Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-05-2021
Share:

By Village Missionary Movement

Saturday, 15-May-2021

ଆଜିର ବାକ୍ୟ (Oriya) 15-05-2021

ବିହନ ଗଜା ହେବ 

“ଅତଏବ, ଯେ ରୋପଣ କରେ କିମ୍ବା ଯେ ଜଳ ସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର, ସେ ସାର।“ - କରିନ୍ଥୀୟ 3:7

ପ୍ରାର୍ଥନାର ପ୍ରେରିତ ବୋଲି କୁହାଯାଉ ଥିବା ଯୋହନ ହାଇଡ ପଞ୍ଜାବ ରାଜ୍ୟର ଏକ ଛୋଟ ଗାଁରେ ତାଙ୍କର ସେବକ ଓ ସାଙ୍ଗଙ୍କର  ସହିତ ସେବାକାର୍ଯ୍ୟ ଆରମ୍ଭ କଲେ !ଦୁଇ ଜଣ ରାତିଦିନ ନିରନ୍ତର ପ୍ରାର୍ଥନା କରି ଲୋକଙ୍କ ସହିତ ମିଳନ ହୋଇ ପ୍ରଭୁଙ୍କର ବାକ୍ୟକୁ କହୁଥାନ୍ତି !କିନ୍ତୁ କିଛି ହିଁ ପ୍ରତିଫଳ ମିଳିଲା ନାହିଁ !କାହିଁକି ଏପରି ହେଲା ବୋଲି ଦୁଇ ଜଣ ନିରୁଉଚ୍ଚାହ ହେଲେ !ଆମେ ସଠିକରେ ନାହିଁ କି ? ନା ଆମର ସେବା ଶୈଳୀ ଠିକ  ନାହି ? ଏପରି କଥା ହେଲେ !ସେମାନେ ଏହା ହିଁ ଶେଷ ପ୍ରଚାର ବୋଲି କଥା ହୋଇ ଗୋଟିଏ ଗୀତଟି ଗାଇ ଲୋକଙ୍କୁ ପ୍ରଭୁଙ୍କର ବାକ୍ୟ ଶୁଣାଇଲେ !କିଛି ସମୟ ପରେ ଜଣେ ଯୁବକ ଆସି କହିଲା, ସେହି ଗୀତଟି ତାକୁ ଆକର୍ଷଣ କଲା !ତାପରେ ଜଣେ ଜଣେ ଆଗକୁ ଆସି ସେହି ଦିନରେ ବାପ୍ତିସ୍ମ ନେବାକୁ ସମର୍ପିତ ହେଲେ !ଯୋହନ ହାଇଡ ଆବାକ ହୋଇଗଲା !

ପ୍ରେରିତ ପାଉଲ ଉତ୍ତମ ରୂପେ ପ୍ରଭୁଙ୍କର ବାକ୍ୟକୁ ବୁଣିବା ଶିକ୍ଷା ପାଇଥିବା ବ୍ୟକ୍ତି !ବାକ୍ୟର ବିହନ ସମସ୍ତ ସ୍ଥାନରେ, ଲୋକଙ୍କ ହୃଦୟରେ ସମୟ ମିଳୁ କି ନ ମିଳୁ ପ୍ରଚାର  କରୁଥାଏ !ମାତ୍ର ପ୍ରଭୁ ହିଁ ତାହାର ଫଳ ଦେବ ବୋଲି ସେ ନିରିକ୍ଷଣରେ ଥାଏ !ସେଥିପାଇଁ ପାଉଲ କହନ୍ତି, ମୁ ରୋପଣ କଲି, ଆପୋଲ ପାଣି ଦେଲା , ପ୍ରଭୁ ହିଁ ତାର ପ୍ରତିଫଳ ଦେଲା !ଏହି ସତ୍ୟ ପାଉଲ ଜାଣି ପାରିଥିବା ହେତୁ ନିରୁଉଚ୍ଚାହିତ ନ ହୋଇ ତାଙ୍କର ସେବା କାର୍ଯ୍ୟକୁ ସମ୍ପୂର୍ଣ କଲା !

ଏହା ପାଠ କରୁଥିବା ପ୍ରିୟ ବନ୍ଧୁଗଣ, ତୁମେ ଗୋଟିଏ ମଣ୍ଡଳୀ ଚଲାଇ ଥାଇପାର,  ନାଇତ ସୁସମାରର ସେବାକାର୍ଯ୍ୟ କରି ଥାଇପାର, ବର୍ଷ ବର୍ଷ ଧରି ସେବା କରିଲେ ମଧ୍ୟ ଆତ୍ମା କାଟି ନ ପାରି ଅସୁବିଧା ହେଉଛ କି ? କୌଣସି ପ୍ରତିଫଳ ନାହିଁ ବୋଲି ନିରୁଉଚ୍ଚାହ ହେଉଛ କି ? ବୁଣିବା ଆମର କର୍ତ୍ତବ୍ୟ , ପ୍ରାର୍ଥନାରେ ପ୍ରଭୁ ଦେଇ ଥିବା କାମକୁ ବିଶ୍ୱାସରେ କରନ୍ତୁ !ପ୍ରଭୁ ଆମକୁ ଉଚ୍ଚାହ କଲା ପରି ତେବେ ତେବେ କିଛି ପ୍ରତିଫଳ ଦେଉଥିବେ !ସେଇଥି ପାଇ ଆମେ କରୁଥିବା ସେବା ବ୍ୟର୍ଥ ବୋଲି ନତ ହୁଅନ୍ତୁ ନାହିଁ !ପାଣି ଉପରେ ଖାଦ୍ୟ ପକାଅ, ଅନେକ ଦିନ ପରେ ତାହାର ପ୍ରତିଫଳ ଦେଖିବ, ଏହାହିଁ ବାକ୍ୟ !ହାଲେଲୁଆ !
-    ଶ୍ରୀମତୀ ଜ୍ୟୋତି ଆନନ୍ଦ 

ପ୍ରାର୍ଥନା କରନ୍ତୁ :-
ନୂତନ ଭାବେ ଆମ ସହ ମିଶି ରହିଥିବା ମିଶିନାରିଙ୍କୁ ପରମେଶ୍ୱର ଶକ୍ତିଶାଳୀ ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet