Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-08-2024
Share:

By Village Missionary Movement

Thursday, 15-Aug-2024

ଆଜିର ବାକ୍ୟ (Oriya) 15-08-2024

 

ସ୍ୱାଧୀନ ଭାରତ j

 

“କାରଣ କ୍ଷୁଦ୍ର କ୍ଷୁଦ୍ର ବିଷୟର ଦିନକୁ କିଏ ତୁଚ୍ଛଜ୍ଞାନ କରିଅଛି ?” – ଯିଖରୀୟ ୪:୧୦

 

ଆଜିର ଯୁବ ଶିବିର ନିମନ୍ତେ ପ୍ରାର୍ଥନା କରନ୍ତୁ !

 

(୧). ଆଜି ତ୍ରିଚିରେ ହେଉଥିବା ଯୁବ ଶିବିରରେ ପ୍ରଭୁଙ୍କର କୃପା ପ୍ରତ୍ୟକ୍ଷ ନିମନ୍ତେ ପ୍ରାର୍ଥନା କରିବା !

 

(୨). ତାମିଲିନାଡୁ ରାଜ୍ୟରୁ ଶିବିରକୁ ଆସୁଥିବା ଯୁବକମାନଙ୍କ ଯାତ୍ରା ସୁରକ୍ଷାରେ ଏକ ଲକ୍ଷ ଯୁବକ ଆସିବା ନିମନ୍ତେ ପ୍ରାର୍ଥନା କରିବା !

 

(୩). ଜଳବାୟୁର ଅନୁକୁଳ ପରିସ୍ଥିତି ରହିବା ନିମନ୍ତେ, ମେଘସ୍ତମ୍ଭ ସେହି କ୍ୟାମ୍ପସରେ ଆବରଣ ନିମନ୍ତେ ପ୍ରାର୍ଥନା କରିବା !

 

(୪). ପ୍ରଭୁଙ୍କର ଶାସନର ହସ୍ତ, ପ୍ରଭୁଙ୍କର ଇଚ୍ଛା ସମ୍ପୂର୍ଣ୍ଣ ରୂପେ ଶିବିରରେ ସଫଳ ନିମନ୍ତେ ପ୍ରାର୍ଥନା କରିବା !

 

(୫). ଅଡିଓ ଓ ବିଡ଼ିଓ କରାଯାଇଥିବା କାର୍ଯ୍ୟକ୍ରମ ସୁଚାରୁ ରୂପେ ହେବା ନିମନ୍ତେ ପ୍ରାର୍ଥନା କରିବା !

 

(୬). ପ୍ରଚାରକମାନଙ୍କୁ ଇଶ୍ୱର ଉତ୍ତମ ବ୍ୟବହାର ନିମନ୍ତେ ପ୍ରାର୍ଥନା କରିବା !

 

(୭). ଷ୍ଟେଜରେ ଠିଆ ହେଉଥିବା ପ୍ରତ୍ୟକ ଲୋକଙ୍କୁ ପ୍ରଭୁ ଜ୍ଞାନ ଦେଇ, ପ୍ରଭୁ ହିଁ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

(୮). ଷ୍ଟେଜରୁ ଆସୁଥିବା ପ୍ରତ୍ୟକ ଵାକ୍ୟ ଶୁଣୁଥିବା ଲୋକଙ୍କ ହୃଦୟରେ କାର୍ଯ୍ୟକାରୀ ନିମନ୍ତେ ପ୍ରାର୍ଥନା କରିବା !

 

(୯). ଆଜି ଦିନ ସାରା ଯଥେଷ୍ଟ ବୋଲୁଣ୍ଟର ମିଳିବା ନିମନ୍ତେ ଓ ପ୍ରଭୁ ସେମାନଙ୍କୁ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

(୧୦). ଅଡିଓ ଓ ଭିଡ଼ିଓ ଏବଂ ରୋଷେଇ କାର୍ଯ୍ୟ ନିମନ୍ତେ,ଯାହାନ ଚାଳକ ନିମନ୍ତେ, ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଆସୁଥିବା ଲୋକଙ୍କୁ ପ୍ରଭୁଙ୍କର କୃପା ନିମନ୍ତେ ପ୍ରାର୍ଥନା କରିବା !

 

(୧୧). ଅଡିଓ ଓ ଭିଡ଼ିଓ ନିୟନ୍ତ୍ରଣ କାରୀଙ୍କୁ ମଧ୍ୟ ପ୍ରଭୁଙ୍କର ଜ୍ଞାନରେ ପରିପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରିବା !

 

(୧୨). ମିଡ଼ିଆ ଦୋଳରେ କାର୍ଯ୍ୟରତଙ୍କୁ ଜ୍ଞାନରେ ପରିପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

(୧୩). ଆଜିର ସମସ୍ତ କାର୍ଯ୍ୟକ୍ରମକୁ ଆବଶ୍ୟକ ହେଉଥିବା ଆର୍ଥିକ ସହାୟତା ନିମନ୍ତେ ପ୍ରାର୍ଥନା କରିବା !

 

(୧୪). ଏହି କ୍ୟାମ୍ପସର ବିରୋଧୀ କରୁଥିବା ଆକାଶ ମଣ୍ଡଳର ଶତ୍ରୁ ସୈନିକ ବନ୍ଧନ ନିମନ୍ତେ ପ୍ରାର୍ଥନା କରିବା !

 

(୧୫). ଅଡିଓ ଦ୍ଵାରା ଦୂର ଅଂଚଳରେ ରହି ଶ୍ରାବଣ କରୁଥିବା ବ୍ୟକ୍ତିଙ୍କ ହୃଦୟ ସ୍ୱର୍ଶ୍ୱ ନିମନ୍ତେ ପ୍ରାର୍ଥନା କରିବା। !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al