By Village Missionary Movement
Thursday, 26-Sep-2024ଆଜିର ବାକ୍ୟ (Oriya) 26-09-2024
ଜୀବନ ଏବଂ ଜୀବନର ରାଜକୁମାର
“ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା” – ଯିଶାଇୟ ୪୧:୧୦
ଜନ୍ ଫ୍ରାଣ୍ଟସ୍ ନାମକ ଜଣେ ପ୍ରଚାରକ ମାର୍ଟିନ ଲୁଥରଙ୍କବନ୍ଧୁ ଅଟେ ! ଚାର୍ଲ୍ସ ଭି ନାମକ ଜଣେ ଅରାଜକ ରାଜା, ଯେଉଁ ସହରରେ ପ୍ରଚାରକ ଜନ୍ ରହୁଥିଲେ ସେହି ସହରକୁ ଏକ ସୈନ୍ୟ ପଠାଇ ଯୋଜନା କରିଥିଲେ ଏବଂ ପ୍ରଚାରକଙ୍କୁ ଗିରଫ କରି ଦଣ୍ଡିତ କରିଥିଲେ ! ପ୍ରଚାରକ ତାଙ୍କ ଜୀବନ ପାଇଁ ପ୍ରାର୍ଥନା କଲେ ! ପ୍ରଭୁ ତାଙ୍କୁ କହିଲେ, “ରୁଟି ଓ ପାଣି ନେଇ ପରବର୍ତ୍ତୀ ରାସ୍ତାରେ ଯାଅ, ତୁମେ ଏକ ଖୋଲା ଘର ପାଇବ ! ସେଠାରେ ପ୍ରବେଶ କର, ଯାଇ ଛାତ ତଳେ ଥିବା ଆଟିକରେ ଶୋଇ ରୁହ ! ସେହିଭଳି ପ୍ରଚାରକ ଯାଇ ଶୋଇଲେ ! ପ୍ରତିଦିନ ଗୋଟିଏ କୁକୁଡ଼ା ସେଠାକୁ ଆସି ଅଣ୍ଡା ଦେଇ ଯାଉଥାଏ ! ୧୪ ଦିନ ପାଇଁ ଅଣ୍ଡା ମିଳିଲା ! ୧୫ ଦିନରେ କୁକୁଡ଼ା ଆସିଲା ନାହିଁ ! ସେ ଲୋକମାନଙ୍କ କଥା ଶୁଣିଲେ ଯେ, ସେନା ଚାଲିଯାଇଛି ! ସେ ବାହାରକୁ ଆସିଲେ ! ସେ କିପରି ଉଦ୍ଧାର କଲେ ସେ ପ୍ରଭୁଙ୍କୁ ପ୍ରଶଂସା କଲେ ! ଆମ ମଧ୍ୟରେ ଅନେକେ ରୋଗ ହେତୁ ଯନ୍ତ୍ରଣା ପାଇଥାଉ ! ଡାକ୍ତର ହାତ ଛଡା କରିଥାଇ ପାରେ !ବ୍ୟତିବ୍ୟସ୍ତ ହୁଅ ନାହିଁ ! ତାଙ୍କର (ଖ୍ରୀଷ୍ଟଙ୍କ) ଦାଗ ଦ୍ୱାରା ଆପଣ ସୁସ୍ଥ ହୋଇଯିବେ ! ଆପଣ ଏହା ଦ୍ୱାରା ସାନ୍ତ୍ୱନା ପାଇବେ, ଆପଣ ଆତ୍ମହତ୍ୟା କରିବାକୁ ଯୋଜନା କରୁଛନ୍ତି କାରଣ ଆପଣ ୠଣ କିପରି ଦେବେ ଜାଣନ୍ତି ନାହିଁ ? ୨ୟ ରାଜା:-୪:୧-୭ ରେ ଏହି ଦୃଶ୍ୟକୁ ଦେଖନ୍ତୁ !ଭବିଷ୍ୟଦବକ୍ତାଙ୍କ ବିଧବା ସ୍ତ୍ରୀ ଋଣ ସୁଝିବାର ମାର୍ଗ ନ ଜାଣି ଏଲିସା ପ୍ରଭକ୍ତାଙ୍କୁ ଖୋଜି ଖୋଜି ଆସିଲା !ଋଣଦାତା ତାଙ୍କ ଦୁଇଟି ପୁତ୍ରଙ୍କୁ ଦାସ ରୂପେ ନେଇ ଗଲେ !ମାଆର ହୃଦୟ ଝୁଲୁଥିଲା ! ସେ ସମ୍ପର୍କ କିମ୍ବା ବନ୍ଧୁ ଖୋଜନ୍ତି ନାହିଁ ! ସେ ଭବିଷ୍ୟଦ୍ବକ୍ତାଙ୍କୁ ଖୋଜି ଇଶ୍ବରଙ୍କ ନିକଟରେ ସମର୍ପଣ କଲେ ! ଫଳାଫଳ ... ସେ କଥା ଅନୁସାରେ କଲା,ୠଣ ପରିଶୋଧ କରିବାର ଉପାୟ ଖୋଲା ହେଲା ଏବଂ ରୋଜଗାରର ଉପାୟ ପ୍ରକାଶ ପାଇଲା !
ପ୍ରିୟ ବନ୍ଧୁଗଣ, ଯେଉଁଠାରେ ତୁମେ ସେବା କରୁଛ ସେଠାରେ ବହୁତ ବିରୋଧ ଅଛି କି ? ମୃତ୍ୟୁ ଧମକ ଆସୁଛି କି? ଭୟ କର ନାହିଁ ! ଇଶ୍ବର ଯିଏ ଆମକୁ ଜଣେ ମାତା ଅପେକ୍ଷା ଅଧିକ ଭଲ ପାଆନ୍ତି, ସେ ଆମକୁ ରକ୍ଷା କରିବେ ! ଲୂକ:-୧୨:୭ କୁହେ ଯେ,କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଛି ! ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ !ପ୍ରଭୁଙ୍କ ଇଚ୍ଛା ବିନା ଆମ ଜୀବନରେ କିଛି ହୁଏ ନାହିଁ ! ଆମ ଜୀବନ ରାଜକୁମାର, ଜୀବନ୍ତ ପ୍ରଭୁଙ୍କ ସହିତ ଅଛି ! ତେଣୁ ଭୟ କର ନାହିଁ ! ଚିନ୍ତିତ ହୁଅ ନାହିଁ ! ପ୍ରଭୁ ତୁମ ସହିତ ଅଛନ୍ତି !
- ଶ୍ରୀମତୀ ୱାନାଜା ଵାଲାରାଜ
ପ୍ରାର୍ଥନା ଅନୁରୋଧ:-
ପ୍ରତି ଗୁରୁବାରରେ ହେଉଥିବା ଡାକ୍ତରଖାନା ସେବାକାର୍ଯ୍ୟରେ ଆମେ ସାକ୍ଷାତ କରୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କର !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.