Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 30-03-2021

ଆଜିର ବାକ୍ୟ (Oriya) 30-03-2021

ପୌରସ 

“ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ୍‍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ୱାଳାରେ ଅନ୍ତର୍ଜ୍ୱାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଙ୍କଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳାରେ ଇସ୍ରାଏଲ-ସନ୍ତାନଗଣଙ୍କୁ ନିଃଶେଷ ରୂପେ ସଂହାର କଲୁ ନାହିଁ।” - ଗଣନା ପୁସ୍ତକ 25:11

ଜଣେ ବିଖ୍ୟାତ ସିନିମା ଗାୟକ ନୃତ୍ୟକଳା ବିଦ୍ୟାଳୟର କାର୍ଯ୍ୟକ୍ରମକୁ ନିମତ୍ରଣ କରାଯାଇଥିଲା !ତାଙ୍କୁ ଦେଖି ଥିବା ଆନନ୍ଦରେ ନୃତ୍ୟକଳା ବିଦ୍ୟାଳୟର ଅନେକ ତାଙ୍କ ସହିତ କଥା ହେବାକୁ ଚେଷ୍ଟା କଲେ !ମାତ୍ର ସେ କାହାରି ସହିତ କିଛି କଥା ହେବାକୁ ଇଚ୍ଛା କଲା ନାହିଁ !ସେହି ବିଷୟରେ ସେହି ବିଦ୍ୟାର୍ଥୀମାନେ ପଚାରିବାରୁ, ସେ କହିଲା, ଆପଣମାନେ ସମସ୍ତେ ମୋ ସହିତ କଥା ହେବାକୁ ଇଚ୍ଛା କରୁଛ ଏହା ମୁ ବୁଝିପାରୁଛି, ମାତ୍ର ମୁ ଅନାଆବଶ୍ୟକ କଥାଗୁଡିକ କଥା ହୋଇ,  ମୁ ମୋର କଣ୍ଠକୁ ନଷ୍ଟ ନଷ୍ଟ ନ କରି, ତାହା ମୁ ସିନିମା ପାଇ ହିଁ ସମର୍ପିତ କରିଅଛି !ଆପଣମାନଙ୍କ ସହିତ ବହୁତ କଥା ହେବା ଦ୍ଵାରା ମୋର କଣ୍ଠର ମଧୁରତ୍ଵରୁ ଦୁରେଇ ଯିବି !ମୋର ପୂର୍ଣ୍ଣ କଣ୍ଠର ତାଳ ଗୁଡିକରୁ ଦୁରେଇ ଯିବି !ଜଗତର ବିଖ୍ୟାତ ସକାଶୁ ସିନିମା ଗୀତ ଗାଉଥିବା ଏହାଙ୍କୁ କେତେ ପୌରସ ଦେଖନ୍ତୁ !

ମାତ୍ର ବାଇବଲରେ ପୀନହସ ନାମକ ଯୁବକ ପରମେଶ୍ୱରଙ୍କ ସକାଶେ ଭକ୍ତି ହୋଇ ପୌରସ ଦେଖାଇ ଇଶ୍ରଏଲ ଜନତାଙ୍କ ଉପରେ ପରମେଶ୍ୱରଙ୍କର ଦ୍ଵାରା କରାଯାଇଥିବା ଅସୁବିଧାକୁ ରଖିଥିଲା ବୋଲି ଆମେ ପଡୁଛୁ !ଏହା ଦ୍ଵାରା ଜନତା ରକ୍ଷା ପାଇ ପାରିଥିଲେ !ଇଏ  ପରମେଶ୍ୱରଙ୍କ ଦ୍ଵାରା  ପ୍ରଶଂସା ପାଇ ଥିବା ବ୍ୟକ୍ତି ଭାବରେ ଥିଲା !ତାଙ୍କର ବଂଶାବଳିକୁ ନିତ୍ୟ ଯାଜକତା ପରମେଶ୍ୱରଙ୍କ ଦ୍ଵାରା ଦିଆଯାଇଥିଲା !ଏହା କେତେ ମହାନ ଗୌରବ ଅଟେ !ପରମେଶ୍ୱର ପ୍ରଶଂସା କରିବା କେତେ ମହାନ କାର୍ଯ୍ୟ !ସାଧାରଣ ମଣିଷ ଆମକୁ ପ୍ରଶଂସା କଲେ ଆମେ କେତେ ଖୁସି ହେଉ !ପୀନହାସଙ୍କର ପବିତ୍ରତା ଉପରେ ଭକ୍ତି ବୈରାଗୀ ଦେଖାଇବା ଦ୍ଵାରା ପରମେଶ୍ୱର ହିଁ ତାଙ୍କୁ ପ୍ରଶଂସା କରୁଛନ୍ତି !

ମୋର ପ୍ରିୟ ବନ୍ଧୁଗଣ, ଏବେ ହିଁ ଆମେ ଆଲୋଚନା କରିବା, ଆମେ କେମିତି ପୌରସ ହୋଇ ରହୁଅଛୁ ? ଜଗତ ସକାଶେ କି ନା ମହିମାମୟ ପରମେଶ୍ୱରଙ୍କ ସକାଶେ ? ଆପଣ ଏପରି କହିପାର, ପ୍ରଥମେ ମୁ ପରମେଶ୍ୱରଙ୍କର ପାଇ ଭକ୍ତି ଓ ବୈରାଗୀ ହୋଇ ରହିଥିଲି !ବର୍ତମାନ ମୁ ଜ୍ୱଳନ ନ ଥାଇ ରହିଛି !ଏଥିପାଇଁ ବିଚଳିତ ହୁଅ ନାହିଁ !ଆଉଥରେ ଆପଣଙ୍କ ପ୍ରାର୍ଥନା ଓ ପବିତ୍ରତାକୁ ପୌରସ ହୋଇ ପରିବର୍ତ୍ତନ ହୋଇପାର !ପୌରସରେ ଜୀବନଯାପନ କରିପାର !ପରମେଶ୍ୱରଙ୍କ ଠାରୁ ପୀନହାସଙ୍କ ପରି ନୀଚୀତ ଗ୍ରହଣ ଯୋଗ୍ୟ ହେବ !ଚେଷ୍ଟା କରିବା, ଆଗକୁ ବଢିବା !
-    ଏସ. ମନୋଜ କୁମାର 

ପ୍ରାର୍ଥନା କରନ୍ତୁ :-
ଆମ ସେବକମାନଙ୍କ ପରିବାରରେ ସନ୍ତାନ ହୀନମାନଙ୍କୁ ପରମେଶ୍ୱରଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)