Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-05-2021
Share:

By Village Missionary Movement

Monday, 10-May-2021

ଆଜିର ବାକ୍ୟ (Oriya) 10-05-2021

ତୁମ୍ଭେ  ସକ୍ଷମ କି ? 

“କାରଣ ସେ ନିଜେ ପରୀକ୍ଷିତ ହୋଇ ଦୁଃଖଭୋଗ କରିଥିବାରୁ ପରୀକ୍ଷିତ ହେଉଥିବା ଲୋକମାନଙ୍କ ଉପକାର କରିବା ନିମନ୍ତେ ସକ୍ଷମ ଅଟନ୍ତି ।“ - ଏବ୍ରୀ 2:18

ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ନିଜର ରକ୍ଷାକର୍ତ୍ତା ଭାବେ ଗ୍ରହଣ କରିବା ପୂର୍ବରୁ ମୋର ହୃଦୟରେ ନିରନ୍ତର ଭୟ, ଚିନ୍ତା ହେଉଥାଏ !ସେହିପରି ଭୟ କରୁଥିବା ସମୟବେଳେ ମୋର ହୃଦୟରେ କିଛି ଗୋଟିଏ ଅଜଣା ଆଲୋଚନା ଆସୁଥିଏ  !ସେଇ ଦିନେ ମୁ ଆଉ କଦାପି ଶୋଇପାରେ ନାହିଁ !ଏପରି ମୋ ଜୀବନରେ କେତେନା ଅନିଦ୍ରାର ରାତ୍ରି ଅଟେ !ତେବେ ମୋ ବଖରାରେ ରହିଥିବା ସମସ୍ତ ଲାଇଟକୁ ଜଳାଇ ମୋ ବାପାଙ୍କୁ ଡାକି ତାଙ୍କର ନିକଟରେ ଶୋଇବା ମୋର ଅଭ୍ୟାସ ଅଟେ  !ଏହିପରି ଅନେକ ଦିନ ଅଜଣା  ଭୟରେ ଜୀବନଯାପନ କରି ଆସିଲି !

ଏପରି ଥିବା ପରିସ୍ଥିତିରେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରି, ମୋର ସାଙ୍ଗ ସାଥୀମାନଙ୍କ ସହିତ ମିଶି ଗୋଟିଏ ବଗିଚାରେ ପ୍ରାର୍ଥନା କରିବା ଅଭ୍ୟାସ !ସେତେବେଳେ ଦିନେ ପ୍ରାର୍ଥନା କରୁଥିବା ବେଳେ ପବିତ୍ର ଆତ୍ମା ଦ୍ଵାରା ଆମେ ଅଭିଷେକ ପାଇଲୁ !ସେହି ଦିନ ଠାରୁ ମୋ ଠାରେ ଥିବା ଭୟ, ଚିନ୍ତା ମୋତେ ଛାଡି ଚାଲିଗଲା !ଏହିପରି ମୋତେ ପ୍ରଭୁ ଆଚର୍ଯ୍ୟ ରୂପରେ ସାହାଯ୍ୟ କଲେ !ସେହି  ଦିନରୁ  ଅନେକଙ୍କୁ ପ୍ରଭୁଙ୍କର ପ୍ରେମ ପ୍ରକାଶ କରିବାକୁ ଜଣେ ସେବକ ଭାବେ ସେବା କରୁଛି !ବାଇବଲରେ ସମୁଦ୍ର ଉପରେ ଚାଲି ଆସୁଥିବା ଯୀଶୁଖ୍ରୀଷ୍ଟଙ୍କୁ ଦେଖି ଶିଶ୍ୟମାନେ ଭୂତ ବୋଲି ଭୟ କଲେ !ଯୀଶୁଖ୍ରୀଷ୍ଟ ନୌକାରେ ପାଦ ପକାଇବା କ୍ଷଣି ବାତ୍ୟା, ପବନ କମିଯାଇ ନିର୍ମଳ ପରିସ୍ଥିତି ଦେଖାଯିବା ଆମେ ପଡୁଛି !

ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେ ମଧ୍ୟ କୌଣସି ଏକ କାରଣ ଯୋଗୁ ଭୟରେ ଜୀବନଯାପନ କରୁଥାଇ ପାର !ମୋର ଜୀବନରେ କାର୍ଯ୍ୟ କରିଥିବା ଯୀଶୁଖ୍ରୀଷ୍ଟ,  ତୁମ୍ଭ ଜୀବନରେ ମଧ୍ୟ ସାହାଯ୍ୟ କରିବାକୁ ସକ୍ଷମ ହୋଇ ଅଛନ୍ତି !ତୁମ୍ଭର ଭୟ ଦୂର କରିବାକୁ ସେ ଶକ୍ତିଶାଳୀ ହୋଇ ଅଛନ୍ତି !ତୁମ୍ଭ ଜୀବନ ନୌକାରେ ଯୀଶୁ ବସିବାକୁ ଜାଗା ଦିଅନ୍ତୁ !ତାଙ୍କର ବଳ ଓ ଶକ୍ତିକୁ ବିଶ୍ୱାସ କର !ଅଦଭୂତ ପାଇବ !ଏହା ପାଠ କରୁଥିବା ସମସ୍ତେ ମଧ୍ୟ ଏହିପରି ପରିସ୍ଥିତିରେ ଯାଇଥିବ ବୋଲି ମୁ କହୁ ନାହିଁ !ମାତ୍ର ଏହି ପୃଥିବୀରେ ଜୀବନଯାପନ କରୁଥିବା ଅନେକେ  କୌଣସି ଗୋଟିଏ ଅଜଣା ଭୟରେ ଜୀବନଯାପନ କରୁଛନ୍ତି !ସେମାନଙ୍କୁ ସମାଧାନର ବାକ୍ୟ କହି, ସେମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁବାପା ତୁମ୍ଭଙ୍କୁ ଡାକୁଛନ୍ତି !ଏପରି ଜନତାଙ୍କୁ ମୁକ୍ତି କରିବାକୁ, ସୁସମାଚାର କରିବାକୁ ତୁମ୍ଭେ ସକ୍ଷମ କି ? 
-    ୱାଇ. ଆନିଶ ରାଜା 

ପ୍ରାର୍ଥନା କରନ୍ତୁ :-
ସନ୍ତାନ ପ୍ରାପ୍ତି ନିମନ୍ତେ ଅପେକ୍ଷାରେ ଥିବା ଆମ ସେବିକା ଭଉଣୀମାନଙ୍କୁ ପ୍ରଭୁ ଅଦଭୂତ କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al