Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 18-09-2024

ଆଜିର ବାକ୍ୟ (Oriya) 18-09-2024

 

ଦୟାଳୁ ଇଶ୍ବର

 

“ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ !” - ମାଥିଉ ୫:୭

 

ଆମେରିରିକା ଦେଶରେ ଗରିବ ପରିବାରରେ ଜନ୍ମିତ ଜଣେ ଯୁବକ ତାଙ୍କ ଅଧ୍ୟୟନର ଅର୍ଥ ଆବଶ୍ୟକତା ପାଇଁ ଦ୍ୱାର ଦ୍ୱାରକୁ ଜିନିଷ ବିତରଣ ବ୍ୟବସାୟ ପାର୍ଟ ଟାଇମ୍ କରୁଥିଲେ ! ଦିନେ ତାଙ୍କ ଜିନିଷ ବିକ୍ରୟ ନ ହେବା ଅବସ୍ଥାରେ ବହୁତ କ୍ଳାନ୍ତ ଓ ଭୋକିଲା ହୋଇଗଲେ,ଗୋଟିଏ ଘରର କବାଟ ବାଢ଼େଇଲା ! ଜଣେ ସ୍ତ୍ରୀ ଆସିଲେ, ତାଙ୍କୁ ପାଣି ମାଗିଲେ !ସେ ତାଙ୍କର କ୍ଳାନ୍ତ ଚେହେରା ଦେଖି ମହିଳା ଜଣକ ତାଙ୍କୁ ପାଣି ବଦଳରେ ଏକ କପ୍ କ୍ଷୀର ଦେଲେ ! ଭୋକିଲା ଯୁବକ ଉତ୍ସାହର ସହିତ ଏହାକୁ ପିଇଲା ! ସେ ସ୍ତ୍ରୀଲୋକଟିକୁ କହିଲା, ମୁଁ ତୁମକୁ କୃତଜ୍ଞତାର ୠଣୀ ! ସେ ସ୍ତ୍ରୀ ହସିହସି କହିଲା,ଠିକ ଅଛି ତୁମର ଶରୀରର ଯତ୍ନ ନିଅ !ଅଜଣା ସ୍ତ୍ରୀଟିର ଦୟା ଏବଂ ଆତିଥ୍ୟକୁ ମନେ ରଖିଥିବା ଯୁବକ, ତାଙ୍କୁ ସାହାଯ୍ୟ କରିଥିବା ମହିଳାଙ୍କୁ ଭୁଲି ନଥିଲେ ! 

 

ପିଲାଟି କଠିନ ଅଧ୍ୟୟନ କରି ଡାକ୍ତର ହେଲା ! ଦିନେ ସେ ତାଙ୍କ କ୍ଲିନିକକୁ ଆସିଥିବା ଜଣେ ମହିଳାଙ୍କୁ ଚିହ୍ନିଲେ ! ଦୀର୍ଘ ଦିନର ଅସୁସ୍ଥତା ପାଇଁ ସେ ମହିଳାଙ୍କ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ ! ଦୀର୍ଘ ଦିନର ଚିକିତ୍ସା ପରେ ମହିଳା ସୁସ୍ଥ ହୋଇଗଲେ ! ମହିଳା ଭାବିଥିଲେ ଯେ, ଡାକ୍ତର ବିପୁଳ ପରିମାଣର ଟଙ୍କା ମାଗିବେ ! କିନ୍ତୁ ଡ଼ାକ୍ତର ଚିକିତ୍ସା ପାଇଁ ବିଲ୍ ରଖି ସେଠାରେ ଲେଖିଥିଲା, ଏହା ଡାକ୍ତର ହାୱାଡ଼ ଭେଳି ଦେଇଛନ୍ତି ! ! ତା’ପରେ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡକୁ ଚାହିଁଲେ ଓ ଡାକ୍ତର ପୁରୁଣା ଘଟଣାକୁ ମନେ ପକାଇଲେ ! ମହିଳାଙ୍କ ଆଖିରେ ଲୁହ ଝରିଗଲା ! ପବିତ୍ର ବାଇବଲ ଯେ, ଆମେ କରିଥିବା ଭଲ ଏହି ଜଗତ ଏବଂ ପରବର୍ତ୍ତୀ ସମୟରେ ପୁରସ୍କାର ପାଇଥାଏ !

 

୧. ଦର୍କା:- (ପ୍ରେରିତ:-୯:୩୬-୪୨)ରେ ଦର୍କା ଯାହା ଭଲ କରିଥିଲେ,ଦର୍କାଙ୍କୁ ଏକ ନୂତନ ଜୀବନ ଦିଆଗଲା ! ଯିଏ ଦୟା ଦେଖାଇଲେ, ସେ ଦୟା ପାଇଲେ ! ୨. ସାରିଫତ୍ ବିଧବାସ୍ତ୍ରୀ: - ପ୍ରଭୁ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କ ପ୍ରତି କରିଥିବା ଭଲ କାର୍ଯ୍ୟ ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ ସମସ୍ତ ପରିବାରକୁ ଭଲ ଦେଖିବାରେ ସାହାଯ୍ୟ କଲେ ! ଦୟାକୁ ଦୟା ଦେଖାଇଥିବା ସାରିଫତ୍ ବିଧବା ପରିବାର ସହିତ ଦୟା ପାଇଲେ ! ଯୀଶୁ କହିଛନ୍ତି ଯେ, ଏମାନଙ୍କ ମଧ୍ୟରୁ ଗୋଟିଏ ପାଇଁ ତୁମେ ଯାହା କରିଛ, ତୁମେ ମୋ ପାଇଁ କରିଛ ! ଭଲ ଶମିରୋଣୀୟ ପରି ଅନ୍ୟମାନଙ୍କ ପାଇଁ ଭଲ କରିବା ! ଆମର କାର୍ଯ୍ୟଗୁଡ଼ିକ ସ୍ୱର୍ଗୀୟ ସ୍ମରଣ ପୁସ୍ତକରେ ରେକର୍ଡ କରିବା ! ପରମେଶ୍ୱରଙ୍କ ପାଇଁ ଗୌରବ ହେଉ !ଆମେନ୍ ! 

- ଶ୍ରୀମତୀ ଫାତିମା ସେଲଭରାଜ

 

ପ୍ରାର୍ଥନା ଅନୁରୋଧ:-

ସହଯୋଗୀ ମିଶିନାରୀ ମାନନଙ୍କ ସୁସ୍ତତା ଏବଂ ସେମାନେ ଯେଉଁ ଗାଁ ପରିଭ୍ରମଣ କରନ୍ତି ତାହାର ପୁନଃର୍ଜୀବନ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.


Comment As:

Comment (0)