By Village Missionary Movement
Saturday, 10-Aug-2024ଆଜିର ବାକ୍ୟ (Oriya) 10-08-2024
ଛୋଟ ପବନ
“ତୁମ୍ଭମାନଙ୍କ ବାକ୍ୟ ସର୍ବଦା ମନୋହର ପୁଣି, ଲବଣରେ ଅନୁଗ୍ରହଯୁକ୍ତ ହେଉ, ଯେପରି କାହାକୁ କିପରି ଉତ୍ତର ଦେବାକୁ ହୁଏ, ତାହା ଜାଣି ପାର !” - କଳସୀୟ ୪:୬
ମିଡିୟ ଅଞ୍ଚଳରେ ନିର୍ମାଣାଧୀନ ପୋର୍ଟ ଏକ ଶ୍ରେଷ୍ଟ ଅଟେ !ସେହି ପୋର୍ଟର ଉତ୍ତର ଦିଗରେ ବର୍ଷା ହେବାବେଳେ ତାହା ସେହି ନିର୍ମାଣ ଉପରୁ ଖସି ସେଣ୍ଟ କ୍ଳାରେନ୍ସ ନାମକ ସମୁଦ୍ର ଭିତରକୁ ଯାଏ !ସେହି ନିର୍ମାଣର ଦକ୍ଷିଣ ଦିଗରେ ହେଉଥିବା ବର୍ଷା ମିସିସିଟି ନଦୀରେ ମିଶି ମେକ୍ସିକୋ ଅଞ୍ଚଳର ଜଳରେ ମିଳନ ହୁଏ !ବର୍ଷା ଦକ୍ଷିଣ ଦିଗରେ ହୁଏ ନା ଉତ୍ତର ଦିଗରେ ହୁଏ ତାହା ଉପରେ ବହୁଥିବା ପବନର ଉପରେ ନିର୍ଭରଶୀଳ ଅଟେ ! ଗୋଟିଏ ବର୍ଷାର ଜଳ ତାହା ଏକ ନିର୍ମାଣାଧୀନ ଉପରେ ପଡେ ! କିନ୍ତୁ ତାହା ପହଂଚିବାର ସ୍ଥାନ ଦୁଇଟି ଭିନ୍ନ ଭିନ୍ନ ସ୍ଥାନ ଅଟେ !ଦୁଇଟି ମଧ୍ୟରେ ପ୍ରାୟ ଦୁଇହଜାର ମାଇଲ ଅଟେ !
ତଦ୍ରୁପ ଆମେ ଅନ୍ୟମାନଙ୍କୁ କରୁଥିବା କାର୍ଯ୍ୟ !କଥା ହେଉଥିବା ଵାକ୍ୟ ମଧ୍ୟ ଅନ୍ୟ ମାନଙ୍କ ପଥକୁ ବଦଳାଇ ଦେବ !ଆମେ ସେମାନଙ୍କ ସହିତ ଦେଖାଉଥିବା ଦୟା, ପ୍ରେମ, ପ୍ରଭୁଙ୍କର ଵାକ୍ୟ ସେମାନେ ନର୍କୁ ଯିବା ଲୋକଙ୍କୁ ତାଙ୍କୁ ସ୍ୱର୍ଗରାଜ୍ୟକୁ ନେଇ ଯିବ ! ଜଣେ ସମରିୟ ପଥ ମଧ୍ୟରେ, ମୃତ୍ୟୁ ଅବସ୍ଥାରେ ପଡିରହିଥିବା ସେହି ସମରୀୟ ଦେଖାଇଥିବା ପ୍ରେମ ଓ ଦୟା ସକାସୁ ଉତ୍ତମ ସମରିୟ ବୋଲି ବାଇବଲରେ ଉତ୍ତମ ନାମ ଅର୍ଜନ କରିଛି ! ସେହିପରି ତାଙ୍କୁ ଦାସତ୍ୱରେ ନେଇ ଆଣିଥିବା ସିରିୟା ସୈନିକ ନାମାନଙ୍କ ଠାରେ ପ୍ରେମ ଓ ଦୟାରେ ରହି ସେହି ଛୋଟ ବାଳିକା କହିଥିବା ଵାକ୍ୟ କେବଳ ସେହି ସୈନିକକୁ ନୁହେ ସମସ୍ତ ସିରିୟାବାସୀଙ୍କୁ ପ୍ରଭୁଙ୍କୁ ଜାଣିବା ନିମନ୍ତେ ପଥ ଦେଖାଇଲା !
ଆମେ ଅନ୍ୟମାନଙ୍କ ସହ କଥା ହେଉଥିବା କାର୍ଯ୍ୟଗୁଡିକ, କରୁଥିବା କାର୍ଯ୍ୟଗୁଡିକ କିପରି ରହିଛି ? ଏହାକୁ ଆଲୋଚନା କରିବା !ଅନେକ କାର୍ଯ୍ୟ ଆବଶ୍ୟକତାର କାର୍ଯ୍ୟରେ ସମରିୟ ଯାଇଥିବ !କିନ୍ତୁ ସେ ସମସ୍ତକୁ ପଛରେ ଠେଲି ଏକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଦ୍ଵାରା, ତାହାର ସମୟ, ତାହାର ଜିନିଷ, ତାହାର ଧନ, ସବୁକିଛି ତାହାଙ୍କ ନିମନ୍ତେ ବ୍ୟୟ କଲା !ଆମକୁ ଦିଆଯାଇଥିବା ସବୁକିଛକୁ ଅନେକଙ୍କୁ ପ୍ରୟୋଜନ କାରୀ ବିଧାନରେ କିପରି ପରିବର୍ତ୍ତନ କରିବା ଉଚିତ ବୋଲି ଆଲୋଚନା କରି, ଅନ୍ୟକୁ ପ୍ରୟୋଜନ ଭାବେ ଆମେ ପରିବର୍ତ୍ତନ କଲାବେଳେ, ତାହା ତାହାଙ୍କ ଜୀବନକୁ ପରିବର୍ତ୍ତନ କରିବ !
ଏହାକୁ ପଡୁଥିବା ପ୍ରିୟ ବନ୍ଧୁଗଣ, ତୁମର ଯାହା ଅଛି ତାହାକୁ ଅନ୍ୟଙ୍କ ସହିତ ବଣ୍ଟନ କର !ମୋତେ ସୁବିଧା ନାହିଁ, ମୋର ବଣ୍ଟନ କରିବାକୁ କ'ଣ ବୋଲି ଭାବୁଛନ୍ତି କି ? ପ୍ରଭୁଙ୍କର ରକ୍ତ ଦ୍ଵାରା ଧୌତ କରାଯାଇଥିବା ତୁମ୍ଭ ହୃଦୟ ଅଛି !ତୁମ୍ଭର ଓଠ ଉତ୍ତମ ଭାବରେ କଥା ହେବାର ଶକ୍ତି ଅଟେ !ତାହା ଯଥେଷ୍ଟ ! ଅନ୍ୟମାନଙ୍କ ସହିତ ବ୍ୟର୍ଥ କଥା ନ ହୋଇ ପ୍ରଭୁଙ୍କର ଵାକ୍ୟ ପ୍ରଭୁଙ୍କର ମହିମା କଥା ହିଁ କୁହନ୍ତୁ ! ତାହା ତାହାଙ୍କ ହୃଦୟରେ ରୋପିତ ହେବ !ପ୍ରଭୁଙ୍କର ଆଡକୁ କଢାଇ ନେବ !ପ୍ରତ୍ୟକ ଦିନ ପଠନ କରୁରହିବା ପ୍ରଭୁଙ୍କର ଵାକ୍ୟ ଦ୍ଵାରା କଥା ହୁଅନ୍ତୁ !ଅନେକେ ପ୍ରଭୁଙ୍କର ରାଜ୍ୟ ଆଡକୁ ଯିବାକୁ ତାହା ସାହାଯ୍ୟ ହେବ !
- ଶ୍ରୀମତୀ ଅନବୁ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ:-
ଆମ କ୍ୟାମ୍ପରେ ଅଂଶ ଗ୍ରହଣ କରୁଥିବା ପ୍ରତ୍ୟକ ଯୁବକ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.