Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-04-2021
Share:

By Village Missionary Movement

Monday, 26-Apr-2021

ଆଜିର ବାକ୍ୟ (Oriya) 26-04-2021

ପାହାନ୍ତିଆରେ ଉଠିବା 

“ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।“ - ମାର୍କ 1:35

ଆମେରିକା ଦେଶର ସୋହଲତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ସହିତ ସାକ୍ଷାତ କରି  ଗୋଟିଏ ମୁଖ୍ୟ ଉପଦେଶ ନେବାକୁ ସେହି ଦେଶର ବଡ଼ ବଡ଼ ସରକାରୀ ଅଧିକାରୀଗଣ ତାଙ୍କ ଘରକୁ ଗଲେ !ସେ ପାହାନ୍ତିଆରେ ଉଠିବାର ଅଭ୍ୟାସ ହେତୁ,  ସେମାନେ ପାହାନ୍ତିଆରେ ହିଁ ତାଙ୍କ ଘରକୁ ଗଲେ !ତାଙ୍କ ବଖରା ନିକଟକୁ ଯିବାରୁ ସେ କାହା ସହିତ କଥା ହେଉଥିବା ଶୁଣି, ତାଙ୍କୁ 
ବିରକ୍ତି ନ କରି ବାହାରେ ଯଗିକି ରହିଥିଲେ !ବହୁତ ସମୟ ପରେ ଆବ୍ରାହମ ଲିଙ୍କନ ବଖରାରୁ ବାହାରକୁ ଆସିଲା !ତେବେ ସେମାନେ କହିଲେ, ଆଜ୍ଞା ଆମେ ସକାଳୁ ପାଞ୍ଚ ଘଣ୍ଟାରୁ ଯଗିକି ଅଛୁ, କିନ୍ତୁ ଆପଣ କାହା ସହିତ କଥା ହେଉଥିଲ !ଆବ୍ରାହାମ କହିଲା, ମୁ କାହାରି ସହିତ ନୁହେଁ ପ୍ରଭୁଙ୍କର ସହିତ କଥା ହେଉ ଥିଲି !ଏପରି କହିବାରୁ ସେମାନେ ବହୁତ ଆଚର୍ଯ୍ୟ ହୋଇ ଗଲେ !ସେମାନଙ୍କର ଅଭିଭାବ ଦେଖି ଆବ୍ରାହମ ଛୋଟ ବିବରଣୀ  ଦେଲା !ମୋର ଆଇ ପାହାନ୍ତିଆରେ ଉଠି ସର୍ବପ୍ରଥମେ ପ୍ରଭୁଙ୍କ ସହିତ ହିଁ କଥା ହେବାକୁ ମୋତେ କହିଛନ୍ତି !ଏହି ପାଠକୁ ମୁ ନ ଛାଡି ସର୍ବଦା ପ୍ରଭୁଙ୍କର ସହିତ କଥା ହେଉଛି !ଏହାହିଁ ମୁ ଉତ୍ତମ ରୂପେ ଦେଶକୁ ଶାସନ କରିବାର ମୁଖ୍ୟ କାରଣ !

ଯୀଶୁଖ୍ରୀଷ୍ଟ ପାହାନ୍ତିଆରେ ଉଠି ବାହାରି  ଅରଣ୍ୟର  ଏକ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କଲା !ଯୀଶୁ ବଞ୍ଚି ଥିବା ଦିନମାନଙ୍କରେ ସେ ପାହାନ୍ତିଆରେ ଉଠି ପ୍ରାର୍ଥନା କରିବା ବ୍ୟକ୍ତି ଭାବରେ ଥିଲେ !ତେଣୁ ସେ ବିଜୟର ସହିତ ତାଙ୍କର ସେବା କାର୍ଯ୍ୟକୁ କରି ଦେଖାଇ  ଥିଲେ !ପ୍ରଭୁଯୀଶୁଖ୍ରୀଷ୍ଟ ସର୍ବପ୍ରଥମେ ପିତାଙ୍କର ସହିତ କଥା ହୋଇ ପରମେଶ୍ୱରଙ୍କର ଇଚ୍ଛାକୁ ଗ୍ରହଣ କରି, କାର୍ଯ୍ୟ କରିବାର ହିଁ ତାଙ୍କର ପ୍ରଧାନ କାମ ହୋଇଥିଲା !ତେଣୁ ସେ ରାତି ଥାଉ ଥାଉ ଉଠି ପ୍ରାର୍ଥନା କରି ଆମକୁ ଉଦାହରଣ ହୋଇ ଅଛନ୍ତି !

ହେ ମୋର ପ୍ରିୟ ବନ୍ଧୁଗଣ, ପାହାନ୍ତିଆର ପ୍ରାର୍ଥନା ଏକ ମୂଲ୍ୟବାନ ଅଟେ !ଆମକୁ ପାହାନ୍ତିଆରେ ଉଠିବା ଅଭ୍ୟାସ ଅଛି କି ? ଯଦି ସେହିପରି ଉଠି ଆମେ କାହାକୁ ଖୋଜୁଛୁ, ନା ସେଲଫୋନକୁ ଖୋଜୁଛୁ କି ? ସର୍ବପ୍ରଥମେ କାହାରି ସହିତ କଥା ହେବାକୁ ଇଚ୍ଛା କରୁଛୁ ? ଆଲୋଚନା କରି ଦେଖିବା !ପାହାନ୍ତିଆରେ ଚାଦର ଘୋଡେଇ ହୋଇ ଶୋଇବା ସମସ୍ତଙ୍କୁ ବହୁତ ଇଛା !କିନ୍ତୁ ତାହାକୁ ପରିତ୍ୟାଗ କରି ଉଠିବା ହିଁ ସେହି ଦିନର ବିଜୟର ଆରମ୍ଭ ହେବ !ଦାନ୍ତ ଘୋଷି ମୁହଁ ସଫାକରି ସିଦ୍ଧତାରେ ତାଙ୍କ ସହିତ ମିଶିବାକୁ ଜାଗି ରୁହ !ପାହାନ୍ତିଆରେ ପ୍ରଭୁଙ୍କର ସହିତ କଥା ହୋଇ ଆଉ ବଳକା କାର୍ଯ୍ୟକୁ ଚେଷ୍ଟା କର !ପାହାନ୍ତିଆରେ ଉଠିବା, ପାହାନ୍ତିଆ ପ୍ରାର୍ଥନାରେ ଛେଇ ରହିବା, ଆମେ ଏହି ଜଗତକୁ ଜୟ କରି ବିଜୟୀ ହେବା !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-
ଆମ ସେବାକୁ ଆର୍ଥିକରେ ଓ ପ୍ରାର୍ଥନାରେ ସାହାଯ୍ୟ କରୁଥିବା ସହଯୋଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al