Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-04-2021
Share:

By Village Missionary Movement

Saturday, 24-Apr-2021

ଆଜିର ବାକ୍ୟ (Oriya) 24-04-2021

କେବଳ ଗୋଟିଏ ପ୍ରଶ୍ନ 

“ସେ କହିଲେ, କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝି ପାରିବି? ଆଉ, ସେ ଫିଲିପ୍ପଙ୍କ ଚଢ଼ି ଆସି ଆପଣା ନିକଟରେ ବସିବାକୁ ବିନତି କଲେ ।“ - ପ୍ରେରିତ 8:31

ବିହାର ରାଜ୍ୟର ଅତ୍ୟନ୍ତ ତଲାସୀ ମାଓବାଦୀ ନେତା ଜଣେ ଜେମସ ମିଶିନାରି ସଂସ୍ଥା ଅଧିକାରୀ ଆଗାଷ୍ଟାନ ଜବ କୁମାରକୁ ଦେଖା କରିବାକୁ ଅସ୍ତ୍ରଶସ୍ତରେ ଆସି କହିଲା, ତୁମେ କରିଥିବା ବିଦ୍ୟାଳୟରେ ମୋର ପୁଅକୁ ପାଠ ପଡିବାକୁ ପ୍ରବେଶ କରାଅ  !ବର୍ଷର ଅଧା ହୋଇ ଥିବା ଯୋଗୁ,  ଆଉ ତିନି ମାସ ପରେ ବିଦ୍ୟାଳୟକୁ ଆସନ୍ତୁ ମୁ ଯଇନ କରିବି କହିଲେ !ତେବେ ସେହି ମାଓବାଦୀ କହିଲା, ମୁ କିଏ ଜାଣିଛ କି ? ମୋତେ ଦେଖିଲେ ସମସ୍ତେ ଭୟ କରନ୍ତି !ତେବେ ସେହି ବିଦ୍ୟାଳୟର ଅଧିକାରୀ କହିଲେ, ତୁମେ କିଏ ହେଲେ ମୋତେ କଣ ? ତୁମେ ନିଜକୁ ମୁ ମହାନ ବୋଲି ଭାବୁଛ, ମାତ୍ର ମୁ ଓ ମୋର  ପରିବାର !ସହିତ ମିଶି ବଜାରକୁ ଯାଇପାରିବି କିନ୍ତୁ ତୁମେ ସେହିପରି ଯାଇପାରିବ କି ? ସେ ରାଗିକି ଉଠି ପଳାଇ ଗଲା ! ପୁଣି ଆର ଦିନ ସମସ୍ତ ଅସ୍ତ୍ରଶସ୍ତ୍ର ସେହି ମିଶିନାରି ଅଧିକାରୀଙ୍କ ଛାମୁରେ ଥୋଇ ଦେଇ କହିଲା, ବାପା ତୁମେ ଗତକାଲି କହିଥିବା କଥା ମୋର ଆଶା ଓ ଲକ୍ଷ୍ୟକୁ ବିନାଶ କଲା !ମୋର ସ୍ତ୍ରୀ ଓ ପିଲାଙ୍କୁ ନ ଦେଖିପାରିବା ପରିସ୍ଥିତିରେ ଅରଣ୍ୟରେ ଲୁଚି ଲୁଚି ବୁଲୁଚି !ଏବେ ମୁ କଣ କରିବାକୁ ପଡିବ କହି ପଚାରିଲା !ସେତେବେଳେ ଯୀଶୁଙ୍କର ବିଷୟରେ ତାଙ୍କୁ କହିବା କ୍ଷଣି ସେ ଯୀଶୁଙ୍କୁ ଗ୍ରହଣ କଲା !

ପୁରୁଣା ପାପକୁ ପରିତ୍ୟାଗ କରି ସେ ଜୀବନଯାପନ କରୁଥିବା ବେଳେ, ସେ  ତାର ପୂର୍ବରେ କରିଥିବା ଦୋଷ ଯୋଗୁ ପୋଲିସ ଦ୍ଵାରା ଦଣ୍ଡବିଧାନ କରାଯାଇ ଥିଲା !ପାପ କରିଥିବା ବେଳେ ମୋତେ କୋଣସି ଦଣ୍ଡ ମିଳି ନ ଥିଲା, ମନ ପରିବର୍ତ୍ତନ ପରେ ମୋତେ ଦଣ୍ଡ ମିଳିଲା !ଏହା  ଜାଣି ପାରି ମିଶିନାରି ଉତ୍ତର କଲା କି ଯେ ସତ୍ୟତାର ଗଣନା କରାଯିବ ବୋଲି କହି ତାଙ୍କୁ ଆଦର କଲା !ଏଗାର ବର୍ଷ କାରାଗାରରେ ଜୀବନ ବିତାଇବା ପରେ, ବାହାରକୁ ଆସିବା ପରେ ତାଙ୍କୁ ଗୋଟିଏ ଆଶା ଜାତ ହେଲା !ହତ୍ୟାକାରୀ ମୋତେ ଆପଣ ଯୀଶୁଙ୍କର ବିଷୟରେ ବୁଝାଇଲା ପରି ମୁ ମଧ୍ୟ ଅନ୍ୟକୁ ଯୀଶୁଙ୍କର ବିଷୟରେ କହିବି ଏହା ହିଁ ତାଙ୍କର ଆଶା !ସେ ବାଇବଲ କଲେଜରେ ଅଧ୍ୟୟନ କରି, ବର୍ତମାନ ସେବାକାର୍ଯ୍ୟ କରୁଛନ୍ତି !

ଇଥିଓପିଓର କୋଷାଧକ୍ଷ ରଥରେ ମିଶିଲୁ କହି,   ପବିତ୍ର ଆତ୍ମାର ଡାକରାରେ କହିବାରୁ ସେ ମଧ୍ୟ ସେହିପରି କରି, କେହି ମୋତେ ବୁଝାଇ ନ ଦେଲେ ମୁ କିପରି ବୁଝି ପାରିବି? କୋଷାଧକ୍ଷଙ୍କର ପ୍ରଶ୍ନକୁ ଯୀଶୁଙ୍କର ବିଷୟରେ ଉତ୍ତର ଦେଇ ବାପ୍ତିସ୍ମକୁ କଢାଇ ନେଲା !ଜଣେ ପାପୀ ମନ ପରିବର୍ତ୍ତନ ପାଇଲେ ସ୍ୱର୍ଗ ରାଜ୍ୟରେ ନିରନ୍ତର ଆନନ୍ଦ ହୁଏ !ଏହି ଦିନରେ ଆମେ କରିବା କାର୍ଯ୍ୟଗୁଡିକ ଅନେକ ଅଛି !ବିନାଶ ହେଉଥିବା ଆତ୍ମାମାନଙ୍କ ନିମନ୍ତେ ଆମେ ବୋଝ ହୋଇ ପରିଶ୍ରମ କରିବାକୁ ହେବ !ତାହା ଆମର ଦାଇତ୍ୱ !କେବଳ ଗୋଟିଏ ପ୍ରଶ୍ନ ଜଣେ ମାଓବାଦୀଙ୍କୁ ପରିବର୍ତ୍ତନ କଲା !ପ୍ରଭୁଙ୍କର ହସ୍ତରେ ଆମେ ଥିଲେ, ପବିତ୍ର ଆତ୍ମା ଦ୍ଵାରା ଆମେ ଚାଲିତ ହେଲେ, ଆମ କଥାଗୁଡିକ ସାଧାରଣ ହେଲେ ମଧ୍ୟ ଅନ୍ୟମାନଙ୍କୁ ପ୍ରଭୁଙ୍କର ନିକଟକୁ କଢାଇ ନେବ !ଆମେ ପ୍ରଭୁଙ୍କର ରାଜ୍ୟର କାର୍ଯ୍ୟ କରିବା ବ୍ୟକ୍ତି ରୂପେ ରହିବା !
-    ଭାଇ ହାନିଶ ଶାମୂଏଲ 

ପ୍ରାର୍ଥନା କରିବା :-
ଆମର ହୋମରେ ରହିଥିବା ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ଓ ତାଙ୍କର ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al