ ରଖି ସେହି ଥଣ୍ଡାରେ ବରଫ ହୋଇ ଯାଇ ମରିଯିବାକୁ ତାଙ୍କୁ ଦଣ୍ଡ ଦେଇ ପଠାଇ ଦିଆଗଲା !ତାଙ୍କୁ ଦଣ୍ଡ ଦେଉ ଥିବା ଲୋକଙ୍କ ଉପରେ ହୋଇଥିବା ମିଠା ଅନୁଭୂତି ଦ୍ୱଏଷ ସମସ୍ତ ତରଳାଇବା ପାଇଁ ପ୍ରଭୁଙ୍କର ଅଗ୍ନିକୁ ତାଙ୍କୁ ଅନୁମତି କଲେ !ତେଣୁ ମୁଁ ବଞ୍ଚିଛି ବୋଲି କହନ୍ତି !ତାଙ୍କର ହୃଦୟରେ ଯୀଶୁ ଜଳାଇ ଥିବା ପ୍ରେମର ଅଗ୍ନିର ଗରମ ଯୋଗୁଁ ସାଇବେରିଆ ଜଳବାୟୁରେ ସେ ଶାନ୍ତିରେ ରହି ପାରିଲା !

 

ବାଇବଲରେ ମଧ୍ୟ ରାଜା ନବୂଖଦ ସୁନାର ପ୍ରତିମୂର୍ତ୍ତିକୁ ପ୍ରଣାମ କରିବା ଲୋକଙ୍କୁ ଜଳୁଥିବା ଅଗ୍ନି ଜ୍ୱାଲାରେ ପକାଇ ଦିଆଗଲା !ପରମେଶ୍ୱରଙ୍କ ଠାରେ ରଖିଥିବା ବିଶ୍ୱାସରେ ଶଦ୍ରକ୍‍, ମୈଶକ୍‍ ଓ ଅବେଦ୍‍ନଗୋ ରାଜାକୁ ଉତ୍ତର କରି କହିଲେ, ହେ ନବୂଖଦ୍‍ନିତ୍ସର, ଆମ୍ଭେମାନେ ଯାହାଙ୍କର ସେବା କରୁ, ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି; ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ! ମାତ୍ର ଯଦି ନ କରନ୍ତି, ତେବେ ହେ ମହାରାଜ, ଆମ୍ଭେମାନେ ଯେ ଆପଣଙ୍କ ଦେବତାଗଣର ସେବା କରିବୁ ନାହିଁ, ବୋଲି କହିଲେ !ତେବେ ସେମାନଙ୍କର ବିଶ୍ୱାସ କେତେ ମହାନ ଦେଖନ୍ତୁ !ସେହି ଅଗ୍ନି ଜ୍ୱାଲାରେ ପକାଇବା ସମୟରେ ମଧ୍ୟ ତାଙ୍କୁ ଲୋକଙ୍କୁ ରକ୍ଷା କରନ୍ତୁ ବୋଲି ଅଗ୍ନି ମଧ୍ୟକୁ ଓଲାଇ ଆସି ଉଦ୍ଧାର କରିଥିବା ପରମେଶ୍ୱରଙ୍କ ଶକ୍ତି କେତେ ମହାନ !

 

ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ ( ପ୍ରଥମ ପିତର :-1:7 ) !ଅଗ୍ନିରେ ପକାଯାଉ ଥିବାବେଳେ ଧାତୁ ସଫା କରାଯାଏ !ତାହା ଶକ୍ତି ପାଇବ !ସେହି ପରି ଆମ ବିଶ୍ୱାସ ପରିକ୍ଷୀତ ହେବାବେଳେ, ଆମେ କିପରି ରହୁଛୁ ? ସମସ୍ୟା, ଯୁଦ୍ଧ ଆମକୁ ପଶାଇବା ବେଳେ ଆମ ମନ ଭାଙ୍ଗି ଯାଉଛି କି ? ନା ଆମେ ଖ୍ରୀଷ୍ଟଙ୍କ ପ୍ରେମରେ ରହି, ଆମ ହୃଦୟରେ ଜ୍ୱାଲାଇ ପରମେଶ୍ୱରଙ୍କ ଅଗ୍ନିଦ୍ଵାରା ପ୍ରକାଶିତ ହୋଇ, ପବିତ୍ରତା ହୋଇ, ମୁକ୍ତି ହେଉଛୁ କି ? ଆଲୋଚନା କରିବା !କୌଣସି ପରିସ୍ଥିତିରେ ମଧ୍ୟ ଖ୍ରୀଷ୍ଟଙ୍କ ଠାରେ ରହିଥିବା ପ୍ରେମକୁ ଆମେ ପରିତ୍ୟାଗ ନ କରି ରହିବାକୁ ହେବ !ପ୍ରଭୁଙ୍କର ପ୍ରେମର ଜ୍ୱାଲା ନିଜ ଠାରେ ପ୍ରକାଶିତ କରନ୍ତୁ !ତେବେ ଆମେ ଅନ୍ୟକୁ ପ୍ରୟୋଜନ ହୋଇ ଆଲୋକ ଦେବା, ଆମେନ !

- ଶ୍ରୀମତୀ ବାସନ୍ତୀ ରାଜ ମୋହନ 

 

ପ୍ରାର୍ଥନାର ଅଂଶ :-

ଲକଡାଉନ ଯୋଗୁଁ ସ୍କୁଲକୁ ନ ଯାଇ ଘରେ ରହିଥିବା ପିଲାମାନଙ୍କ ସଂରକ୍ଷଣ ଓ ସେମାନଙ୍କ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet holiganbet güncel giriş matbet giriş holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet jojobet jojobet jojobet holiganbet holiganbet grandpashabet grandpashabet grandpashabet bahiscom Hiltonbet Hiltonbet giriş