Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 07-03-2021 (Kids Special)

ଆଜିର ବାକ୍ୟ (Oriya) 07-03-2021 (Kids Special)

ତୁମ୍ଭର ସଂଗୀ ହେବେ 

“ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।“ - ଯିହୋଶୂୟ 1:9

ହାଲୋ ପିଲାମାନେ, କେମିତି ଅଛ ? ଆଜି ଆମେ ସମସ୍ତଙ୍କୁ ଯୀଶୁ ବାପା କିପରି ସଂରକ୍ଷକଣ କରନ୍ତି, ସେହି ବିଷୟରେ ଏକ କାହାଣୀ ଶୁଣିବା କି ? 

ଶୀତଲତାରେ ବହୁ ଥିବା ନଦୀ ଆରପାରିରେ ଗୋଟିଏ ସୁନ୍ଦର ଗାଁଟି ଥିଲା ! ସେହି ଗ୍ରାମଟି ଚିରହରିତ ସବୁଜ ବର୍ଣ ଅଟେ !ସେହି ଗ୍ରାମରେ ଝାନସି ନାମକ ପରିବାର ବାସ କରନ୍ତି !ଝାନସି ଭଲ ପାଠ ପଡେ, ବାଇବଲ ପଡେ, ପ୍ରାର୍ଥନା କରେ, ସଣ୍ଡେ  ସ୍କୁଲ ଯିବା ଉତ୍ତମ ଝିଅ ଅଟେ !ସେ ଅନାଥ ହୋଇ ଥିବା ଯୋଗୁ, ସେ ତାଙ୍କର ଆଇଙ୍କର ଘରେ ରହି ପାଠ ପଡ଼ୁଥାଏ !ସେ ଚାଲି ଚାଲି ବିଦ୍ୟାଳୟକୁ ଯାଏ !ତାର ସାଙ୍ଗ ସାଥୀ ସାଇକେଲ ଓ ବାଇକରେ ସେମାନଙ୍କର ପିତାମାତାଙ୍କର ସହିତ ଯାଆନ୍ତି !କିନ୍ତୁ ଝାନସି ଏକାକୀ ଚାଲି ଚାଲି ସ୍କୁଲ ଯାଉଥାଏ !ଯେତେବେଳେ ସେ ଚାଲି ଚାଲି ଯାଆନ୍ତି, ସେ ସଣ୍ଡେ ସ୍କୁଲରେ ଶିଖି ଥିବା ଗୀତ ଓ ବାଇବଲ ବାକ୍ୟକୁ ଗାଇ ଗାଇ ଓ ଘୁସି ଘୁସି ଯାଉ ଥାଏ !

ଗୋଟିଏ ଦିନ ସେ ସ୍କୁଲ ଯିବା ବେଳେ କିଏ ଜଣେ ତାଙ୍କୁ ଅନୁସରଣ କରୁ ଥିବା ପରି ଲାଗିଲା !ବାକ୍ୟକୁ କହି କହି ବେଗରେ ଧାଇଁ ଧାଇଁ ଚାଲିଗଲା !ସ୍କୁଲ ଶେଷ କରି ଆସିବା ବେଳେ ମଧ୍ୟ ସେହିପରି ଲାଗିଲା !ପଛକୁ ଓଲଟି ଦେଖିବାକୁ ଝାନସିକୁ ଭୟ ଲାଗୁଥାଏ! ସେ ଗୀତ ଗାଇ ଗାଇ ଧାଇଁ ଧାଇଁ ଘରକୁ ପହଁଚିଲା !ଘଟିଥିବା ସମସ୍ତ ଘଟଣାକୁ ଆଇଙ୍କ ଆଗରେ କହିଲା !ଆଇ କହିଲା, ଭୟ କର ନାହିଁ , ସଦାପ୍ରଭୁ ତୁମ୍ଭର  ଚଲା ପଥକୁ ସଂରକ୍ଷକଣ କରୁଛନ୍ତି, ତୁମେ ଜ୍ଞାନ ଓ ବୁଦ୍ଧିରେ ରହିବାକୁ ହେବ ବୋଲି ଉପଦେଶ ଦେଲା !ତାପରେ ରବିବାର ଆରାଧନାକୁ ଝାନସି ଓ ତାର ଆଇ ଚାଲି ଚାଲି ଗଲେ !ଲମ୍ବା ଲମ୍ବା ନିଶ ରହିଥିବା, ବହୁ ଉଚ୍ଚତା ଥିବା ଜଣେ ଲୋକ ତାଙ୍କ ନିକଟକୁ ଆସି ଠିଆ ହେଲା !ସେ କହିଲା, ମୁଁ ଚାରି ଦିନ ହେଲା ତୁମକୁ ଉଠାଇ ନେବାକୁ ତୁମ ଅନୁଗମନ କରୁଥିଲି, ମାତ୍ର ତୁମ ସହ ଧଳା ବସ୍ତ୍ର ପରିଧାନ କରି ଚାଲି ଆସୁଥିଲା, ସେ କିଏ ? ପଚାରିଲା !ତେବେ ଆଇ କହିଲେ, ସେ ହି ଯୀଶୁଖ୍ରୀଷ୍ଟ ଅଟେ, ଏବଂ ଯୀଶୁଖ୍ରୀଷ୍ଟ କିପରି ତାଙ୍କ ପିଲାମାନଙ୍କୁ ସଂରକ୍ଷକଣ କରନ୍ତି, ସେ ବିଷୟରେ ବର୍ଣନା କରି କହିଲା !ଝାନସି ଗୀତ ଗାଇ ଗାଇ ତାର ଆଇର ହାତ ଧରି ଆନନ୍ଦରେ ଘରକୁ ଫେରିଲା !

ପିଲାମାନେ କାହାଣୀ ଶୁଣିଲ ତ, ତୁମ୍ଭେମାନେ ମଧ୍ୟ ପ୍ରତିଦିନ ସମ୍ମୁଖୀନ  କରୁଥିବା ସମସ୍ତ କାର୍ଯ୍ୟକୁ ବାପାମାଆଙ୍କୁ କହିବାକୁ ହେବ !ଝାନସି ଯେମିତି ଯୀଶୁ ବାପାକୁ ସନ୍ଧାନ କଲା ପରି , ତୁମ୍ଭେ ମଧ୍ୟ ତଦୃପ ଯେଉଠାକୁ ଯାଉଛ ସେଠାରେ ସମ୍ମୁଖୀନ କରୁଥିବା ଅସୁବିଧା ନ ଆସିବାକୁ   ସବୁଠି ଯୀଶୁଙ୍କ ସହିତ ଚାଲିଲେ ନିଛିତ ସେ ତୁମ୍ଭଙ୍କୁ ସଂରକ୍ଷକଣ କରିବେ !ତୁମ୍ଭର ସମସ୍ତ ଭୟକୁ ଯୀଶୁ ବାପା ମୁକ୍ତ କରିବେ !ସେ ତୁମ୍ଭର ସମସ୍ତ ଅସୁବିଧାକୁ ଦୂର କରି ସଂରକ୍ଷକଣ କରିବେ !
ତୁମ୍ଭେ ମଧ୍ୟ ଝାନସିଙ୍କ ପରି ଉତ୍ତମ ପିଲା ଭାବେ ପରିବର୍ତନ ହୋଇ ଯିବ !ଭେରୀ ଗୂଡ଼ !

       ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)