Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-05-2021
Share:

By Village Missionary Movement

Thursday, 13-May-2021

ଆଜିର ବାକ୍ୟ (Oriya) 13-05-2021

ଦର୍ଶନ ନ ପାଇଲେ ମୃତ୍ୟୁ ନାହିଁ 

“ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା।“ – ଲୂକ 2:26

1985ମସିହାରେ ପୋର୍ଥଗାଲ ଦେଶର ମାଧିରା ନାମକ ଏକ ଛୋଟ ଦ୍ୱିପରେ ଜଣେ ମାଆ ବାସ କଲା !ତାଙ୍କ ଉଦରରେ ବଢ଼ୁ ଥିବା ଚାରି ମାସ ଗର୍ବାଶୟକୁ  ନଷ୍ଟ କରିଦେବା ପାଇ ଆଲୋଚନା କଲେ !ଜୀବନରେ ବିରକ୍ତି, ଆର୍ଥିକ ଅନାଟନ, ଏହିଥି ମଧ୍ୟରେ  ଏହି ଶିଶୁଙ୍କୁ ଜନ୍ମ ଦେବା ବହୁତ କଷ୍ଟ ବୋଲି ଆଲୋଚନା କରି ଏହି ଭାବନା ସେ କଲା !ମାତ୍ର କଣ ଘଟଣା ହେଲା ଜାଣିଛ କି ? ସେ କେତେ ଚେଷ୍ଟା କରିବାରୁ ମଧ୍ୟ ସେହି ଗର୍ବାଶୟ ନଷ୍ଟ କରି ପାରିଲିନି !ପୁଣି 1985ମସିହାରେ ଜଣେ ମହାନ ପୁତ୍ର ସନ୍ତାନକୁ ଜନ୍ମ ଦେଲା !ପରମେଶ୍ୱରଙ୍କ ଭକ୍ତିପୂତ ମାଆ ତାର ଭୁଲକୁ ଅନୁତପ୍ତ ହୋଇ, ସେହି ବାଳକକୁ ଖ୍ରୀଷ୍ଟିଆନ ରୋନାଲୋଡ ବୋଲି ନାମ ଦେଲା !ସେ ହିଁ ଆଜିର ଫୁଟବଳ ଖେଳାଳି !ଇଏ ଗୋଲ କରିବା ବିଧାନ ବହୁତ ଆଚର୍ଯ୍ୟ ରହିଥାଏ !ସଦାବେଳେ ଛୋଟ ଦେଶ ହୋଇଥିବା ପୋର୍ଥଗାଲ ଠାରୁ ଆସି, ଏସିଆ, ୟୁରୋପ ଏହିପରି ପୃଥିବୀର ଦେଶଗୁଡିକୁ ଟଲମଲ କରି  ଦିଏ !ପରମେଶ୍ୱର ଆଉ କେତେକ କାର୍ଯ୍ୟ ଗୁଡିକ ଏହାଙ୍କ ଦ୍ଵାରା ପୂର୍ଣ୍ଣ କରିବାକୁ ସିଦ୍ଧ ହୋଇଅଛନ୍ତି  !

ବାଇବଲରେ ଲୁକ ଦ୍ୱିତୀୟ ଅଧ୍ୟାୟରେ  ଅଦଭୂତ ଏକ ବ୍ୟକ୍ତିକୁ ଦେଖିବା ! ତ୍ରାଣକର୍ତ୍ତା    ମଶିହ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ଶିମିୟୋନକୁ   ପ୍ରତ୍ୟାଦେଶ ଦିଆଯାଇଥିଲା ।ଏହା କେତେ ମହାନ ବାକ୍ୟ !କେମିତି ଉତ୍ତମ ଜୀବନଯାପନ !ପ୍ରଭୁ କହିଥିବା ବାକ୍ୟ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ମୃତ୍ୟୁ ହୋଇ ନାହିଁ !ଜୀବନ ଚାଲିଯିବା ପରିସ୍ଥିତି ଥିବାବେଳେ ତ୍ରାଣକର୍ତ୍ତା ଜନ୍ମ ନେବା ଦେଖିଲେ ହିଁ, ତାର ମୃତ୍ୟୁ ବୋଲି ପ୍ରତିଶୃତି କେତେ ସଂରକ୍ଷଣ ? ସେହି ଦିନଟି ଆସିଲା !ସେହି ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କୁ ତାଙ୍କ ହାତରେ ଧରି ପ୍ରାର୍ଥନା କଲା ! 

ଏହା ପାଠ କରୁଥିବା ବନ୍ଧୁଗଣ, ଏହି ସମୟରେ ତୁମ୍ଭଙ୍କୁ ଏହା ହିଁ ସୁସମାଚାର !ପ୍ରଭୁଯୀଶୁ ତୁମ୍ଭ ସକାଶେ ଆଶା କରି ଥିବା ଯୋଜନା, ଦର୍ଶନ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ତୁମ୍ଭେ ମୃତ୍ୟୁ ହେବ ନାହିଁ !ଅସ୍ଥାଇ ଏହି ଜଗତରେ,  ପ୍ରାଣ ପାଇ ପ୍ରତିଶୃତି ନ ଥିବା ଦିନରେ,  ଜୀବନଯାପନ କରୁଥିବା ଆମେ ମୃତ୍ୟୁ ନିମନ୍ତେ ଚିନ୍ତା କରିବା ଆବଶ୍ୟକ ନାହିଁ !ପ୍ରଭୁ ତୁମ୍ଭ ଦ୍ଵାରା ଏହି ପୃଥିବୀରେ କରିବା କାର୍ଯ୍ୟକୁ ଯୋଜନା କରି ରଖିଛନ୍ତି !ସେଥିପାଇଁ ଏହି କ୍ଷଣି ପର୍ଯ୍ୟନ୍ତ ତୁମ୍ଭଙ୍କୁ ସଂରକ୍ଷଣ କରି, ପ୍ରତିଶୃତି ଦେଇ ଚଲାଇ ଆଣୁଛନ୍ତି !ସେ ଦେଇ ଥିବା ପ୍ରତିଶୃତି,  ସେହି ଯୋଜନା ପୂର୍ଣ୍ଣ ହେବା ତୁମ୍ଭର ନୟନ ନିଚୟ ଦେଖିବ !ତାହା ଦେଖିବା ପୂର୍ବରୁ ଯେକୌଣସି ଭୟ, ଚିନ୍ତା, ମୃତ୍ୟୁ ଏମିତି  ପରିସ୍ଥିତି ଆସିଲେ ମଧ୍ୟ ତୁମ୍ଭେ ନିରିକ୍ଷଣରେ ରୁହ !କୁସମ୍ବାଦ ଶୁଣିବା ଦ୍ଵାରା ତୁମ୍ଭେ  ବିରକ୍ତି ହୁଅ ନାହିଁ !ତୁମ୍ଭ ହୃଦୟରେ  ପ୍ରଭୁଙ୍କୁ ବିଶ୍ୱାସ କରି ହୃଦୟକୁ  ଦୃଢ଼ତାରେ ରଖନ୍ତୁ !ତେଣୁ ଧଉର୍ଯ୍ୟ ସହିତ ପ୍ରଭୁଙ୍କ ଠାରେ ନିରିକ୍ଷଣରେ ଏହି ପୃଥିବୀରେ ବିଶେଷ ଭାବରେ  ଏହି କରୋନା ରୋଗକୁ   ମୁକାବିଲା କରିବା !
-    ଭାଇ  ପି. ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-ଗେତସମୋନି କ୍ୟାମ୍ପସରେ ହେଉଥିବା ପ୍ରାର୍ଥନା ମନ୍ଦିର ବାନ୍ଧିବା ଶୀଘ୍ର ପୂର୍ଣ୍ଣ ହେବାକୁ ଆର୍ଥିକ ସାହାଯ୍ୟ ପାଇବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al