By Village Missionary Movement
Sunday, 25-Apr-2021ଆଜିର ବାକ୍ୟ (Oriya) 25-04-2021 (Kids Special)
ସମସ୍ତ କରିପାରିବ
“ଗିଲୀୟଦ ମୋହର; ମନଃଶି ମୋହର; ଇଫ୍ରୟିମ ମଧ୍ୟ ମୋ’ ମସ୍ତକର ଆଶ୍ରୟ; ଯିହୁଦା ମୋହର ରାଜଦଣ୍ଡ।“ - ଗୀତସଂହିତା 108:8
ଛକା ମାରିଲା ସୁପର ବୋଲି ଚିତ୍କାର କରି ଖୁସିରେ ରବଟ ଖେଳୁଥାଏ !କ୍ରିକେଟ ଖେଳିବାକୁ ପୁଅମାନଙ୍କୁ ବହୁତ ଇଚ୍ଛା ତ !ଚରଣ ଏବଂ ରବଟ ପଡୋଶୀ ଘରର ସାଙ୍ଗ ସାଥୀ ଅଟନ୍ତି !ଚରଣ ଜଣେ ଗରିବ ପରିବାରର ଅଟେ !ସନଢ଼େ ସ୍କୁଲକୁ ପ୍ରତିଦିନ ଯାଉଥିବ !ତାଙ୍କର ବାପା ମଦ ପିଇ ଘରକୁ ସମସ୍ୟା ଆଣୁଥିଏ !ଚରଣ ଘରେ ଭୋଜନ କରିବା ସମୟରେ ଦୁଇ ହାତ ଯୋଡ଼ି ପ୍ରାର୍ଥନା କରି ହିଁ ଭୋଜନ କରିବ !ମାଆ ଓ ବାପାଙ୍କୁ ମଧ୍ୟ ସେହିପରି ପ୍ରାର୍ଥନା କରିବାକୁ କହୁଥିବ !ତୁମ୍ଭେମାନେ ମଧ୍ୟ ଖାଇବା ସମୟରେ, ଖେଳିବା ସମୟରେ, ଶୋଇବା ପୂର୍ବରୁ ପ୍ରାର୍ଥନା କରିବା ଅଭ୍ୟାସ କରିବାକୁ ପଡିବ, ହଁ ତ !ଚରଣ ଭୁଲି ନ ଯାଇ ପ୍ରାର୍ଥନା କରିବ !ଏ ସମସ୍ତ ଦେଖି ଚରଣର ବାପା ମଦ ପିଇବା ଛାଡିଦେଲା !ଏହିପରି ଚରଣକୁ ଘରେ ଏବଂ ବାହାରେ ଭଲ ପିଲା ବୋଲି କହୁଥାନ୍ତି !
ଗୋଟିଏ ଦିନରେ ରବଟ ଓ ଚରଣ କ୍ରିକେଟ ଖେଳୁଥାନ୍ତି !ରବଟର ମାଆ ଦୋକାନକୁ ଯିବାକୁ ରବଟକୁ ଡାକିଲେ !ସେ ଦୋକାନକୁ ଯିବା ହେତୁ ଚରଣ ଘରକୁ ଫେରିଗଲା !ରବଟ ଆସି ଦେଖିଲେ କି ଯେ ତାର କ୍ରିକେଟ ବଲଟି ଦେଖାଗଲା ନାହିଁ !ମୁ ଏବଂ ଚରଣ ହିଁ ଖେଳୁଥିଲୁ, ତେଣୁ ଚରଣ ମୋର ଵଲଟି ନେଇ ଯାଇଥିବ ବୋଲି ସମସ୍ତଙ୍କର ସହିତ ରବଟ କହିଲା !ଏହା ଶୁଣି ଚରଣ ବହୁତ ଦୁଃଖ କରୁଥାଏ !ସେହି ଦିନ ଠାରୁ ରବଟ ସମସ୍ତଙ୍କୁ କହିବାକୁ ଲାଗିଲା କି ଯେ, ଚରଣ ମୋର ବଲ ଚୋରାଇ ଦେଲା, ମୁ ତାଙ୍କ ସହ କଥା ହେବି ନାହିଁ !ଗାଁର ସାହିର ସାଙ୍ଗ ସାଥୀ ସମସ୍ତଙ୍କୁ ରବଟ ଏହି କଥା କହିଲା !ଚରଣକୁ ଦୁଃଖ ଆସିଲା !କରି ନ ଥିବା ଭୁଲକୁ ଗାଁ ସାରା ଲୋକଙ୍କ ଠାରୁ କଥା ଶୁଣିବାକୁ ପଡୁଛି ବୋଲି ନ ଖାଇ କାନ୍ଦୁଥାଏ !ମାଆ କହିଲା, ସହନଶିଳତାରେ ରୁହ ଦିନେ ସତ୍ୟ ପଦାରେ ପଡିବ !ଆମେ ଆମ ଯୀଶୁ ବାପାଙ୍କ ଠାରେ ପ୍ରାର୍ଥନା କରିବା କହି ମାଆ ଆଶ୍ୱସନା ଦେଲା !ଚରଣ ଓ ମାଆ ମିଶି ପ୍ରାର୍ଥନା ଆରମ୍ଭ କଲେ !ପ୍ରାର୍ଥନା କରିବା ଶେଷ ହେବା କ୍ଷଣି ରବଟ ଧାଇଁ ଆସିଲା, କହିଲା ଚରଣ ମୁ ବହୁତ ଦୁଃଖିତ, ମୁ ତୁମକୁ ଭୁଲରେ ଭୁଲ ବୁଝିଲି, ଆମ ଘରର କୁକୁର ଵଲକୁ ନେଇଯାଇ ଆମ ବଗିଚାରେ ପକାଇ ଦେଇଥିଲା !ଆଜି ମୁ ବଗିଚାରେ ପାଣି ପକାଉ ଥିବାବେଳେ, ଏହି ବଲକୁ ସେଠାରେ ଦେଖିଲି !ଚରର ସଂଗେ ସଂଗେ କହିଲା, ପ୍ରଭୁ ତୁମ୍ଭେ ମୋର ନିମନ୍ତେ କାର୍ଯ୍ୟ କଲ ତୁମ୍ଭଙ୍କୁ ଧନ୍ୟବାଦ !ସବୁଦିନ ପରି ଦୁଇ ଜଣ ମିଶି ଖେଳିବା ଆରମ୍ଭ କଲେ !
ହାଲୋ ପିଲାମାନେ ତୁମ୍ଭେ ମଧ୍ୟ କରି ନ ଥିବା ଦୋଷ ପାଇ କାନ୍ଦୁଛ କି ? ଚିନ୍ତା କର ନାହିଁ !ଯୀଶୁବାପା ତୁମ ନିକଟରେ ରହି ତୁମ୍ଭଙ୍କୁ ସାହାଯ୍ୟ କରିବେ !ତାହା ଛାଡି ପ୍ରତିରୋଧ କରି ଗଣ୍ଡଗୋଲ ହେଉଥିଲେ ଶାନ୍ତି ଫେରିଯିବ ତ !ତେଣୁ ଯେକୌଣସି ସମସ୍ୟା ପାଇଁ ପ୍ରାର୍ଥନା କରି ସହନଶୀଲ ହୋଇ ରହିଲେ ଯୀଶୁବାପା ତୁମ୍ଭ ପାଇଁ କାର୍ଯ୍ୟ କରିବେ !ସମାଧାନ କରି ଶେଷ କରିବେ !ଓକେ ତ !
ଶ୍ରୀମତୀ ଜୀବ ବିଜୟ
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.