Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-06-2021
Share:

By Village Missionary Movement

Thursday, 03-Jun-2021

ଆଜିର ବାକ୍ୟ (Oriya) 03-06-2021

 

ସଂପୂର୍ଣ୍ଣ ବିଶ୍ୱାସ 

 

“କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ ।“ - ରୋମୀୟ 4:21

 

ଜଣେ ଲୋକ ରାତ୍ରି ସମୟରେ ପର୍ବତ ଅଂଚଲରେ ଚାଲି ଚାଲି ଯାଉଥିଲା !ହଠାତରେ ଗୋଡ଼ ଖସି ତଳେ ପଡିଯାଇ ଗଡିବାକୁ ଲାଗିଲା !ଦୃଢ ରୂପେ ଚେଷ୍ଟା କରିବା ପରେ ଗୋଟିଏ ଗଛର ଶାଖାକୁ ହାତରେ ଧରିକି ଓହଳି ରହିଲା !ପ୍ରଭୁ ସାହାଯ୍ୟ କରନ୍ତୁ, କହି ପ୍ରାର୍ଥନା କଲା !ପ୍ରଭୁ କହିଲେ, ହସ୍ତ ଛାଡି ଦିଅ ମୁଁ ସାହାଯ୍ୟ କରିବି !କିନ୍ତୁ ସେହି ଲୋକ କହିଲା, ପ୍ରଭୁ କିପରି ମୁଁ ହାତ ଛାଡି ଦେବି କହି, ଆଉ ଜାବୁଡି ହାତରେ ଗଛ ଶାଖାକୁ ଧରିଲା !ହାତ ବଥା ଅଧିକ ହେଲା, କିନ୍ତୁ ଆଉଥରେ ସାହାଯ୍ୟ ମାଗିଲା !ମୋ ପ୍ରତି ଦୃଢ ବିଶ୍ୱାସ ରଖି ତୁମ୍ଭେ ଧରି ଥିବା ଶାଖାରୁ ହାତକୁ ଛାଡି ଦିଅ କହି ଆଉଥରେ ଉତ୍ତର ଆସିଲା !କେତେ ଗଭୀର ଅଛିକି, କଣ ହୋଇ ଯିବିକି ବୋଲି ଆଲୋଚନା କରି ହାତ ଛାଡିବାକୁ ଇଚ୍ଛା ନ ଥାଇ ଓହଳି ରହିଥିଲା !ସମୟ ବିତୁଥାଏ ସକାଳ ହୋଇ ଉଜ୍ୱଳ ହେବା ଆରମ୍ଭ ହେଲା !ଉଜ୍ୱଳରେ ଧୀରେ ଧୀରେ ତଳକୁ ଦେଖିଲା !ତାଙ୍କ ପାଦ ଠାରୁ ଭୂମିକୁ କେବଳ ତିନି ପୁଟ ହିଁ ଉଚ୍ଚତା ଥିଲା !ପ୍ରଭୁ କହିଥିବା ବାକ୍ୟକୁ ନତ ହୋଇ ସେହି ଶାଖାକୁ ଛାଡି ଥିଲେ, ରାତି ସାରା ମୃତ୍ୟୁ ଭୟରୁ, ଥରିବାରୁ, ହାତ ବଥାରେ ଓହଳି ରହିବାର ଆବଶ୍ୟକତା ରହି ନ ଥାନ୍ତା !

 

ପବିତ୍ର ବାଇବଲରେ ମଧ୍ୟ ଅବ୍ରାହମଙ୍କ ବିଷୟରେ, କିନ୍ତୁ ବୟସ ପ୍ରାୟ ଏକ ଶତ ବର୍ଷ ହେବାରୁ ସେ ଆପଣା ଶରୀରକୁ ମୃତବତ୍‍ ଓ ସାରାଙ୍କ ଗର୍ଭକୁ ମୃତ ବୋଲି ବିବେଚନା କଲେ ସୁଦ୍ଧା ବିଶ୍ୱାସରେ ଦୁର୍ବଳ ହେଲେ ନାହିଁ, ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,କିନ୍ତୁ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ୱାସରେ ବଳବାନ ହେଲେ (ରୋମିୟ :-4:19-21) ବୋଲି ପଡୁଅଛୁ !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ତୁମ୍ଭେ ଅପେକ୍ଷା କରୁଥିବା ଯେକୌଣସି କାର୍ଯ୍ୟ ହେଉବା ପ୍ରଭୁଙ୍କୁ ବିଶ୍ୱାସ କରି ତାଙ୍କ ହସ୍ତରେ ଛାଡିଛ କି ? ନା ଏପରି ହେବାକୁ ଅଛି, ସେପରି ହେବାକୁ ଅଛି କହି ଶାଖାକୁ ଧରିକି ଥିଲା ପରି ଧରି ରହିଛ କି ? ପ୍ରଭୁଙ୍କୁ ବିଶ୍ୱାସ କରି ତାଙ୍କ ହସ୍ତରେ ସମର୍ପଣ କରି ତୁମ୍ଭର କାର୍ଯ୍ୟ ଯାହାହେଲେବି ସମାନ ରୂପେ, ଉତ୍ତମ ରୂପେ କରି ଶେଷ କରିବାକୁ ସେ ସିଦ୍ଧ ହୋଇଅଛନ୍ତି !ଅଦଭୂତ ପାଇବାକୁ ତୁମ୍ଭେ ସିଦ୍ଧ କି ? 

- ଏଲ. ଆଲାଗାର ସ୍ୱାମୀ 

 

ପ୍ରାର୍ଥନାର ଅଂଶ :-

ଆମ ମିଶିନାରୀ ଆଲଵିନଙ୍କ ସହଧର୍ମିଣୀ ନିରୋଶା ଉତ୍ତମ ପ୍ରସବ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ 

ୱାଟସଫ ତାମିଲ ପାଇଁ : - 919444011864

ଇଂରାଜୀ ପାଇଁ : - 918610984002

ହିନ୍ଦୀ ପାଇଁ :- 919385810496

ତେଲୁଗୁ ପାଇଁ : -919361167117

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet