Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 28-03-2021 (Kids Special)

ଆଜିର ବାକ୍ୟ (Oriya) 28-03-2021 (Kids Special)

ଗୋଲାକାର (ବାଟୁଲି ) ପଥର କଥା ହେଉଅଛି 

“ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟସବୁ ମନୋନୀତ କଲେ, ପୁଣି, ବଳବାନ ବିଷୟସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟସବୁ ମନୋନୀତ କଲେ,” - କରିନ୍ଥୀୟ 1:28

ହାଲୋ ପିଲାମାନେ ଆନନ୍ଦରେ  ଅଛ କି ? ସମସ୍ତେ କୁଆଡେ ଦେଖୁଅଛ?  ତଳକୁ ଦେଖ ! ମୁ ଗୋଲାକାର (ବାଟୁଲି ) ପଥର କଥା ହେଉଅଛି !କଣରେ ତାହା ପଥର ଆମ ସହ କଥା ହେଉଛି କି ? କଣ କହିବାକୁ ଯାଉଛି ବୋଲି ଆଲୋଚନା କରୁଛ କି ? କିଛି ସମୟ ମୁ ଯାହା କହୁଛି ଶୁଣନ୍ତୁ !ମୁ ନଦୀ କୂଳରେ ହିଁ  ଥାଏ ! ନଦୀର ପାଣିରେ ଘୋଷାରି ହୋଇ ସୁନ୍ଦର ରୂପରେ ଗୋଲାକାର ହୋଇ ବଦଳି ଗଲି !ନଦୀର କୂଳରେ ପଡି ରହିଥିବି !ଅନେକ ଲୋକେ ମୋର ଉପର ଦେଇ ଚାଲି ଚାଲି ପଳାଇ ଯାନ୍ତି !ଅନେକ ଲୋକେ ମୋତେ ହାତରେ ଉଠାଇ ତାହା ଖୁସିରେ ଆଉ ଥରେ ନଦୀରେ ଫିଙ୍ଗି ଦିଅନ୍ତି !ଆଉ କିଛି ଲୋକେ ମୋତେ ନେଇ ସେମାନେ ଇଚ୍ଛା କରୁଥିବା ପକ୍ଷୀ ଏବଂ ଫଳ ଗୁଡିକ ମାରିବାକୁ ବାଟୁଲିରେ ମାରି ବ୍ୟବହାର କରନ୍ତି !ଇଶ୍ରାଏଲର ମେଷ ରକ୍ଷକ ମାନେ ମଧ୍ୟ ତାଙ୍କରି ଚିକଣ ମୁଣାରେ ସବୁବେଳେ ମୋତେ ରଖିଥାନ୍ତି !ମେଷମାନଙ୍କୁ ନଷ୍ଟ କରିବାକୁ ଆସୁଥିବା ମୃଗମାନଙ୍କୁ ଘୋଉଡାଇବା ନିମନ୍ତେ ଆମକୁ ବ୍ୟବହାର କରୁଥାନ୍ତି !ପିଲାମାନେ ପଥର କଥା ହେଉଥିଲେ ବିଚିତ୍ର ଲାଗୁଚି କି ? ଆଉ ଶୁଣନ୍ତୁ !ତୁମେ କାହିଁକି ପଥର, କଥା ନ ହୋଇ ରହିଯାଉଛ ? କଥା ହୁଅ !ସେତେବେଳେ ଗୋଟିଏ ଦିନେ ଦାଉଦ ନାମକ ଜଣେ ମେଷ ରକ୍ଷକ ମୋ ନିକଟକୁ ଆସି ମୋ ପରି ଆଉ ଚାରୋଟି ପଥର କାଡ଼ି ତାର ଚିକଣ ମୁଣାରେ ପକାଇଲା !ଆମେ କଣ ପାଇ ପ୍ରୟୋଜନ ହୋଇ ରହିବୁ ? ନଦୀ କୂଳରେ ପଡି ରହିଥିବୁ !ଏବେ ଚିକଣ ମୁଣାକୁ ଆସିଅଛୁ !ଏହା କଥା ହେଲୁ !ହଠାତରେ ଗୋଟିଏ ରବ ଶୁଣିବାକୁ ପାଇଲୁ !ଭୂମି ଥରହର ହେଲା ପରି ଥିଲା ତାଙ୍କରି ଚାଲି !ଏକ ମହାନ ବଡ଼ ରାକ୍ଷସ !ଦାଉଦଙ୍କୁ ଦେଖି ଆ ତୋର ମାଙ୍ଗଶ ପକ୍ଷୀ ଓ ମୃଗ ମାନଙ୍କୁ ଦେବି,  ଚିତ୍କାର କଲା !ସେତେବେଳେ ଆମେ ଏହା ଗ୍ରହଣ କଲୁ କି ଯେ ଏହା ଯୁଦ୍ଧ ପ୍ରଦେଶ !ଏହି ଦାଉଦ ଛୋଟ ବାଳକ ହୋଇ ଅଛି, ଇଏ କଣ କରିବାକୁ ଯାଉଛି ବୋଲି ଆମେ ଆଲୋଚନା କରି ଦେଖୁଅଛୁ !ମୁ ଖଡଗ କି ବରଚା ସହିତ ନୁହେଁ,  ଇଶ୍ରାଏଲ ସନ୍ୟମାନଙ୍କର ଅଧିପତି "ପରମେଶ୍ୱର ଏହୋବା "ନାମରେ ମୁ ଆସିଅଛି ବୋଲି କହି, ଚିକଣ ମୁଣାରେ ହାତ ପୁରାଇବାରୁ ମୋର ସାଙ୍ଗ ଚାରି ଜଣ ଖସି ଗଲେ !ମୁ ମାତ୍ର ତାର ହାତକୁ ଗଲି !ମାରିଲାରେ ବାବୁ ଦେଖ ମାଡ, ତାର କପାଳରେ ମୁ ପଶି ଗଲି !ସେ ପଠ  ହୋଇ ତଳେ ପଡିଗଲା !ଦାଉଦ ଇଶ୍ରାଏଲ ତରଫରୁ ଯାଇ ଥିବା ଯୋଗୁ ଇଶ୍ରାଏଲ ଜନତା ବହୁତ ଖୁସିରେ ରହିଥିଲେ !ମୋତେ ଗର୍ବ ଓ ଖୁସି ଲାଗିଲା !କୋଣସି ଆୟୁଦ୍ଧ ବ୍ୟବହାର ନ କରି ସାଧାରଣ ଗୋଲାକାର ପଥର ମୋ ଦ୍ଵାରା ପରମେଶ୍ୱର ଏକ ମହାନ ବିଜୟୀର ବାଣା  ଦେଲା !ଏହା କାହାଣୀ ନୁହେଁ ସତ୍ୟତାରେ ଘଟି ଥିବା ଘଟଣା !ବାଇବଲରେ ପ୍ରଥମ ସାମୂଏଲର ସତର ଅଧ୍ୟାୟରେ ଲେଖା ଯାଇଛି !

ହାଲୋ ପିଲାମାନେ,  ତୁମ୍ଭେମାନେ ମଧ୍ୟ, ଅଲଗା ପିଲାଙ୍କ ପରି ତୁମକୁ ମଧ୍ୟ କୋଣସି ଜ୍ଞାନ ନାହିଁ, ବୁଦ୍ଧି ନାହିଁ, ମୋତେ କିଛି ଆସୁ ନାହିଁ ବୋଲି ତୁମେ କହିପାର !ମାତ୍ର ସର୍ବଶକ୍ତିଶାଳୀ ପରମେଶ୍ୱରଙ୍କ ହସ୍ତରେ ନିଜକୁ ସମର୍ପିତ ହେଲେ, ଦାଉଦ ଗୋଲାକାର ପଥର  ବ୍ୟବହାର କରିବା ପରି, ପରମେଶ୍ୱର, ତୁମର ପିତାମାତା, ବନ୍ଧୁବାନ୍ଦବ ଏବଂ ଅନେକଙ୍କୁ  ଆନନ୍ଦ ଦେବା ସନ୍ତାନରେ ତୁମକୁ କରିବେ, ଓ ବ୍ୟବହାର କରିବେ !ତାଙ୍କରି ହସ୍ତରେ ତୁମେ ସମର୍ପିତ ହେବ କି ? କରିବ କି ? ଭେରୀ ଗୂଡ଼ !
-    ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)