Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-05-2021
Share:

By Village Missionary Movement

Tuesday, 18-May-2021

ଆଜିର ବାକ୍ୟ (Oriya) 18-05-2021

ବିଦ୍ୟୁତ ତାରରେ ଥିବା ପକ୍ଷୀ 

“ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି।“ - ଯୋହନ 17:16

କଥା ହୋଇ ପୁଣି ଫେରି ଘରକୁ ଆସିଥିବା ଜୋଏଲ, ତାଙ୍କ ଘର କୋଠା  ଉପରେ ଥିବା ବିଦ୍ୟୁତ ତାର ଉପରେ ବସି କିଛି ପକ୍ଷୀ ଶବ୍ଦ କରିବା ଦେଖି ଖୁସିରେ ଆନନ୍ଦ ହୋଇ ହାତରେ  ଧରିବାକୁ ଗଲା !ହଠାତରେ ଜୋଏଲର ହାତ ସେହି ତାରକୁ ବାଜିବା ଦ୍ଵାରା ମୁର୍ଚ୍ଛା ହୋଇ ତଳେ ପଡିଗଲା !ପକ୍ଷୀଗୁଡିକ ଶବ୍ଦ କରି ଉଡିଗଲେ !ବାଳକ ଜୋଏଲକୁ ମନରେ ଗୋଟିଏ ପ୍ରଶ୍ନ ଆସିଲା !ପକ୍ଷୀଗୁଡିକ ବିଦ୍ୟୁତ ତାରରେ ବସିଥିବା ବେଳେ କିଛି ହେଲା ନାହିଁ !ମାତ୍ର ମୋର ହାତ ଧୀରସ୍ଥିରରେ ବିଦ୍ୟୁତ ତାରକୁ ବାଜିବାରୁ ସୋକ ବାଜିଲା !ଏହା କିପରି ସମ୍ଭବ ବୋଲି ତାଙ୍କ ମାଆଙ୍କ ନିକଟରେ ପଚାରିଲା !ତାହାର ଉତ୍ତରରେ ମାଆ କହିଲା, ପକ୍ଷୀଗୁଡିକ ବିଦ୍ୟୁତ ତାର ଉପରେ ବସିଥିବା ବେଳେ ତାଙ୍କର ଏହି ଭୂମି ଉପରେ କୌଣସି ଶ୍ୱର୍ସ ନ ଥିଲା !କିନ୍ତୁ ତୁମ ହାତ ବିଦ୍ୟୁତ ତାରକୁ ବାଜିଲା ବେଳେ ତୁମ ଗୋଡ଼ ଦୁଇଟି ଭୂମି ଉପରେ ଶ୍ୱର୍ଷ ହୋଇ ଥିବା ହେତୁ ତୁମକୁ ସୋକ ହେଲା !

ହଁ ଏହି ପକ୍ଷୀଗୁଡିକ ଜଗତରେ ଥିବା ବେଳେ ତାଙ୍କର ଭୂମିରେ କୌଣସି ସମ୍ପର୍କ ନ ଥିବା ହେତୁ ସାଧାରଣ ଭାବେ ସଂରକ୍ଷଣ ହୋଇ ଚିନ୍ତା ବିହୀନ ଜୀବନଯାପନ କରି ଆନନ୍ଦରେ ଚାରିପଟ ଘୁରି ବୁଲନ୍ତି !ଆମେ ମଧ୍ୟ ଏପରି ଜୀବନ ବଂଚିବାକୁ ଆମତ୍ରଣ ହୋଇଛୁ !ଏହା କିପରି ସାଧ୍ୟ ବୋଲି ପଚାରୁଛନ୍ତି କି ? ଆମେ ଜଗତରେ ବଂଚିବା ବେଳେ ଜାଗତିକ ନୁହଁ ବୋଲି ବାଇବଲ କହୁଛି !ହଠାତ ନେତ୍ର ଆଶା, ଶାରୀରିକ ଆଶା, ବୋଲି ଜାଗତିକ ଅନୁଯାୟୀ ଏହା ଉପରେ  ବାଞ୍ଚା ଓ ଇଚ୍ଛା କରି ମନୁଷ୍ୟର ଆତ୍ମା ଏହି ପୃଥିବୀରେ ବିନାଶ ହୋଇଯାଉଛି !ଉଦାହରଣ ସ୍ୱରୂପ ଅବା ତାଙ୍କ ଚକ୍ଷୁରେ ଫଳକୁ ଦେଖିଲା !ତାହାର ସ୍ୱାଦ ଚାଖିବି ବୋଲି ଶାରୀରିକ ଆଶା ସୃଷ୍ଟି ହେଲା !କାହିଁକି, ପରମେଶ୍ୱରଙ୍କ ସଦୃଶ୍ୟ ହୋଇଯିବାକୁ !ମାତ୍ର ଯୀଶୁଖ୍ରୀଷ୍ଟ ଅରଣ୍ୟରେ ସଇତାନ ଦ୍ଵାରା ପରୀକ୍ଷୀତ ହେବା ବେଳେ ଏହି ତିନୋଟି କାର୍ଯ୍ୟରୁ  ବିଜୟୀ ହେଲେ !

ପ୍ରିୟ ବନ୍ଧୁଗଣ, ମୁ ଜାଗତିକ ହୋଇ ନ ଥିବା ପରି ତୁମ୍ଭେ ମଧ୍ୟ ଜାଗତିକ ନୁହଁ ବୋଲି ଯୀଶୁଖ୍ରୀଷ୍ଟ କହିଥିବା ବାକ୍ୟକୁ ସବୁବେଳେ ମନେରଖିବା !ଆମେ ଏହି ପୃଥିବୀରେ ବଞ୍ଚୁଥିବା ଜାଗତିକ କାର୍ଯ୍ୟ ଗୁଡିକ,  ଜୀବନ ଜୀବିକା ବିଧାନ ଆମକୁ ଆକର୍ଷଣକରିବାକୁ, ଆମକୁ ଦହରାଇବାକୁ ସ୍ଥାନ ଦେବା ନାହିଁ !ଏବଂ ଜଗତକୁ ପ୍ରେମ କରନ୍ତୁ ନାହିଁ ବୋଲି ବାଇବଲ କହୁଛି !ହଁ ଆମେ ପୃଥିବୀରେ ଥିଲେ ମଧ୍ୟ ଆମ ଜୀବନ ଜଗତକୁ ପ୍ରେମ ନ ରହି, ପ୍ରଭୁଙ୍କର ଇଚ୍ଛାରେ ରହିବାକୁ ଦିଅ !ସେହିପରି ଜୀବନ ବଂଚିବାକୁ ପ୍ରଭୁ ଆମକୁ ସାହାଯ୍ୟ କରି କଢାଇ ନିଅନ୍ତୁ 
-    ଶ୍ରୀମତୀ ଯଶସ୍ମିନ ଶାମୂଏଲ 

ପ୍ରାର୍ଥନା କରନ୍ତୁ :-
ଏହି ମାସ 14, 15, 16ତାରିଖରେ ମିଶିନାରି ପିଲାଙ୍କ ନିମନ୍ତେ ନିର୍ଣ୍ଣୟ କରାଯାଇଥିବା ଯୋଶୁଆ ଶିବିରରେ  ଅନେକ ମିଶିନାରି ପିଲାମାନେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al