By Village Missionary Movement
Tuesday, 25-May-2021ଆଜିର ବାକ୍ୟ (Oriya) 25-05-2021
ଅଧିକ ବିମାନ ଦେଖନ୍ତୁ
“କାରଣ ଜୀବନଦାୟକ ଆତ୍ମାଙ୍କ ମୋଶାଙ୍କ ବ୍ୟବସ୍ଥା ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ତୁମ୍ଭକୁ ପାପ ଓ ମୃତ୍ୟୁଦାୟକ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ କରିଅଛି।“ - ରୋମୀୟ 8:2
ସାର ଆଇଯାକ ନିଉଟୋନ ଗ୍ରାଭିଟଫୋରସ ଅର୍ଥାତ ମାଧ୍ୟ୍ୟକର୍ଷଣ ଶକ୍ତି ଆବିଷ୍କାର କରିଥିବା ବ୍ୟକ୍ତି ବୋଲି ଆମେ ଜାଣୁ !ଦିନେ ସେ ଗୋଟିଏ ସେଓ ଗଛ ତଳେ ବସିଥିବା ବେଳେ ସେଓ ତଳେ ପଡ଼ିବାର କାରଣ କଣ ଅଟେ ବୋଲି ଆଲୋଚନା କରୁଥିବା ବେଳେ ପୃଥିବୀରେ ଗୋଟିଏ ଆକର୍ଷଣ ଶକ୍ତି ଅଛି ବୋଲି ଜାଣି ପାରିଲା !ଏହି ବିଧାନ ଅନୁଯାୟୀ ଏକ ବସ୍ତୁକୁ ଆକାଶ ଆଡକୁ ଫିଙ୍ଗିବା ଦ୍ଵାରା ପୃଥିବୀ ତାର ଆକର୍ଷଣ ଶକ୍ତି ଦ୍ଵାରା ତାଙ୍କ ନିକଟକୁ ଟାଣିଦିଏ !ମାତ୍ର ଅନେକ ମଣିଷକୁ ଓ ତାଙ୍କର ଆସବା ପତ୍ର ବୋଝ ବୋହି ନେଉଥିବା ବିମାନ ପୃଥିବୀର ଆକର୍ଷଣ ଶକ୍ତିକୁ ଆକର୍ଷିତ ନ ହୋଇ କିପରି ଉଡ଼ୁଛି ? ବିମାନର ଜେଟ ଇନ୍ଦନ ଦ୍ଵାରା ବିମାନ ଆଗକୁ ଯିବାକୁ, ଉପରକୁ ଉଡିବାକୁ ପୃଥିବୀର ଆକର୍ଷଣ ଶକ୍ତିକୁ ବିପରୀତ ଭାବେ ମହାନ ବଳ ପାଇଛି !ତେଣୁ ପୃଥିବୀର ଆକର୍ଷଣ ଶକ୍ତି ଦ୍ଵାରା ବିମାନକୁ ତଳକୁ ଟାଣି ନ ହୋଇ ରହିଛି !
ବାଇବଲରେ ମଧ୍ୟ ଦୁଇ ପ୍ରକାର ବ୍ୟବସ୍ଥା ବିଷୟରେ କୁହାଯାଇଛି !ପ୍ରଥମ ପାପର ବ୍ୟବସ୍ଥା ଓ ଅନ୍ୟଟି ଆତ୍ମୀୟ ବ୍ୟବସ୍ଥା !ପାପର ବ୍ୟବସ୍ଥା ଜଣେ ମଣିଷକୁ ତାଙ୍କ ଆଡକୁ ଟାଣି ଦେବ !ମାତ୍ର ଆତ୍ମୀୟ ବ୍ୟବସ୍ଥା ପାପରେ ଛଟପଟ ହେଉଥିବା ମଣିଷକୁ ପାପରୁ ମୁକ୍ତ କରୁଛି !ପାପ ଆମ ଇଚ୍ଛାର କାର୍ଯ୍ୟ କରିବାକୁ ଆମକୁ ପ୍ରେରଣା ଦିଏ !କିପରି ଅର୍ଥାତ ଆମେ କରୁଥିବା କାର୍ଯ୍ୟ ଆମକୁ ସମ୍ପର୍କ ନ ଥାଏ !ମୁଁ ଆଶା କରିଥିବା କାର୍ଯ୍ୟ ନ କରି ଯାହା ତିରିସ୍କାର ହୋଇଛି ତାହା କରୁଛି !ଏପରି ମୁଁ ଇଚ୍ଛାର ନ କରି ରହିବାକୁ ମୋଠାରେ ଏକ ବିରୋଧୀ କାର୍ଯ୍ୟ କରୁଛି ବୋଲି ମୁଁ ସ୍ୱୀକାର କରୁଛି !ମୁଁ ନୁହେଁ ମୋଠାରେ ରହିଥିବା ପାପ ହିଁ ତଦରୂପ କରୁଛି ବୋଲି ପ୍ରେରିତ ପାଉଲ ସ୍ୱୀକାର କରୁଛନ୍ତି !
ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ପ୍ରତିଦିନ ତୁମ୍ଭେ ପାପ ସହିତ ଯୁଦ୍ଧ କରୁଛ କି ? ତୁମ୍ଭେ କରିବା କାର୍ଯ୍ୟଟି କରି ନ ପାରି ପାପ ତୁମ୍ଭଙ୍କୁ ଅଧିକାର କରୁଛି କି ? ଚିନ୍ତା କରନ୍ତୁ ନାହିଁ !ନିଁଛିତ ବିମୋଚିତ ହେବ !ଆତ୍ମାରେ ଶାରୀରିକ କାର୍ଯ୍ୟକୁ ଧାର କଲେ ତୁମ୍ଭେ ବଞ୍ଚିବ ବୋଲି ଲେଖା ଯାଇଥିବା ବାକ୍ୟ ଅନୁସାରେ ପାପଠୁ ବଳବାନ ପବିତ୍ର ଆତ୍ମା ଆମ୍ଭଠାରେ ପାପ କ୍ରିୟାକୁ ଧାର କରି ପବିତ୍ରତାରେ ବଞ୍ଚିବାକୁ ସାହାଯ୍ୟ କରିବ !ଯେପରିକି ବିମାନ ତଳେ ନ ପଡି ସେଠି ରହିଥିବା ନିରନ୍ତନ ବଳବାନ ଇନ୍ଦନ ଦ୍ଵାରା ତାହା ଆକାଶରେ ଉଡ଼ୁଛି ! ସେହିପରି ଆମଠାରେ ଥିବା ପବିତ୍ର ଆତ୍ମାର ବଳବାନରେ ଆମେ ମଧ୍ୟ ପବିତ୍ରତାରେ ସ୍ୱର୍ଗ ରାଜ୍ୟ ଆଡକୁ ଆମେ କଢ଼େଇ ହେବା !ଯେପରିକି ଛୋଟ ପିଲାମାନେ ଆକାଶର ବିମାନକୁ ଦେଖି ଆଚର୍ଯ୍ୟ ହେଉଛନ୍ତି, ସେହିପରି ଆମ ପବିତ୍ର ଜୀବନ ଦେଖି ଆମେ ହିଁ ବେଳେବେଳେ ଆଚର୍ଯ୍ୟ ହୋଇଯିବା !ହାଲେଲୁଆ !
- ପି. ଶିବା
ପ୍ରାର୍ଥନାର ଅଂଶ :-
ତାମିଲ, ଇଂରାଜୀ, ହିନ୍ଦୀ, ତେଲୁଗୁ, କାନାଡା, ମାଲାୟାଲାମ, ଓଡ଼ିଆ ଓ ପଂଜାବୀ ଏହି ଆଠଟି ଭାଷାରେ ଆସୁଥିବା ଆମ ପ୍ରତିଦିନ ଧ୍ୟାନଟି ଅନେକଙ୍କୁ ଶକ୍ତିଶାଳୀ କରିବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.