Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 05-03-2021

ଆଜିର ବାକ୍ୟ (Oriya) 05-03-2021

ଯାହା ସତ୍ୟ ତାହା ହିଁ କହିବା 

“...ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।" - ଗୀତସଂହିତା 37:16

ମୋର ଝିଅକୁ ବିବାହ ନିମନ୍ତେ ବର ଦେଖିବାକୁ ଜୀବନି ତଥ୍ୟ ପ୍ରସ୍ତୁତ କଲୁ !ଆମେ ଜାଣିଥିବା ବ୍ୟକ୍ତିକୁ ତାହା ଦେବାରୁ ପଚାରିଲେ,  କେତେ ତୋଳା ସୁନା ଦେବ, କେତେ ଟଙ୍କା ଦେବ ? ଆମେ ଉତ୍ତର କଣ ଦେବାକୁ ପଡିବ ତାହା ବୁଝି ପାରିଲିନି, କାରଣ ମୁଁ ଜଣେ ସେବକ, ଆମ ପାଖରେ କହିବା ପରି ସମ୍ପତି ନାହିଁ,କଣ କରିବାକୁ ପଡିବ ଆଲୋଚନା କରିଲି !ସେହି ଦିନରେ ଆମର ଦେବାଳୟକୁ ଯାଇ ପ୍ରାର୍ଥନା କରିବା ଆରମ୍ଭ କଲି !ଆମ ଠାରେ ଥିବା ଜିନିଷ ପ୍ରଭୁଙ୍କୁ ଜଣାଇଲି !ଏହି ଅଳ୍ପ ଜିନିଷ ରଖି ମୁଁ କିପରି ମୋର ଝିଅକୁ ବିବାହ କରିପାରିବି ବୋଲି ଲୁହ ଝରାଇଲି !ସେହି ଦିନେ ମୋର ବାଇବଲ ଧ୍ୟାନ ପଡିଲି ! ଦୁଷ୍ଟଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।ଗୀତସଂହିତା:- 37:16ପରମେଶ୍ୱର ମୋତେ ଦେଖାଇ ମୋତେ ସ୍ୱାନ୍ତନା ଦେଲା !ପରମେଶ୍ୱରଙ୍କ ଠାରେ ଭରସା ରଖି ନିରିକ୍ଷଣରେ ଜାଗି ଅଛି !ପରମେଶ୍ୱରଙ୍କ ନିକଟରେ ଭୟ ଭକ୍ତି ରହି ସେବା କାର୍ଯ୍ୟ କରୁଥିବା ଉତ୍ତମ ଜ୍ୱାଇଁ ପ୍ରଭୁ ମୋତେ ଜଗାଇଲା !

ବାଇବଲର ଦ୍ୱିତୀୟ ରାଜାବଳୀ ଚାରି ଅଧ୍ୟାୟରେ ଋଣ ବୋଝ ଥିବା ଭବିଷ୍ୟତବକ୍ତାମାନଙ୍କ ପରିବାରକୁ ଦେଖୁଚୁ !ପ୍ରବକ୍ତାଙ୍କର  ସ୍ତ୍ରୀ ଇଲିସାୟକୁ କହୁଛି ତୈଳ ଛଡ ଆଉ ମୋ ନିକଟରେ କିଛି ନାହିଁ !ସେ ଯାହା ଅଛି ତାହା ସତ୍ୟରେ ତାଙ୍କର ପରିବାରର ପରିସ୍ଥିତି ବିଷୟରେ କହିଲା !ସଂଗେ ସଂଗେ ତାଙ୍କର ଋଣ ପରିଶୋଧ କରାଯାଉଛି !

ଏହା ପାଠ କରୁଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ପରମେଶ୍ୱର ତୁମ୍ଭ ସହିତ କଥା ହେଉଛନ୍ତି !ଏହି କାର୍ଯ୍ୟ ନିମନ୍ତେ ମୁଁ କଣ କରୁଅଛି, ମୋର ଝିଅର ବିବାହ, ମୋର ପୁଅର କଲେଜ ପିସ , ମୋର ଘରକୁ ଆବଶ୍ୟକ ହେଉଥିବା ସମସ୍ତ ଆବଶ୍ୟକତା ଜିନିଷ  ପାଇଁ ପ୍ରଭୁଙ୍କର  ନିକଟରେ ବ୍ୟତୀବ୍ୟସ୍ତ ହୋଇ  ଲୁହ ଝରାଉଛ କି ? ଅନେକଙ୍କ ନିକଟରେ ଆପଣା ଆବଶ୍ୟକତା ଜଣାଇ ସାହାଯ୍ୟ ନ ପାଇ ଅନ୍ୟ ଆଗରେ ହାତ ପତାଇବା   ପରିସ୍ଥିତିରେ ଲୁହ ଝରାଉଛ କି ? ଏହି କଥା ଆପଣା ନିମନ୍ତେ,  ପ୍ରବକ୍ତାଙ୍କ ସ୍ତ୍ରୀ ଇଲିସାୟ ପ୍ରବକ୍ତାଙ୍କ ସହିତ ତାଙ୍କର କାର୍ଯ୍ୟ କହିଲା ପରି ଆପଣଙ୍କ କାର୍ଯ୍ୟକୁ ଆକାଶ, ପୃଥିବୀ ସୃଷ୍ଟି କରିଥିବା ପରମେଶ୍ୱରଙ୍କ ନିକଟରେ କୁହନ୍ତୁ !ଆପଣଙ୍କ ଠାରେ ଥିବା ଜିନିଷକୁ, ଅଳ୍ପ ସମ୍ପତି ହେଲେ ସୁଧା ତାହାକୁ ପରମେଶ୍ୱର ବିସ୍ତୃତ କରି ଆପଣଙ୍କର ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ ଭାବେ, ଅନୁଗ୍ରହ ଭାବରେ ହେବାକୁ ସେ ସର୍ବଶକ୍ତିମାନ  
ପରମେଶ୍ୱର ଅଛନ୍ତି !
-    ଶ୍ରୀମତୀ ଵି. କ୍ରିଷ୍ଟି 

ପ୍ରାର୍ଥନା କରନ୍ତୁ :-ପ୍ରାର୍ଥନା ଗୃହରେ ଆବଶ୍ୟକତା ହେଉଥିବା ପି. ଏ. ସିଷ୍ଟମ କ୍ରୟକରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)