Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-09-2024
Share:

By Village Missionary Movement

Sunday, 15-Sep-2024

ଆଜିର ବାକ୍ୟ (Oriya) 15-09-2024

 

ହୃଷ୍ଟଚିତ୍ତରେ ଦିଅ

 

“ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି !” - ୨ ୟ କରିନ୍ଥୀୟ ୯:୭

 

ହାଇ,ପିଲାମାନେ କେମିତି ଅଛ ?ସ୍କୁଲରେ ତୁମକୁ ଭଲ ବନ୍ଧୁ ଅଛନ୍ତି କି ?କିନ୍ତୁ ସମସ୍ତେ ସାହାଯ୍ୟ କରନ୍ତି କି ?ଯାହାର ଦାନ ହୃଦୟ ଥିବ ତାଙ୍କ ପ୍ରତି ଯୀଶୁ ବାପା ପ୍ରିୟ ହୋଇ ରୁହନ୍ତି !ବନ୍ଧୁମାନେ ଜଣକୁ ଜଣେ ପ୍ରତିଯୋଗିତା ଭାବେ ଦେଇ ଥିବା କାହାଣୀଟି ଆଜି ଧ୍ୟାନ କରିବା କି ?

 

ନୂତନ ଭାବେ ସ୍କୁଲରେ ଯୋଗ ହୋଇଥିବା ଆରୁଲ ତିନିମାସ ହୋଇଥିଲେ ମଧ୍ୟ ନୂଆ ୟୁନିଫର୍ମ ସିଲେଇ ନାହିଁ !ତାଙ୍କ ସାର୍ଟ ଚିରା ଥିଲା, ପେଣ୍ଟ ସବୁ ରଙ୍ଗ ଛାଡିଯାଇଥିଲା ! ତାଙ୍କର ମଜୁରିଆ କାମ କରୁଥିବା ବାପାଙ୍କୁ ଦୂରରୁ ଦେଖି ଦୌଡ଼ିଯାଇ ପଚାରିଲା, ବାପା କାହିଁକି ମୋତେ ହିଁ ୟୁନିଫର୍ମ ସିଲେଇ କଲ ନାହିଁ ?ଶୀଘ୍ର ସିଲେଇ କରି ଦିଅ ବୋଲି ପୁଅ କହିବା କ୍ଷଣି, ବୁଝି ପାରିଥିବା ପିତା ଠିକଅଛି ଠିକଅଛି କହି ମୁଣ୍ତ ହଲାଇ ଚାଲିଗଲା !କାହିଁକିନା ପ୍ରତିଦିନ ବାପାଙ୍କୁ କାମ ମିଳେ ନାହିଁ !ବାପାଙ୍କୁ ମାଗିଲେ ମଧ୍ୟ କିଛି ପ୍ରୟୋଜନ ନାହିଁ ! ଏହା ଭାବନା କରି, ଏଥର ଯୀଶୁବାପାଙ୍କୁ ମାଗିବା କହି ଆରୁଲ ପ୍ରତିଦିନ ପ୍ରାର୍ଥନା କରିବା ଆରମ୍ଭ କଲା !ସେହି ଦିନ ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷକ କହିଥିବା ସମସ୍ତ ପାଠରୁ କିଛି ପ୍ରଶ୍ନ ପଚାରାଗଲା ଆରୁଲ ଠିକ ଭାବେରେ ଉତ୍ତର କହିଲା !ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ !ନୂଆଁରେ ଆସିଥିବା ପିଲାଟି ଭଲରେ ପଢୁଛି ତ !ହାଲୋ ଆରୁଲ ତୁମେ ଦେଇଥିବା ଉତ୍ତର ମୋତେ ବହୁତ ପସନ୍ଦ ହେଲା ବୋଲି ବାବୁ ଓ ମାଣି ନାମକ ଦୁଇଜଣ ବନ୍ଧୁ ହେଲେ !ଆରୁଲ ଗରିବ ହେତୁ କେହି ମୋତେ ପସନ୍ଦ ନାହିଁ କହି କାହା ସହିତ କଥା ନ ହୋଇ ରହିଗଲା !

 

ସନ୍ଧ୍ୟାରେ ମାଣି ଓ ବାବୁ ଆରୂଲଙ୍କୁ ଦେଖିବାକୁ ହଠାତରେ ଗୃହକୁ ଆସିଲେ !ସେମାନେ ଉପହାର ସଦୃଶ୍ୟ ଆଣିଥିବା ଏକ ପୁଡା ଖୋଲି ଦେଖିବାରୁ, ସେଠାରେ ଦୁଇଟି ୟୁନିଫର୍ମ ପୋଷାକ ଥିଲା !ଆରୁଲଙ୍କ ମୁହଁ ବହୁତ ଉଜ୍ଜଳ ହେଲା ! ଆରୁଲ ନିଜକୁନିଜେ ଚିକିଟା ମାଟିରେ ନିର୍ମାଣ କରିଥିବା ଅନେକ ପ୍ରକାରର କଣ୍ଡେଇ ଗୁଡିକ ବାବୁ ଓ ମାଣୀଙ୍କୁ ଦେଲା !ଖୁସିରେ ତାହା ଗ୍ରହଣ କରି କହିଲେ, ଏହା ବହୁତ ଉତ୍ତମ ଅଛି, ମାଣି ପଚାରିଲା,ଏହା କ'ଣ ତୁମେ କରିଛ ?ଆରୁଲ ଉତ୍ତର କଲା, ହଁ ମୁହିଁ ନିର୍ମାଣ କରିଛି, ଆସନ୍ତା ଦିନରେ ଆସିଲେ ମୁଁ ତୁମକୁ ଆଉ ନୁଆଁ କଣ୍ଢେଇ କରିବା ଶିଖାଇବି କହି, ଆସନ୍ତା ରବିବାର ଆମେ ଷଣ୍ଡେ ସ୍କୁଲ ଯିବା କି ବୋଲି ନୂତନ ଆରମ୍ଭରେ ସେମାନଙ୍କର ବନ୍ଧୁତା ହେଲା !ପ୍ରିୟ ଭାଇ ଓ ଭଉଣୀଗଣ,ଅନ୍ୟକୁ ଦେବାରେ କେତେ ଆନନ୍ଦ ଦେଉଛି ! ତୁମ୍ଭେମାନେ ମଧ୍ୟ ଆବଶ୍ୟକକାରୀଙ୍କୁ ଦାନ କରି ଯୀଶୁଙ୍କୁ ଅନନ୍ଧିତ କରାଅ !କରିବ କି ?ଅତି ଉତ୍ତମ !!

- ଶ୍ରୀମତୀ ଗ୍ରେସ ଜୀୱାମାଣି

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş